ଭଗବାନ ଶିବଙ୍କୁ ସବୁଠୁ ଅଧିକ ପ୍ରିୟ ହୋଇଥାନ୍ତି ଏହି ୬ଟି ନାମର ଲୋକ, ସବୁବେଳେ କରିଥାନ୍ତି ଏମାନଙ୍କ ରକ୍ଷା

ଏହି ଦୁନିଆରେ ସବୁଲୋକ ମହାଦେବଙ୍କ ପାଖାପାଖି ରହିବାକୁ ଚାହାଁନ୍ତି । ମହାଦେବ ଶିଘ୍ର ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଯାନ୍ତି ଆଉ ଦୁଖକଷ୍ଟକୁ ଦୂର କରି ଦିଅନ୍ତି । ବହୁତ କମ ଲୋକ ଏମିତି ହେଇଥାନ୍ତି ଯେ ମହାଦେବଙ୍କଠୁ ଦୂରରେ ରହିବାକୁ ଚାହାନ୍ତି । ଯଦି ଭୋଳାନାଥଙ୍କ ଦ୍ରୁଷ୍ଟି କୌଣସି ବ୍ୟକ୍ତି ଉପରେ ରହେ ତା ଉପରେ ଆସୁଥିବା ସବୁ ଦୁଖ କଷ୍ଟ ଦୂର ହେଇଯାଏ , ଆଉ ତାହାର ଜୀବନ ଖୁଶିରେ ଭରିଯାଏ । ଆଜି ଆମେ ଛଅଟି ନାମ ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯାହାକୁ ମହାଦେବଙ୍କ ଅଂଶ ରୂପେ ଗଣାଯାଏ ।

ଏମାନେ ଶିବଙ୍କର ବଡ ଭକ୍ତ ହୋଇଥାନ୍ତି ଆଉ ଏମାନଙ୍କର ସବୁ ଇଛା ପୁରା କରନ୍ତି । ଯିଏ ସେହି ବ୍ୟକ୍ତି ସହ ଶତ୍ରୁତା କରେ ତାକୁ ଭାରି ପଡିପାରେ । ଆସନ୍ତୁ ଜାଣିବା ସେହି ଛଅଟି ନାମ ବିଶିଷ୍ଟ ବ୍ୟକ୍ତି ମାନଙ୍କ ବିଷୟରେ ।

A ଅକ୍ଷର ବ୍ୟକ୍ତି

ଯେଉଁମାନଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ବ୍ୟକ୍ତିମାନେ ମହାଦେବଙ୍କ ସବୁଠୁ ପ୍ରିୟ ହୋଇଥାନ୍ତି । ମହାଦେବ ଏମାନଙ୍କୁ ସବୁ ଖରାପ ପରିସ୍ଥତିତିରୁ ରକ୍ଷା କରିଥାନ୍ତି ଏମାନଙ୍କୁ କେବେ ଭୋଳାନାଥ ସମସ୍ୟାରେ ଫସିବାକୁ ଦିଅନ୍ତି ନାହି ଆଉ ଯଦି ବି କଉଠି ଅସୁବିଧାରେ ପଡନ୍ତି ତାଙ୍କୁ ଭୋଳାନାଥ ରକ୍ଷା କରିଥାନ୍ତି ।

“C” ଅକ୍ଷର ବ୍ୟକ୍ତି

ଯେଉଁ ଲୋକମାନଙ୍କ ନାମ C ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ମଧ୍ୟ ଭୋଳାନାଙ୍କ ଅଂଶ ହୋଇଥାନ୍ତି । ଏମାନଙ୍କୁ ଶିବ ଶମ୍ଭୁ କେବେ ବିପଦରେ ପଡିବାକୁ ଦିଅନ୍ତି ନାହିଁ । ଯଦି କେହି ଏହି ବ୍ୟକ୍ତିଙ୍କ ସହିତ ଶତ୍ରୁତା କରିଥାଏ ତା ହେଲେ ତାହାର ଖରାପ ସମୟ ଶୀଘ୍ର ଆରମ୍ଭ ହୋଇଯାଏ

“J” ଅକ୍ଷର ବ୍ୟକ୍ତି

ଏହି ନାମର ବ୍ୟକ୍ତି ମାନେ ମହାଦେବଙ୍କ ଭକ୍ତ ହୋଇଥାନ୍ତି । ଏହି ବ୍ୟକ୍ତି ମହାଦେବଙ୍କ ଆରାଧନା କରିଥାନ୍ତି । ଏମାନଙ୍କୁ ପ୍ରତି କ୍ଷେତ୍ରରେ ଭୋଳାନାଥ ସାହାର୍ଯ୍ୟ କରିଥାନ୍ତି । ଭୋଳାନାଥ ଏମାନଙ୍କୁ ସବୁ ବାଧାରୁ ମୁକ୍ତି କରିଥାନ୍ତି ଆଉ ସେମାନଙ୍କୁ ଖରାପ ପରିସ୍ଥିତିରୁ ରକ୍ଷା କରିଥାନ୍ତି । ମହାଦେବ ଏମାନଙ୍କ ଉପରେ କୌଣସି ପ୍ରକାର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ।

“P” ନାମର ବ୍ୟକ୍ତି

ଏହି ନାମର ଲୋକଙ୍କ ଉପରେ ଭୋଳାନାଥ ସବୁବେଳେ ଖୁସି ରହିଥାନ୍ତି । ମହାଦେବ ଏହି ବ୍ୟକ୍ତିଙ୍କୁ ସବୁ ସମସ୍ୟାରୁ ବାହାରିବାକୁ ମାର୍ଗ ବାହାର କରି ରଖିଥାନ୍ତି ।
ପଞ୍ଚମ ରେ “S” ନାମର ବ୍ୟକ୍ତି ମାନେ । ଏମାନେ ମନରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ସହ ମହାଦେବଙ୍କ ଆଶିର୍ବାଦ ସବୁବେଳେ ଲାଗି ରହିଥାଏ । ଯାହା କାରଣରୁ ମହାଦେବ ସବୁବେଳେ ଏମାନଙ୍କୁ ବିପଦରୁ ରକ୍ଷା କରିଥାନ୍ତି ଆଉ ଏମାନଙ୍କ ସାଙ୍ଗରେ ରୁହନ୍ତି ।

“V ” ନାମର ବ୍ୟକ୍ତି

ମହାଦେବ ଏମାନଙ୍କୁ ସବୁବେଳେ ଖୁଶିରେ ରଖିଥାନ୍ତି । ଏମାନଙ୍କ ବିପକ୍ଷରେ ଯିଏ କାମ କରିଥାଏ ତାଙ୍କୁ ମହାଦେବଙ୍କ ରାଗର ସାମ୍ନା କରିବାକୁ ପଡିଥାଏ । ଏହି ନାମର ବ୍ୟକ୍ତି ମହାଦେବଙ୍କ ସବୁଠାରୁ ନିଜର ହୋଇଥାନ୍ତି , ଯାହା ଫଳରେ ମହାଦେବ ଏମାନଙ୍କୁ କୌଣସି ବିପଦରେ ପଡିବାକୁ ଦିଅନ୍ତି ନାହିଁ । ଏହିପରି ଏହି ଛଅଟି ନାମର ବ୍ୟକ୍ତି ମହାଦେବଙ୍କ ପ୍ରିୟ ବ୍ୟକ୍ତି ହୋଇରହିଥାନ୍ତି ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *