Vastu Tips- ଯେତେ ଖରାପ ଭାଗ୍ୟ ହେଇଥିଲେ ବି ଚମକି ଉଠିବ, ବାସ ଚୁପଚାପ ଏଠାରେ ବାନ୍ଧି ଦିଅନ୍ତୁ କଳା ସୂତା, 24 ଘଣ୍ଟା ଭିତରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆସନ୍ତୁ ଜାଣିବା ଆଜି ଭଗବାନ ହନୁମାନଙ୍କ କୃପା ବିଷୟରେ । ଦୁନିଆରେ ବହୁତ ପ୍ରକାର ଲୋକ ଦେଖା ଯାଆନ୍ତି ଏବଂ ସମସ୍ତଙ୍କ ଭାବନା ମଧ୍ୟ ଅଲଗା ହୋଇଥାଏ । ବହୁତ ଲୋକ ଭଗବାନ ହନୁମାନଙ୍କ ଉପରେ ବହୁତ ବିଶ୍ୱାସ କରିଥାନ୍ତି । କଥାରେ ଅଛି ମନରୁ କରାଯାଉଥିବା କାର୍ଯ୍ୟର ଫଳ ସବୁବେଳେ ଭଲ ହୋଇଥାଏ । ଘରେ ହେଉଥିବା ସବୁ ଅଶାନ୍ତିକୁ ହନୁମାନ ଦୂର କରିଦେବେ । ଘରେ ପଡିଥିବା ସବୁ ଖରାପ ନଜର ମଧ୍ୟ ସବୁ ଦୂର କରିହେବେ ଭଗବାନଙ୍କ ଆଶୀର୍ବାଦ ଦ୍ଵାରା ।

ସେହିପରି ଜଣେ ବ୍ୟକ୍ତି ନିଜ ମନରୁ ଭଗବାନଙ୍କୁ ସ୍ମରଣ କଲେ ଭଗବାନ ନିଶ୍ଚିତ ଭାବେ ତାକୁ ସାହାଯ୍ୟ କରିଥାନ୍ତି । ଘରେ କିଛି ଅଶାନ୍ତି ଦେଖା ଯିବା ,କାର୍ଯ୍ୟ ରେ ବାଧା ଆସିବା ,ଝଗଡା ହେବା,ପରସ୍ପର ମଧ୍ୟରେ ତିକ୍ତତା ଦେଖାଗଲେ ଆମେ ଭାବିଥାଉ ଆମ ଘରକୁ କାହା ନଜର ଲାଗିଯାଇଛି କି ଆମର କିଏ କଣ କରିଦେଇଛି କି ?ସମୟ ଖରାପ ଚାଲିଲେ ଆମ ମନରେ ଏହି ପ୍ରଶ୍ନ ଆସିଥାଏ । କାରଣ ଆମ ଉନ୍ନତି କୁ ନେଇକି କେତେ ଲୋକ ସହିପାରନ୍ତି ନାହିଁ ।

ଏହି ସବୁ ସମସ୍ୟାରୁ ଦୂରରେ ରହିବା ପାଇଁ ହେଲେ ଆମକୁ ମଙ୍ଗଳବାର ଦିନ ଏକ କଳା ସୁତା କୁ ନେଇକି ଘର ପାଖରେ ଥିବା ହନୁମାନଙ୍କ ମନ୍ଦିର ଯିବେ ଏବଂ ସେଦିନ ଆମିଷ ଖାଇବନାହିଁ । ମନ୍ଦିର ଯିବା ସମୟରେ ଶୁଦ୍ଧ ବସ୍ତ୍ର ପରିଧାନ କରିବା ଉଚିତ ଏବଂ ସନ୍ଧ୍ୟା ସମୟରେ ମନ୍ଦିର ଯିବା । ମନ୍ଦିରରେ ଯାଇକି ହନୁମାନଙ୍କ ପାଖରେ ବସିବେ ଏବଂ ଭଗବାନଙ୍କ ନାମ ସ୍ମରଣ କରନ୍ତୁ । ପ୍ରେମ ଭରା ଆଖିରେ ହନୁମାନଙ୍କ ଆଗରେ ନିଜର ସମସ୍ୟାକୁ ସବୁ କୁହନ୍ତୁ ।

ଏହାପରେ ସାଙ୍ଗରେ ନେଇଥିବା ସୁତାରୁ କିଛି ଅଂଶ ନିଅନ୍ତୁ । ଏହାପରେ ମନକୁ ଶାନ୍ତ କରି ସେହି ସୁତା କୁ ଧରିକି ବସିବେ ଏବଂ ହନୁମାନ ଚାଳିଶା ଜପ କରିବା ଆରମ୍ଭ କରିବେ । ଥରେ ହନୁମାନଙ୍କ ଚାଳିଶା ଜପ ସମୟରେ ସେହି ସୂତାରେ ସାତଟି ଗଣ୍ଠି ପକେଇବେ ।

ଏହାପରେ ସେହି ସୂତାରେ ହନୁମାନଙ୍କ ପାଦରୁ ସିନ୍ଦୁର ଆଣିକି ସବୁ ଗଣ୍ଠି ପାଖରେ ଲଗାନ୍ତୁ ଏବଂ ଏହାପରେ ସେହି ସୁତାକୁ ନେଇକି ହନୁମାନଙ୍କ ପାଦ ତଳେ ଥୋଇଦିଅନ୍ତୁ । ଏହା ପରେ ଭଗବାନଙ୍କୁ ମୁଣ୍ଡିଆ ମାରି ନିଜର ସମସ୍ୟା ଜଣାଇ ସେଠାରୁ ନିଜ ଘରକୁ ଆସନ୍ତୁ ଏବଂ ଆସିବା ସମୟରେ ସେହି ସୁତା ମଧ୍ୟ ସାଙ୍ଗରେ ଆଣିବେ । ଘରେ ପହଂଚି ଘରର ଦୁଆର ମୁହଁରେ ତାକୁ ବାନ୍ଧିଦିଅନ୍ତୁ ।

ଘରେ ଯଦି ଛୋଟ ଛୁଆ ଥିବେ ତେବେ ଆପଣ ତାଙ୍କ ହାତରେ ବାନ୍ଧିବା ପାଇଁ ମଧ୍ୟ ଏମିତି ସୁତା ପ୍ରସ୍ତୁତ କରିକି ବାନ୍ଧିପରିବେ । ଯାହାଦ୍ଵାରା ତାଙ୍କୁ ଖରାପ ନଜର ରୁ ରକ୍ଷା ମିଳିବ ଏବଂ ସେ ସବୁବେଳେ ହନୁମାନଙ୍କ ଆଶୀର୍ବାଦ ତଳେ ରହିବେ ଏବଂ ସେମାନଙ୍କ ଦେହ ମଧ୍ୟ ସୁସ୍ଥ ରହିବ । ଆପଣ ଚାହିଁଲେ ନିଜ ହାତରେ ମଧ୍ୟ ଏହାକୁ ବାନ୍ଧି ପାରିବେ ।

ଏହି ସୁତାକୁ ଆପଣ ପ୍ରାୟ ଗୋଟେ ମାସ ପର୍ଯ୍ୟନ୍ତ ବାନ୍ଧିପରିବେ ଏବଂ ଏହାପରେ ଏହାକୁ ମାଟି ତଳେ ନେଇକି ପୋତିଦେବେ । ଏହାପରେ ଆପଣ ଲକ୍ଷ୍ୟ କରିବେକି ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଯାଇଥିବ । କାରଣ ଏଥିରେ ହନୁମାନଙ୍କ ଆଶୀର୍ବାଦ ରହିଥିବ । ଯାହା ଆପଣଙ୍କ ଜୀବନର ସବୁ ଦୁଃଖ ଦୂର କରିଦେବ । ସବୁବେଳେ ଶାନ୍ତିର ସମୟ ଆସିବାର ଲକ୍ଷ କରିବେ । ନିଜ ମନରୁ ଭଗବାନଙ୍କୁ ସ୍ମରଣ କଲେ ଭଗବାନ ହନୁମାନ ନିଶ୍ଚିତ ଆମ କଥା ଶୁଣିଥାନ୍ତି । ଯାହାଦ୍ଵାରା ସେ ଆମର ସବୁ ଅସୁବିଧା ଦୂର କରିଦେଇଥାନ୍ତି ।

ସବୁବେଳେ ଭଗବାନ ଙ୍କ ଉପରେ ଭରଷା ରଖିବା ଉଚିତ ସେ ଚାହିଁଲେ ଘରେ ସବୁବେଳେ ଖୁସି ଏବଂ ଶାନ୍ତି ର ପରିବେଶ ଦେଖିବାକୁ ମିଳିଥାଏ । ଥରେ ମାତ୍ର ଭାବପୁର୍ଣ ମନରେ ଭଗବାନ ହନୁମାନଙ୍କୁ ସ୍ମରଣ କରିକି ଦେଖନ୍ତୁ ନିଶ୍ଚିତ ଫଳ ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *