ଭାରତର ସବୁଠୁ ସୁନ୍ଦର ମହିଳା IAS ଅଧିକାରୀ , ଜାଣନ୍ତୁ ତାଙ୍କ ବିଷୟରେ ବିସ୍ତାର ରୂପରେ

ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଦେଶର ଜଣେ ଏମିତି ମହିଳା ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ସମାଜରେ ନିଜ ଦ୍ଵାରା କରା ଯାଇଥିବା ଶ୍ରେଷ୍ଟ କାର୍ଯ୍ୟ ପାଇଁ ଜଣା ଯାଆନ୍ତି ଏବଂ ସେ ନିଜର ସୁନ୍ଦରତା ପାଇଁ ମଧ୍ୟ ଲୋକଙ୍କର ଚର୍ଚ୍ଚାରେ ରହିଥାଆନ୍ତି । ଲୋକଙ୍କର କହିବା କଥା କି ଏହି ମହିଳା IAS ଅଫିସର ଦେଶର ସବୁଠୁ ସୁନ୍ଦର ମହିଳା ଅଧିକାରୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ଲୋକମାନେ ତାଙ୍କରା ସୁନ୍ଦରତା ବିଷୟରେ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି ।

କେବଳ ଏହା ନୁହେଁ ଯେଵେ ବି ଏହି ମହିଳା ଅଧିକାରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥାଏ, ତେବେ ଲୋକେ ତାକୁ ଏତେ ପସନ୍ଦ କରିଥାଆନ୍ତି କି ସେ ଭାଇରାଲ ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା ଦେଶର ସୁନ୍ଦରୀ ଓ ଶ୍ରେଷ୍ଟ କାର୍ଯ୍ୟପାଇଁ ସମାଜରେ ଉଚ୍ଚ ସ୍ଥାନ ରଖିବା ବାଲା ଏହି ମହିଳା ଅଧିକାରୀଙ୍କ ବିଷୟରେ ବିସ୍ତାର ରୁପରେ ।

୨୦୦୧ ବ୍ୟାଚର ଏହି ସୁନ୍ଦରୀ ମହିଳା ଅଧିକାରୀଙ୍କ ନାମ ସ୍ମିତା ସଭରବାଲ । ସ୍ମିତା ୨୦୦୧ ରେ IAS ଅଫିସର ହୋଇଥିଲେ । ଏହା ପୂର୍ବରୁ ସେ ହାଇଦ୍ରାବାଦର ସେଣ୍ଟ ଫ୍ରାଂଶିସ ଡିଗ୍ରୀ କଲେଜରୁ ଗ୍ରାଜୁଏସନରେ ଡିଗ୍ରୀ ହାସଲ କରିଥିଲେ ।

ଖବର ଅନୁଯାୟୀ କୁହା ଯାଉଛି କି ଦେଶର କୌଣସି ବି ସହରରେ ଯେବେ ତାଙ୍କର ଟ୍ରାନ୍ସଫର ହୋଇଥାଏ ତେବେ ତାଙ୍କର କାର୍ଯ୍ୟ କରିବା ଶୈଳୀକୁ ଦେଖି ଲୋକଙ୍କ ମନରେ ନିଜ ପାଇଁ ଘର କରି ଦିଅନ୍ତି । ଏହି ମହିଳା ଅଧିକାରୀଙ୍କ କାର୍ଯ୍ୟ କରିବାର ଶୈଳୀ ପାଇଁ ଦେଶ ସାରା ସୋସିଆଲ ମିଡ଼ିଆ ଠୁ ନେଇ ସାମାନ୍ୟ ଜନତା ମାନଙ୍କ ମଧ୍ୟରେ ପ୍ରଶଂସା କରା ଯାଇଥାଏ ।

ଆପଣ ଜାଣି ନଥିବେ ଏବେ ଏହି ମହିଳା ଅଧିକାରୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟଙ୍କ କାର୍ଯ୍ୟଭାର ସମ୍ଭାଳୁଛନ୍ତି ଓ ଏହି କାର୍ଯ୍ୟାଳୟରେ ତାଙ୍କର ସ୍ବାମୀ ମଧ୍ୟ ନିଯୁକ୍ତ ଅଛନ୍ତି । କୁହାଯାଉଛି କି ତାଙ୍କ ସ୍ଵାମୀ ଡକ୍ଟର ଅକୁନ ସଭରବାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଜର ଭଲ ସ୍ଵଭାବ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଦେଶର ସବୁଠୁ କମ ବୟସର ମହିଳା ଅଧିକାରୀ ସ୍ମିତା ସଭରବାଲଙ୍କ ଗୋଟେ ଛୋଟ ପରିବାର ଅଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *