ମାଧୁରୀ ଦୀକ୍ଷିତଙ୍କ ଦୁଇ ପୁଅ ଅଟନ୍ତି ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ, ଦେଖିଲେ ବିଶ୍ଵାସ ହେବ ନାହିଁ

ବଲିଉଡ ର ଫେମସ ଅଭନେତ୍ରୀ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ମାଧୁରୀ ଦୀକ୍ଷିତ ବଲିଉଡ ର ଜଣେ ଅତି ସୁନ୍ଦର ଆଊ ଉଚକୋଟିର କଳାକାର ଯାହାଙ୍କୁ ଦେଖିବାକୁ ଦର୍ଶକ ସବୁବେଳେ ଆଶା ରଖିଥାନ୍ତି । ତାଙ୍କର ଆଜି କୋଟି କୋଟି ଫ୍ୟାନ୍ସ ଅଛନ୍ତି । ତାଙ୍କ ନାଚ ସହ ତାଙ୍କ ବିବିଧ ପ୍ରକାରର ଆକ୍ଟିଂ ବହୁ ପ୍ରଶଂସିତ । ବହୁତ ଜଣ ଯୁବକଙ୍କର ସେ ଡ୍ରିମ ଗର୍ଲ , ଆଉ ବହୁ ଯୁବତୀ ତାଙ୍କ ଭଳିଆ କଳାକାର ହେବାକୁ ସବୁବେଳେ ଚେଷ୍ଟା କରୁଥିବା ବେଳେ ତାଙ୍କ ନାଁରେ ଫିଲ୍ମ ବି ହେଇ ସାରିଛି ” ମେ ମାଧୁରି ଦିକ୍ଷିତ ବନନା ଚାହତା ହୁଁ ” ।

ବର୍ଷ ୧୯୮୪ ରେ ‘ ଅବୋଧ’ ଫିଲ୍ମ ରୁ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ଅଧିକ ସଫଳ ହୋଇନଥିଲା କିନ୍ତୁ ବର୍ଷ ୧୯୮୮ ରେ ଫିଲ୍ମ ‘ତେଜାବ’ ରୁ ତାଙ୍କୁ ବଲିଉଡ ରେ ଲୋକପ୍ରିୟତା ମିଳିଥିଲା । ମାଧୁରୀଙ୍କୁ ସବୁଠୁ ବଡ ଲୋକପ୍ରିୟତା ସେତେବେଳେ ମିଳିଥିଲା ଯେତେବେଳେ ସେ ରାଜଶ୍ରୀ ପ୍ରଡକ୍ସନ ର ଫିଲ୍ମ ‘ହମ ଆପକେ ହେଁ କୌନ’ ରେ ନଜର ଆସିଲେ ।

ସେ ଏହି ଫିଲ୍ମରେ ‘ନିଶା’ ରୋଲ ରେ ନଜର ଆସିଥିଲେ । ଏହା ହିନ୍ଦୀ ସିନେମା ର ସବୁଠୁ ପ୍ରଥମ ଫିଲ୍ମ ଥିଲା ଯିଏ ୱାଲ୍ଡ ୱାଇଡ ସବୁଠୁ ଅଧିକ ଇନ୍କମ କରିଥିଲା । କହି ଦେଉଛୁ କି ୧୫ ମେ ୧୯୬୭ ରେ ମୁମ୍ବାଇ ର ଏକ ମରାଠୀ ପରିବାରରେ ମାଧୁରୀଙ୍କର ଜନ୍ମ ହୋଇଥିଲା । ଆଜି ଆମେ କଥା ହେବା ମାଧୁରୀଙ୍କ ପୁଅମାନଙ୍କ ବିଷୟରେ ଯିଏ ଏବେ ସୋସିଆଲ ମିଡିଆରେ ଛାଇଛନ୍ତି ।

ଯେତେବେଳେ ସମସ୍ତଙ୍କ ମନରେ ତାଙ୍କର ପ୍ରଶଂସା ବଢିଚାଲିଥିଲା ସେ ୧୭ ଅକ୍ଟୋବର ୧୯୯୯ ରେ ବାହା ହୋଇ ଫିଲ୍ମ ଦୁନିଆରୁ ବିଦାୟ ନେଲେ ଓ ଭାରତ ଛାଡି ଦୂରକୁ ପଳେଇଲେ । ସେ ଆମେରିକା ର ଡାକ୍ତର ଶ୍ରୀରାମ ନେନେଙ୍କ ସହ ବିବାହ କରିଥିଲେ । ଏହି ବିବାହ ଅଚାନକ ହେଇ ହୋଇଥିଲା ।

ଏହି ବିବାହରେ ତାଙ୍କର ଦୁଇଟି ପୁଅ ବି ଅଛନ୍ତି । ତାଙ୍କର ଦୁଇ ପୁଅଙ୍କର ନାମ ହେଉଛି Arin Nene ଓ Ryan Nene ଅଟେ । 2011 ରେ ସେ ପୁଣି ଫେରିଲା ପରେ ଫିଲ୍ମ ଦୁନିଆରେ ଜଡିତ ରହିଲେ କିନ୍ତୁ ତା ସହିତ ସେ ନିଜ ପିଲାଙ୍କର ପୁରା ଯତ୍ନ ନେଉ ଥିଲେ , ଏମିତି ବି ହେଇଛି ସେ ପିଲାଙ୍କ ଯୋଗୁ କାମ ଏଡେଇ ଦେଇଛନ୍ତି । ସେ କାମ ସହ ନିଜ ପିଲା ଦୁଇ ଜଣଙ୍କର ପୁରା ଦେଖା ରେଖା କରନ୍ତି ।

ଏବେ ମାଧୁରୀଙ୍କର ଦୁଇ ପୁଅ ବଡ ହୋଇ ଯାଇଛନ୍ତି ଓ ତାଙ୍କର ଦୁଇ ପୁଅ ଦେଖିବାକୁ ବହୁତ ସ୍ମାର୍ଟ ଓ ହ୍ୟାଣ୍ଡସମ ନଜର ଅଟନ୍ତି । ଏହା ସହିତ ଦୁଇ ଜଣ ବହୁତ ଇଣ୍ଟେଲିଜେଣ୍ଟ ମଧ୍ୟ ଅଟନ୍ତି । ସୋସିଆଲ ମିଡିଆରେ ସବୁବେଳେ ତାଙ୍କର ଚର୍ଚ୍ଚା ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *