ବୟସ ଗଡିଯିବା ପରେ ବି ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ସଂସ୍କାରୀ ବୋହୁ, 3 ନମ୍ବର Actress ତ ବିନା ବିବାହରେ ହେଇ ସାରିଛନ୍ତି ମା’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ରିଅଲ ଲାଇଫରେ ବୋହୁ ହେବା ସହିତ ଟିଭି ଜଗତରେ ବୋହୁ ବା ପତ୍ନୀର ଭୂମିକା ପଦର୍ଶନ କରିଛନ୍ତି । ହେଲେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନସ୍କ୍ରିନ ବୋହୁ ବା ପତ୍ନୀରେ ଭୂମିକା କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଏହି ଅଭିନେତ୍ରୀ ମାନେ ନିଜ ଲାଇଫ ପାର୍ଟନରର ଅପେକ୍ଷାରେ ରହିଛନ୍ତି ଓ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ ।


ହୀନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଜଗତର ଫେମସ ଅଭିନେତ୍ରୀ ହୀନା ଖାନ । ହୀନା ଏମିତି ବହୁତ ସିରିଏଲରେ କାମ କରିଛନ୍ତି ଯେଉଁଥିରେ ସେ ବୋହୁ ବା ପତ୍ନୀର ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ସିରିଏଲ ବ୍ଯତୀତ ନେହା ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ଓ ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହୀନା ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ହେଲେ ତାଙ୍କ ନାମ ସହ କେତେକ ଅଭିନେତା ମାନଙ୍କ ନାମ ଯୋଡା ଯାଉଛି ।


ଅବିକା ଗୌର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅବିକା ଗୌର । ସିରିଏଲ ‘ବାଳିକା ବଧୁ’ରୁ ଏକ ଶିଶୁ କଳାକାର ରୂପେ ନିଜ ଅଭିନୟ କାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅବିକା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସେ ଏହି ସିରିଏଲରେ ଏକ ବୋହୁ ବା ପତ୍ନୀର ଭୂମିକା ପଦର୍ଶନ କରିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ରିଅଲ ଲାଇଫରେ ଅବିକା ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅବିକା ନିଜ ଲାଇଫ ପାର୍ଟନରର ଅପେକ୍ଷାରେ ଅଛନ୍ତି ।

ସାକ୍ଷୀ ତନବାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାକ୍ଷୀ ତନବାର । ଆପଣ ମାନେ ସମସ୍ତେ ସାକ୍ଷୀଙ୍କୁ ବହୁତ ଟିଭି ସିରିଏଲ ଓ ହିନ୍ଦୀ ଫିଲ୍ମରେ ଦେଖିଥିବେ । ସେ ନିଜ ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ସାକ୍ଷୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ଏକ ଛୁଆକୁ ଆଡପ୍ଟ କରିଛନ୍ତି । ତାଙ୍କ ମତରେ ଏହି ଛୁଆ ପାଇଁ ତାଙ୍କ ପରିବାର ପୂର୍ଣ୍ଣ ହେଇଯାଇଛି ।


ଶିବାଙ୍ଗୀ ଜୋଷି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଶିବାଙ୍ଗ ଜୋଷି । ସେ ‘ୟେ ରିସତା କ୍ଯା କେହେଲାତା ହେ’ ସିରିଏଲରେ ନାୟରାର ଭୂମିକା ପଦର୍ଶନ କରୁଛନ୍ତି । ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ଓ ବିବାହ କରିନାହାନ୍ତି । ତାଙ୍କୁ ବର୍ତ୍ତମାନ ମାତ୍ର ୨୦ ବର୍ଷ ବୟସ ହୋଇଛି ହେଲେ ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ତେବେ ଫ୍ରେଣ୍ଡ୍ସ ଏମାନଙ୍କ ମଧ୍ୟରୁ ଆପଣଙ୍କ ଫେବ୍ରେଟ କିଏ ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଌକ ଏକରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *