ଭଗବାନ ନିଜେ ବନେଇ ପଠାନ୍ତି ଏହି 3 ଟି ନାମର ଯୋଡି, ଦୁନିଆର ସବୁଠୁ ଅଧିକ ଭାଗ୍ୟଶାଳି ଯୋଡି- Jyotish Shastra

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ନାମ ଥିବା ଯୋଡିଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଯୋଡ଼ି ସ୍ୱର୍ଗ ରୁ ତିଆରି ହୋଇ ଆସିଥାଏ । ବନ୍ଧୁଗଣ ପ୍ରତ୍ୟେକ ସମ୍ପର୍କରେ ଯେଉଁ ଜିନିଷ ସର୍ଵ ପ୍ରଥମେ ଆବଶ୍ୟକ ହୋଇଥାଏ ତାହା ହେଉଛି, ପରସ୍ପର କୁ ସଠିକ ଭାବରେ ବୁଝିବା ଏବଂ ସମ୍ପର୍କରେ ଭୁଲ ବୁଝାମଣା ରହିବା ଦ୍ଵାରା ସେହି ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ ।

ବୈବାହିକ ଜୀବନ ରେ ପ୍ରତ୍ୟେକ ଯୋଡ଼ି ଙ୍କୁ ପରସ୍ପର ଙ୍କ କଥା ବୁଝିବା ନିହାତି ଜରୁରୀ ହୋଇଥାଏ । ସମ୍ପର୍କରେ ଭୁଲ ବୁଝାମଣା ହେବା ଦ୍ଵାରା ସେହି ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ । ଏହି ସବୁ କଥା ଜଣେ ବ୍ୟକ୍ତି ର ନାମ ସହିତ ଜଡ଼ିତ ଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ନାମ ଥିବା ଯୋଡ଼ି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ସର୍ବଦା ପରସ୍ପର କୁ ବୁଝିଥାନ୍ତି ଏବଂ ସେମାନଙ୍କ ସମ୍ପର୍କ ରେ କେବେବି ତିକ୍ତତା ସୃଷ୍ଟି ହୋଇନଥାଏ । ସଂକ୍ଷେପରେ କହିବାକୁ ଗଲେ ଏହି ଯୋଡି ସ୍ଵର୍ଗ ରୁ ତିଆରି ହୋଇ ଆସିଥାନ୍ତି । ତେବେ ଆସନ୍ତୁ ସେହି ଯୋଡ଼ି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ନାମ ଥିବା ଯୋଡ଼ି ହେଉଛନ୍ତି, ‘K’ ଏବଂ ‘L’ । ଏହି ନାମ ଥିବା ଯୋଡ଼ି ସ୍ୱୟଂ ରାଧାକୃଷ୍ଣ ଙ୍କ ଯୋଡ଼ି ହୋଇଥାନ୍ତି । ଏମାନଙ୍କ ଯୋଡ଼ି ସ୍ୱର୍ଗ ରୁ ତିଆରି ହୋଇ ଆସିଥାଏ । ଏମାନେ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ପରସ୍ପର ଙ୍କ ପ୍ରତି ସର୍ବଦା ଇମାନ୍ଦାର ରୁହନ୍ତି । ଏହି ନାମର ଯୋଡ଼ି ପ୍ରାୟତଃ ଲଭ ମ୍ୟାରେଜ କରନ୍ତି । ଏହି ନାମର ଯୋଡ଼ି କେବେବି ନିଜ ସମ୍ପର୍କରେ ଭୁଲ ବୁଝାମଣା ରଖନ୍ତି ନାହିଁ ଏବଂ ଯେତେବି କଠିନ ପରିସ୍ଥିତି ଆସିଲେ ମଧ୍ୟ ଏହି ଯୋଡ଼ି ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ । ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଯୋଡ଼ି ଅଟନ୍ତି ।


୨. ବନ୍ଧୁଗଣ ଦ୍ଵିତୀୟ ନାମ ଥିବା ଯୋଡ଼ି ହେଉଛନ୍ତି, ‘D’ ଏବଂ ‘B’ । ଏହି ନାମର ଯୋଡ଼ି ଙ୍କୁ ପ୍ରେମ ମାମଲା ରେ ଅପାର ସଫଳତା ପ୍ରାପ୍ତ ହୋଇଥାଏ । ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଜୀବନର ସମସ୍ତ କ୍ଷେତ୍ରରେ ନିଜ ଜୀଵନ ସାଥୀଙ୍କୁ ସହଯୋଗ କରନ୍ତି । ଏହି ଯୋଡ଼ି ମାନଙ୍କ ସମ୍ବନ୍ଧରେ ଏହା ମଧ୍ୟ କୁହାଯାଏ ଯେ, ଯଦି ଏମାନେ ଶ୍ରାବଣ ମାସରେ ଭଗବାନ ଶିବ ଙ୍କୁ ଜଳ ଅର୍ପଣ କରିବେ ତେବେ ଏମାନଙ୍କୁ ନିଜ ସତ ଭଲ ପାଇବା ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।


୩. ବନ୍ଧୁଗଣ ତୃତୀୟ ନାମ ଥିବା ଯୋଡ଼ି ହେଉଛନ୍ତି, ‘P’ ଏବଂ ‘S’ । ଏହି ନାମର ଯୋଡ଼ି ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ସର୍ବଦା ଧ୍ୟାନ ରଖନ୍ତି ଏବଂ ସମସ୍ତ ଆବଶ୍ୟକତା ପୂରଣ କରିବା ନିମନ୍ତେ ଚେଷ୍ଟା କରନ୍ତି । ଏହି ନାମର ଯୋଡ଼ି ପରସ୍ପର ଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତି । ଏହି କାରଣରୁ ଏହା ମଧ୍ୟ କୁହାଯାଏ ଯେ, ଏହି ନାମର ଯୋଡ଼ି ସ୍ୱୟଂ ଭଗବାନ ସ୍ଵର୍ଗ ରେ ତିଆରି କରିଛନ୍ତି ଏବଂ ମର୍ତ୍ତ୍ୟପୁର କୁ ପଠାଇଛନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *