କବୀର ସିଂହ ଫିଲ୍ମ ରେ ସାହିଦଙ୍କ ଚାକରାଣୀ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ରିୟଲ ଲାଇଫରେ ଦେଖା ଯାଆନ୍ତି ବହୁତ ହଟ, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ହିନ୍ଦୀ ଫିଲ୍ମରେ ଛୋଟ ଛୋଟ ଭୂମିକା କରିଥିବା କଳାକାର ମାନେ ନିଜ ରିଅଲ ଲାଇଫରେ ବହୁତ ଅଲଗା ଦେଖାଯାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାହିଦ କପୁର ଓ କିଆରା ଆଡଭାନୀଙ୍କ ଲୋକପ୍ରିୟ ଫିଲ୍ମ ‘କବୀର ସିଂହ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ବନ୍ଧୁଗଣ ଏହି ଫିଲ୍ମରେ ସାହିଦ କପୁରଙ୍କର ଚାକରାଣୀର ଭୂମିକା ଜଣେ ଅଭିନେତ୍ରୀ କରିଥିଲେ ।

ଫିଲ୍ମରେ ସେହି ଅଭିନେତ୍ରୀ ଜଣକ କେମିତି ଦେଖା ଯାଉଥିଲେ ଆପଣ ମାନେ ଜାଣିଛନ୍ତି ହେଲେ ତାଙ୍କର ରିଅଲ ଲାଇଫ ଲୁକକୁ ଦେଖିଲେ ଆପଣ ବିଶ୍ଵାସ କରିବେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ଏହି ଫିଲ୍ମରେ ଥିବା ଚାକରାଣୀର ଭୂମିକାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଏକ ସିନ ଅଛି ଯେଉଁଥିରେ ସାହିଦ କପୁରଙ୍କର ଚାକରାଣୀର ହାତରୁ କାଚ ଗ୍ଳାସ ଭାଙ୍ଗି ଯାଉଛି ।

ଏହା ପରେ ସାହିଦ ତାଙ୍କ ଚାକରାଣୀକୁ ସବକ ଶିଖାଇବା ପାଇଁ ଚାକରାଣୀକୁ ଦୌଡାଉଛନ୍ତି । ଏହି ସିନଟିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ସିନ ଟି ଦର୍ଶକ ମାନଙ୍କୁ ବହୁତ ହସାଇଛି ମଧ୍ୟ । ଏହି ଫିଲ୍ମରେ ଚାକରାଣୀର ଭୂମିକା କରିଥିବା ମହିଳାଙ୍କ ନାମ ହେଉଛି ବନିତା ଖରାଟେ । ସେ ଫିଲ୍ମ ଅପେକ୍ଷା ରିଅଲ ଲାଇଫରେ ବହୁତ ଅଲଗା ଦେଖାଯାନ୍ତି । ବନ୍ଧୁଗଣ ଫିଲ୍ମ ଅପେକ୍ଷା ସେ ରିଅଲ ଲାଇଫରେ ପତଳା ଓ ସୁନ୍ଦର ଦେଖାଯାନ୍ତି ।

ସାହିଦ କପୁର ଏକ ଇଣ୍ଟରର୍ବ୍ୟୁରେ କହିଥିଲେ ଯେ, କବୀର ସିଂହର ଭୂମିକା କରିବା ପାଇଁ ସେ ବହୁତ କଷ୍ଟ କରିଥିଲେ । ଏହି ଫିଲ୍ମଟି ବଲିଉଡ ଇଣ୍ଡଷ୍ଟ୍ରିରେ ସୁପର ହିଟ ଫିଲ୍ମ ହୋଇଥିଲା । ଏହି ଫିଲ୍ମରେ ଥିବା ସମସ୍ତ ଭୂମିକାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଖାସ କରି ଏହି ଫିଲ୍ମରେ ଥିବା ଚାକରାଣୀର ଭୂମିକାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

ରିଅଲ ଲାଇଫରେ ବନିତା ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ଆପଣ ମାନେ ରିଅଲ ଲାଇଫରେ ବନିତାଙ୍କୁ ଦେଖିଲେ ବିଶ୍ଵାସ କରିବେ ନାହିଁ ଯେ ସେ କବୀର ସିଂହରେ ଚାକରାଣୀ ଅଭିନୟ କରିଥିଲେ । ଆପଣଙ୍କୁ ଲାଗିବ କି ସେ ଏହି ଫିଲ୍ମ ରେ କିଛି ଭଲ କ୍ୟାରେକ୍ଟର କରି ପାରିଥାନ୍ତେ । ଆଶା କରୁଛୁ ଭବିଷ୍ୟତରେ ତାଙ୍କୁ ଏହା ଠାରୁ ଆହୁରି ଭଲ କ୍ୟାରେକ୍ଟର ପ୍ଲେ କରିବାକୁ ମିଳୁ ।

ତେବେ ଆପଣଙ୍କୁ ବନିତା କିପରି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *