ଦେଖନ୍ତୁ ଶେଷ ଓଭରରେ ଯେତେବେଳେ Dhoni ଙ୍କ ଭଳି Pant ମାରିଲେ 2 ଟି ଖତରନାକ ଛକା, ଦେଖି କି ରାହୁଲ ଓ ଦ୍ରାଭିଡ ଅନେଇ କି ରହିଗଲେ

ବନ୍ଧୁଗଣ ଗତ କାଲିର ମ୍ୟାଚ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଦେଖିଥିବେ । ଗତ କାଲିର ମ୍ୟାଚ ଦେଖିବା ପାରେ ଭାରତୀୟ ପ୍ରଶଂସକ ମାନେ ବହୁତ ଅଧିକ ଖୁସି ଅଛନ୍ତି । ବନ୍ଧୁଗଣ ରୋହିତ ଶର୍ମାଙ୍କ କ୍ୟାପଟେନସିରେ ଏବେ ଭାରତ ଲଗାତର ଦୁଇ ଥର ମ୍ୟାଚ ଜିଟିଛି । ଟିମ ଇଣ୍ଡିଆର ପ୍ରଶଂସା ଦେଶ ବିଦେଶ ସମସ୍ତ ସ୍ଥାନରେ ହେଉଛି । ବନ୍ଧୁଗଣ ଗତ କାଲିର ମ୍ୟାଚଟି ରାଞ୍ଚି ଷ୍ଟାଡିୟମରେ ହୋଇଥିଲା ।

ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ହେଉଥିବା ଟି20 ଟୁର୍ନାମେଣ୍ଟ ଦ୍ଵିତୀୟ ମ୍ୟାଚ ମଧ୍ୟ ଭାରତ ଜିତିଲା । ବନ୍ଧୁଗଣ ଗତ କାଲିର ମୁକାବାଲା ବହୁତ ଦମଦାର ଥିଲା । ଗତ କାଲିର ମ୍ୟାଚରେ ଟସ ଜିତିଥିଲେ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ରୋହିତ ଶର୍ମା  । ରୋହିତ ଟସ ଜିତିବା ପରେ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ବନ୍ଧୁଗଣ ଗତ କାଲିର ମ୍ୟାଚରେ ଚହର, ହର୍ଶଲ, ଅଶ୍ଵିନ ଓ ଭୁବନେଶ୍ଵର ବହୁତ ଦମଦାର ବୋଲିଙ୍ଗ କରିଥିଲେ ।

ବ୍ୟାଟିଙ୍ଗ କରି ନ୍ୟୁଜଲାଣ୍ଡ ଟିମ ୧୫୩ ରନ୍ କରିଥିଲେ ଓ ଇଣ୍ଡିଆ ପାଇଁ ୧୫୪ ରନ୍ ର ଟା-ର୍ଗେ-ଟ ରଖିଥିଲେ । ଏହା ପରେ ଭାରତୀୟ ଟିମ କ୍ୟାପଟେନ ରୋହିତ ଶର୍ମା ଓ କେ ଏଲ ରାହୁଲ ବ୍ୟାଟିଙ୍ଗ କରିବା ପାଇଁ ମଇଦାନ ଉପରକୁ ଓଲହାଇ ଥିଲେ । ଏହି ଦୁଇଜଣ ବହୁତ ସୁନ୍ଦର ବ୍ୟାଟିଙ୍ଗ କରି ଦଶକ ମାନଙ୍କ ମନ ଜିତିଥିଲେ । ରୋହିତ ୩୬ ବଲରେ ୫୬ ରନ୍ କରିଥିଲେ ଓ କେ ଏଲ ରାହୁଲ ୪୯ ବଲରେ ୬୫ ରନ୍ କରିଦେଲେ ।

ଟିମ ଇଣ୍ଡିଆକୁ ଏହି ସିରିଜ ଜିତାଇବା ପାଇଁ ଏହି ଦୁଇଜଣଙ୍କର ବଡ ଭୂମିକା ରହିଲା । ଅନ୍ତିମ ଓଭରରେ ଭେଙ୍କେଟସ ଆୟର ବହୁତ ଭଲ ଖେଳୁ ଥିଲେ ହେଲେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୧୨ ରନ୍ ର ଆବଶ୍ୟକ ଥିଲା । ବନ୍ଧୁଗଣ ଶେଷ ସମୟରେ ଆୟର ଓ ରିସବ ପନ୍ତ ଥିଲେ । ନ୍ୟୁଜଲାଣ୍ଡ ଖେଳାଳି ଜେମ୍ସଙ୍କ ବୋଲିଙ୍ଗରେ ରିସବ ପ୍ରଥମେ ଗୋଟେ ଛକା ମାରିଲେ ।

ଏହା ପରେ ମଧ୍ୟ ଜେମ୍ସ ଏକ ୱାଇଟ ବଲ ପକାଇ ଥିଲେ ହେଲେ ସେହି ସମୟରେ ରିସବ ସେହି ବଲରେ ଛକା ମାରିଲେ । ରିସବ ପନ୍ତଙ୍କ ଏହି ଦୁଇଟି ଛକା ଦ୍ଵାରା ଇଣ୍ଡିଆ ଜିତି ଗଲା । ଧୋନୀଙ୍କ ଷ୍ଟାଇଲରେ ଅନ୍ତିମ ସମୟରେ ରିସବ ଦୁଇଟି ବଲରେ ଦୁଇଟି ଛକା ମାରିଥିଲେ । ରିସବଙ୍କ ଏହି ଛକାର ଚର୍ଚା ସମସ୍ତ ସ୍ଥାନରେ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରିସବଙ୍କ ଏହି ଛକା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *