ଭଗବାନ ଏମିତି ଭାଗ୍ୟ (Unluckiest People) କୌଣସି ଶତୃ ବି ନ ଦିଅନ୍ତୁ…ଦେଖନ୍ତୁ Video

ବନ୍ଧୁଗଣ ଯଦି ଗୋଟେ ମଣିଷ ସହ ଭାଗ୍ୟ ସାଥ ଦେଇଥାଏ ତା ହେଲେ ସେହି ମଣିଷ ନିଜର ସମସ୍ତ ଇଛା ପୂରଣ କରିବାରେ ସକ୍ଷମ ହୁଏ । ହେଲେ ବନ୍ଧୁଗଣ ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ଦୁର୍ଭାଗ୍ୟର ଶିକାର ହୁଅନ୍ତି । ଏହି ସବୁ ଲୋକଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆପଣ ମାନେ ସମସ୍ତେ ହେରି ପେଟର ଫିଲ୍ମ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ହେରି ହାଓର୍ଡ ଏକ୍ସପ୍ରେସକୁ ଦେଖି ବହୁତ ଖୁସି ହୋଇଯାଇଥିବାର ସିନ୍ ତ ଆପଣ ମାନେ ଦେଖିଥିବେ । ସେପ୍ଟେମ୍ବର ୨୦୨୦ରେ ହାଓର୍ଡ ଏକ୍ସପ୍ରେସ ସ୍କଟଲାଣ୍ଡ ଷ୍ଟେସନ ଦେଇଯିବାର ଥିଲା ଏହି ଖବର ବିଷୟରେ ଜାଣି ସମସ୍ତ ଫ୍ୟାନ୍ସ ସେଠାରେ ପହଞ୍ଚି ଥିଲେ । ହେଲେ ଠିକ ସମୟରେ ଅନ୍ୟ ଟ୍ରେନ ସେହି ସ୍ଥାନକୁ ଆସିଯାଇଥିଲା ଦୁର୍ଭାଗ୍ୟ ବଶତଃ ସେମାନେ ଟ୍ରେନ ଦେଖି ପାରିଲେ ନାହିଁ ।

୨. ବନ୍ଧୁଗଣ ସାଧାରଣତଃ ସେଲିବ୍ରେଟି ମାନେ ଅନେକ ବ୍ରାଣ୍ଡର ବିଜ୍ଞାପନ କରିଥାନ୍ତି । ଜୁନ ୨୦୧୯ରେ ଏକ ମଲେଇସା ହୋମ ସପିଙ୍ଗ ସୋକୁ ମାଲେସିଆ ଅଭିନେତ୍ରୀ ଫୌଜିଆ ଗୋସ ଆସିଥିଲେ । କମ୍ପାନୀ କହୁଥିଲା ତାଙ୍କ ପ୍ଳେଟ ବହୁତ ଭଲ ହେବା ସହ କେବେ ଭାଙ୍ଗିବ ନାହିଁ । ଏହା ଜାଣିବା ପରେ ଫୌଜିଆ ପ୍ଳେଟର ବିଜ୍ଞାପନ ସମୟରେ ପ୍ଳେଟକୁ ତଳେ ପକାଇ ଦେଲେ ଦୁର୍ଭାଗ୍ୟ ବଶତଃ ପ୍ଳେଟଟି ଭାଙ୍ଗିଗଲା ।

୩. ବନ୍ଧୁଗଣ ଜଣେ ବ୍ୟକ୍ତି ଏକ ସୁରକ୍ଷିତ ପ୍ରେସର କୁକରର ବିଜ୍ଞାପନ କରୁଥିଲେ । ବିଜ୍ଞାପନ କରିବା ସମୟରେ ବ୍ୟକ୍ତି ଜଣକ କୁକର ବିଷୟରେ ଅନେକ କଥା କହୁଥିଲେ ହେଲେ ବନ୍ଧୁଗଣ ସୁରକ୍ଷିତ କୁକର ସେହି ସମୟରେ ଫାଟିଗଲା । ଏଭଳି ଦୁର୍ଭାଗ୍ୟ ଶତ୍ରୁକୁ ବି ନମିଳୁ ।

୪. ଏପ୍ରିଲ ୨୦୨୧ରେ ଆମେରିକାର ଡେଲାୱେରରେ ରହୁଥିବା ଅଟମ କେଥି ନାମକ ମହିଳା ନିଜ ପରିବାର ସହ ଏକ କାଫେ ଯାଇଥିଲେ । ଏହି କାଫେରେ କେଥି ଶ୍ୟାମ୍ପିଙ୍ଗ ପିଇ ନିଜ ଫ୍ୟାନ୍ସ ମାନଙ୍କୁ ଇମ୍ପ୍ରେସ କରୁଥିଲେ । ଅଧିକ ନିଶା ହେବା ପରେ କେଥି ନିଜ ସାଙ୍ଗ କାନ୍ଧରେ ବସି ବାହାରେ ବୁଲୁଥିଲେ ହେଲେ ସେହି ସମୟରେ କେଥି ତଳେ ପଡିଗଲେ ଦୁର୍ଭାଗ୍ୟ ବଶତଃ ତାଙ୍କର ଅନେକ ଦାନ୍ତ ଭାଙ୍ଗିଗଲା ।

୫. ଅଗଷ୍ଟ ୨୦୨୧ରେ ଆମେରିକା ମଡେଲ ନିନା ମେରି ଡାନିଏଲ ସନ୍ ବାର୍ଥ ନେବା ସମୟରେ ମାକ୍ସ ପିନ୍ଧି ଶୋଇପଡିଲେ । ଯେତେବେଳେ ସେ ମାକ୍ସ ବାହାର କରିଲେ ସେତେବେଳେ ତାଙ୍କ ମୁହଁ ଦେଖିବା ଲାଏକ ଥିଲା । କାରଣ ମାସ୍କ ଖୋଲିବା ପରେ ତାଙ୍କର ଚେହେରାର ରଙ୍ଗ ବଦଳି ଯାଇଥିଲା । ଏହା ଦେଖି ନିନାଙ୍କ ବୟଫ୍ରେଣ୍ଡ ତାଙ୍କର ଭିଡିଓ କରିଦେଲେ । ତେବେ ଆପଣ ମାନଙ୍କୁ ଏହି ସବୁ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *