ଭାଇକୁ ଶେଷ କଲ କରି ଟ୍ରେନ ଆଗକୁ ଡେଇଁ ପଡ଼ିଲେ ରଞ୍ଜିତା, ଶେଷ କଲରେ ଭାଇକୁ କହିଗଲେ ନିଜ ସହ ହୋଇଥିବା ବର୍ବରତାର କାହାଣୀ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ହୃ-ଦ-ୟ ବି-ଦା-ର-କ ଘ-ଟ-ଣା ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମମିତା ମୃ-ତ୍ୟୁ ମାମଲାକୁ ମାତ୍ର କିଛି ଦିନ ହୋଇଛି ଆଉ ଏକ ମମିତାଙ୍କ କାହାଣୀ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଜଣେ ମହିଳା ମାଲବାହୀ ଟ୍ରେନ ଆଗରେ ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ସେ ତାଙ୍କ ଭାଇଙ୍କୁ ଶେଷ ଥର ପାଇଁ କଲ୍ କରିଥିଲେ ଓ କାନ୍ଦି କାନ୍ଦି କହିଥିଲେ, ମୁ ଆଉ ବଞ୍ଚିବି ନାହିଁ ମୋ ବ୍ୟାଗ ଏଇଠି ଅଛି ଆସି ନେଇଯିବୁ । ହେଲେ ଭାଇ ସେହି ସ୍ଥାନରେ ପହଞ୍ଚିବା ପୂର୍ବରୁ ସବୁ କିଛି ସରି ଯାଇଥିଲା ।

ରଞ୍ଜିତା ଗତ ୧୩ ତାରିଖ ସକାଳେ ନିଜ ଭାଇଙ୍କୁ ଫୋନ କରି କହିଥିଲେ- ‘ଆନନ୍ଦ ସାମଲ ମୋତେ ବହୁତ ଅ-ତ୍ୟା-ଚା-ର କରିଛି ମୋର ଆଉ ବଞ୍ଚିବାର ଇଛା ନାହିଁ । ସେ ମୋର ଇ-ଜ୍ଜ-ତ ଖାଇ ଦେଇଛି ମୁ ଆଉ ବଞ୍ଚି ପାରିବି ନାହିଁ ତୁ ଆସି ଏଠି ମୋ ବ୍ୟାଗ ନେଇଯିବୁ’ । ତାଙ୍କ ଭାଇ ରଞ୍ଜିତାଙ୍କୁ ଅ-ଟ-କାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଲେ ଭାଇ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଭଉଣୀ ସବୁ କିଛି ଛା-ଡି ଚାଲି ଯାଇଥିଲେ ।

ବନ୍ଧୁଗଣ ଏହି ମହିଳାଙ୍କର ନାମ ହେଉଛି ରଞ୍ଜିତା ଧଳ । ରେଢାକୁଲ ରେଳ ଷ୍ଟେସନ ପାଖରେ ରଞ୍ଜିତା ନିଜ ବ୍ୟାଗ ରଖି ଆ-ତ୍ମ-ହ-ତ୍ୟା କରିଥିଲେ । ଭାଇକୁ ପ୍ର-ତି-ଶୋ-ଧ ନେବା ପାଇଁ ମଧ୍ୟ କହିଥିଲେ ରଞ୍ଜିତା । ମୃ-ତ୍ୟୁ ପୂର୍ବରୁ ରଞ୍ଜିତା ଏକ ସୁ-ସା-ଇ-ଡ ନୋଟ ମଧ୍ୟ ଛା-ଡି ଯାଇଛନ୍ତି । ରେଢାକଲର ଆମ ଆଦାମି ପାର୍ଟି ନେତା ଆନନ୍ଦ ସାମଲଙ୍କ ଘରେ ରହି କମ୍ପ୍ୟୁଟର ପାଠ ପଢୁଥିଲେ ରଞ୍ଜିତା ।

ପାଖାପାଖି ଦେଢ ବର୍ଷ ପର୍ଯ୍ୟନ୍ତ ରଞ୍ଜିତା ଆନନ୍ଦଙ୍କ ଘରେ ରହିଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆନନ୍ଦ ରଞ୍ଜିତାଙ୍କ ସହ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆନନ୍ଦ ସାମଲ ଆଗରୁ ବିବାହିତ ଥିଲା ହେଲେ ବୈବାହିକ ଜୀବନରେ ସେ ଖୁସିରେ ନଥିଲା ଯାହା ଫଳରେ ସେ ରଞ୍ଜିତାଙ୍କ ସହ ରିଲେସନରେ ରହି ବିବାହ ପ୍ରତିଶ୍ରୁତି ଦେଇଥିଲା ।


ହେଲେ ବନ୍ଧୁଗଣ ଠିକ ସମୟରେ ସେ ରଞ୍ଜିତାଙ୍କ ଇଜ୍ଜତ ସହ ଖେଳି ତାଙ୍କୁ ଧୋ-କା ଦେ-ଇଥିଲା ଓ ଏହି ଧୋ-କା-କୁ ସ-ହି-ପାରି ନଥିଲେ ରଞ୍ଜିତା ଯାହା ଫଳରେ ସେ ଆ-ତ୍ମ-ହ-ତ୍ୟା କରିବାର ନିଷ୍ପତ୍ତି ନେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *