ଭଉଣୀ ଭାଇ ସହ ମନ୍ଦିରରେ କଲା ବିବାହ , କହିଲା ‘ଭାଇର ପିଲାର ମା’ ହେବାକୁ ଯାଉଛି ମୁଁ’

ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ । ଏହି ଘଟଣା ବହୁତ ଲଜ୍ୟାଜନକ ଅଟେ । ଭୋଜପୁର ଜିଲ୍ଲାର ଜଣେ ଭାଇ ତା ନିଜ ଭଉଣୀ ସହ ଶାରୀରିକ ସଂପର୍କ ରଖିଥିଲା ଓ ଏହି କାର୍ଯ୍ୟ ବହୁତ ବର୍ଷ ହେଲାଣି ଚାଲିଆସିଥିଲା ଓ ଭଉଣୀ ତା ପିଲାର ମାଆ ହେବାର ସ୍ଥିତିରେ ପହଞ୍ଚି ସାରିଛି । ଯେବେ ଏହି କଥା ବିଷୟରେ ଝିଅ ପୁଅକୁ କହିଲା ସେତେବେଳେ ସେ ଦୁହେଁ ସବୁଦିନ ପାଇଁ ଏକ ସହିତ ରହିବା ପାଇଁ ଘରୁ ପଳାଇ ମନ୍ଦିରରେ ବିବାହ କରିନେଲେ । କହିବାକୁ ଗଲେ ପୁଅଟି ଝିଅର ଦାଦା ପୁଅ ଭାଇ ଥିଲା ।

ଘରୁ ପଳାଇବାର ସୂଚନା ଝିଅର ବାପାଙ୍କୁ ମିଳିଲା । ସେ ପାଖରେ ଥିବା ଥାନାରେ ଝିଅର ଅପହରଣ ହେବାର ମାମଲା ରୁଜୁ କରିଥିଲେ । ମାମଲା ରୁଜୁକରି ଯାଞ୍ଚ କରୁଥିବା ପୋଲିସ ଦୁହିଁଙ୍କୁ ଆରେଷ୍ଟ କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଥିଲେ କି ଦୁଇଜଣ ଯାଇ ଥାନାରେ ପହଞ୍ଚି ଥିଲେ । ମାମଲାର ଖୁଲାସା ସେତେବେଳେ ହେଲା ଯେତେବେଳେ ଝିଅ ନିଜେ ଥାନାରେ ଯାଇ ଆତ୍ମସମର୍ପଣ କରିଲା କାରଣ ଝିଅର ବାପା ଏହା ଆଗରୁ ଝିଅର ଅପହରଣ ହେଇଯିବାର ମାମଲା ଥାନାରେ ଦେଇଥିଲେ ।

ଥାନାରେ ପହଞ୍ଚି ଝିଅ କହିଲା କି ଏବେ ଇଏ ମୋ ଭାଇ ନୁହେଁ ମୋ ସ୍ଵାମୀ । ଝିଅ ପାଟିରୁ ଏହି ପ୍ରକାରର କଥା ଶୁଣିବା ପରେ ପୋଲିସ ମାନେ ମୁଣ୍ଡକୁ ଧରି ବସି ପଡିଲେ । ସେହି ଥାନାରେ ଥିବା ଗାଁ ଲୋକ ଏହି ସମ୍ପର୍କକୁ କଳଙ୍କିତ ବୋଲି କହି ଆଇନଗତ କାର୍ୟାନୁଷ୍ଠାନ କରିବା ପାଇଁ ଗୁହାରି କରିଥିଲେ । ପୋଲିସଙ୍କ ଆଗରେ ଝିଅ ବୟାନରେ କହିଲା କି ଆମ ଦୁହିଁଙ୍କର ଏହି ଭଲ ପାଇବା କେତେ ବର୍ଷ ହେଲାଣି ଚାଲି ଆସିଛି । ଏହା ମଧ୍ୟରେ ମୋତେ ଜଣା ପଡିଲା କି ମୁଁ ମା’ ହେବାକୁ ଯାଉଛି । ଏହି ସମ୍ପର୍କ ସାମ୍ନାକୁ ଆସିବା ପରେ ନା ମୋ ଘର ଲୋକ ଆମକୁ ଏକ ହେବାକୁ ଦେଇ ଥାନ୍ତେ ନା ପୁଅଘର ଲୋକେ ।

ସେଥିପାଇଁ ଆମେ ଦୁଇ ଜଣ ଘରୁ ପଳାଇ ବିବାହ କରିବାକୁ ଭାବିଲୁ । ଘରୁ ପଳାଇ ଆମେ ସହରର ମନ୍ଦିରରେ ଯାଇ ଭଗବାନଙ୍କୁ ସାକ୍ଷୀ ରଖି ବିବାହ କରିଥିଲୁ । ଝିଅର ଏହି କଥା ଶୁଣିବା ପରେ ତାଙ୍କୁ ନ୍ୟାୟାଳୟକୁ ପଠାଗଲା ଓ ସେଇଠି ଝିଅର ଭାଇ ବା ପ୍ରେମିକକୁ ଆରେଷ୍ଟ କରି ଜେଲରେ ଭର୍ତି କରିଦେଲେ । ମାମଲାର ସୂଚନା ଦେଇ ମହିଳା ଥାନାଧ୍ୟକ୍ଷ କହିଲେ କି ଝିଅର ବାପା ଝିଅର ଅପହରଣ ହୋଇ ଯାଇଥିବା ମାମଲା ରୁଜୁ କରାଇଥିଲେ । ପୋଲିସ ପଦାଧିକାରି ଦ୍ଵାରା ମାମଲାର ଯାଞ୍ଚ କରା ଯାଉଥିଲା କି ଝିଅ ନିଜେ ଥାନାରେ ପହଞ୍ଚି ମାମଲାର ନୁଆ ମୋଡ଼ ଦେଇଦେଲା ।

ଏବେ ପୁଅକୁ ଆରେଷ୍ଟ କରି ଜେଲ ପଠା ଯାଇଛି । ସେଇଠି ଝିଅକୁ ନ୍ୟାୟାଳୟରେ ଠିଆ କରାଯାଉଛି । ନ୍ୟାୟାଳୟର ଆଦେଶ ଅନୁସାରେ ଏହି ଦୁଇ ଜଣଙ୍କ ବିଷୟରେ ନିଷ୍ପତ୍ତି ହେବ । ସେଇଠି ଏହି ଦୁଇ ଜଣଙ୍କର ପରିବାର ଓ ଗାଁ ଲୋକ ଏହି ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ବିରୋଧ କରୁଛନ୍ତି । ତାଙ୍କର କହିବା କଥା କି ଏହି ସମ୍ପର୍କ କଳଙ୍କିତ ସମ୍ପର୍କ ଅଟେ ଓ ଏହି ଦୁଇ ଜଣଙ୍କୁ ଏବେ ଆମେ ଏହି ଗାଁରେ ରହିବାକୁ ଦବୁନି । କାହିଁକି ନା ଯଦି ଏହି ଦୁଇଜଣ ଗାଁରେ ରହିବେ ତେବେ ସମାଜ ଉପରେ ଖରାପ ପ୍ରଭାବ ପଡ଼ିବ । ଏବେ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ବାକି ଅଛି । ବନ୍ଧୁମାନେ ତେବେ ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ ଓ ଦେଶରେ ଘଟୁଥିବା ସବୁ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *