‘ତୋ ଅଗଣାର ତୁଳସୀ ମୁ’ ସିରିଏଲର ଅଭିନେତ୍ରୀ କେଟିଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣ ଆଉ କେହି ନୁହେଁ ସେ ହେଉଛନ୍ତି ମାନସୀ ପାଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମାନସୀ ପାଲଙ୍କୁ ନିଶ୍ଚୟ ଜାଣିଥିବେ । ସେ ‘ତୋ ଅଗଣାର ତୁଳସୀ ମୁ’ ଆଦି ଅନେକ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନେ ମାନସୀଙ୍କୁ ତ ଜାଣିଛନ୍ତି ହେଲେ ବନ୍ଧୁଗଣ ଆପଣ ମାନେ କଣ ମାନସୀଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମାନସୀଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାନସୀଙ୍କ ବିଷୟରେ ।

ବନ୍ଧୁଗଣ ମାନସୀ ଟିଭିର ଲୋକପ୍ରିୟ ଧାରାବାହିକ ‘ତୋ ଅଗଣାର ତୁଳସୀ ମୁ’ ଧାରାବାହିକରେ କାମ କରିବା ପରେ ‘ତୁଳସୀ’ ଧାରାବାହିକରେ ନଜର ଆସିଥିଲେ । ହେଲେ ଏହି ଧାରାବାହିକ ପରେ ସେ ଅନ୍ୟ କୌଣସି ଧାରାବାହିକରେ ନଜର ଆସିନଥିଲେ । ବନ୍ଧୁଗଣ ମାନସୀ ‘ତୋ ଅଗଣାରେ ତୁଳସୀ ମୁ’ ଧାରାବାହିକରେ କେଟିର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ମାନସୀ ନିଜର ଜବରଦସ୍ତ ଅଭିନୟ ଓ ସୁନ୍ଦରତା ଦ୍ଵାରା ବହୁତ ଲୋକଙ୍କ ମନକୁ ଜିତି ପାରିଛନ୍ତି । ବର୍ତ୍ତମାନ ସେ କୌଣସି ଧାରାବାହିକରେ ନଜର ନଆସିଥିଲେ ମଧ୍ୟ ସେ ଘରେ ଘରେ ପରିଚିତ ଅଛନ୍ତି । ବନ୍ଧୁଗଣ ମାନସୀଙ୍କର ବୟସ ହେଉଛି ବର୍ତ୍ତମାନ ୨୦ ବର୍ଷ । ସେ ନିଜ ପରିବାର ସହ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି । ମାନସୀଙ୍କ ପରିବାରରେ ତାଙ୍କ ବାପା ମା ଓ ତାଙ୍କର ଏକ ଭାଇ ଅଛନ୍ତି । ବନ୍ଧୁଗଣ ଆପଣ ମାନେ ମାନସୀଙ୍କୁ ‘ତୁଳସୀ’ ଧାରାବାହିକରେ ନିଶ୍ଚୟ ଦେଖିଥିବେ ।

‘ତୁଳସୀ’ ଧାରାବାହିକରେ ସେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ପିଲା ଦିନରୁ ମାନସୀ ବହୁତ ବଡ ସଫଳତା ପାଇସାରିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ, ସେ ଆଗାମୀ ସମୟରେ ଓଡିଆ ଫିଲ୍ମରେ ମଧ୍ୟ ନଜର ଆସିପାରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଟିଭି ଅଭିନେତ୍ରୀ ମାନସୀଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *