Bhadrak ଜିଲ୍ଲାରେ ବାହାରିଲା ବହୁତ ହିଁ ଭୟଙ୍କର ବିଷଧର Goledn Cobra, ଲୁଚି ବସିଥିଲା ଏମିତି ସ୍ଥାନରେ, ପୁରା ପରିବାର ଭୟରେ, ତା’ ପରେ କଣ ହେଲା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମର ଏହି ଜୀଵନ ରେ କେତେବେଳେ ବି କୌଣସି ନା କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ଛଡା ବେଳେବେଳେ ଆମକୁ ବହୁତ ଖ-ତ-ର-ନା-କ ଜୀଵ ଜନ୍ତୁ ଙ୍କ ସହ ସାମ୍ନା ମଧ୍ୟ ହୋଇ ଯାଇଥାଏ । ଯାଦ୍ୱାରା କେତେବେଳେ ଆମ ଜୀଵନ ଉପରେ ବି-ପ-ଦ ମଧ୍ୟ ମା-ଡି ଆସେ । ତେବେ ସେହିଭଳି ଏକ ବିପଦ ହେଉଛି ସାପ । ସାପ ମାନେ କେତେବେଳେ ବି କେଉଁଠି ବି ନିଜ ଭୋଜନ ଖୋଜି ଖୋଜି କେତେବେଳେ କାହା ଘରେ ତ କେତେବେଳେ କାହା ବାଡ଼ି ବଗିଚାରେ ପଶି ଯାଆନ୍ତି ।

ତେବେ ସେହି ଭଳି ଏକ ଗୋଲଡେନ କୋବ୍ରା ସାପ ଟି ଜଣଙ୍କ ବାଡ଼ି ରେ ପଶି ଯାଇଥିଲା । ତେବେ ସେ ଲୋକଟି ଯେତେବେଳେ ନିଜ ବାଡ଼ି ରେ କାଠ କା-ଟୁ-ଥିଲେ ସେହି ସମୟରେ ସେ ଏହି ସାପ କୁ ଦେଖିଥିଲେ ଏବଂ ତୁରନ୍ତ ସାପ ଉଦ୍ଧାର କାରୀ ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକିଥିଲେ । ତେବେ ସେ ବହୁତ କଷ୍ଟ ରେ କାଠ ତଳେ ଲୁଚି ରହିଥିବା ସାପ ଟି କୁ ଉଦ୍ଧାର କରିଥିଲେ କିନ୍ତୁ ବେଳେବେଳେ ସାପ ଟି ଚୋ-ଟ ମା-ରି-ବା-କୁ ମଧ୍ୟ ଚେଷ୍ଟା କରୁଥିଲା ।

ସେ ସାଵଧନତା ର ସହିତ ସାପ ଟି କୁ ଉଦ୍ଧାର କରିଥିଲେ ଏବଂ ଏକ ବ୍ୟାଗ ରେ ପୁରାଇ ଦେଇଥିଲେ । ତେବେ ଏହି ଘ-ଟ-ଣା ଟି ଓଡ଼ିଶାର ଭଦ୍ରକ ଜିଲ୍ଲାର ଏକ ଗାଁ ରେ ଦେଖିବାକୁ ମିଳିଥିଲା । ତେବେ ମିର୍ଜା ଙ୍କ କହିବା କଥା କି ସାପ କୁ କେବେବି ରାକ୍ଷୀ ବାନ୍ଧିବା କିମ୍ବା କ୍ଷୀର ପିଆଇବା ଭଳି ବୋକାମୀ କରିବା ଉଚିତ ନୁହେଁ । ଏହା ଛଡା ସାପ ଦେଖିଲେ ବହୁତ ସାବଧାନ ରହିବା ଆବଶ୍ୟକ ।

ତାଙ୍କ ସହ ଲାଗିବା ଉଚିତ ନୁହେଁ ଏବଂ ସାପ କା-ମୁ-ଡ଼ି-ଲେ ଡାକ୍ତର ଙ୍କ ପାଖକୁ ଯିବା ଉଚିତ କୌଣସି ଅନ୍ଧ ବିଶ୍ୱାସ ରେ ପଡି ଝ-ଡା ଫୁ-ଙ୍କା କରିବା ଉଚିତ ନୁହେଁ ଏହା ଦ୍ୱାରା ମଣିଷ ଟି ମ-ରି-ଯି-ବ ।ତେଣୁ ସର୍ବଦା ବୁଦ୍ଧିମାନ ର କାମ କରିବା ଉଚିତ । ଏହା ଛଡା ଯଦି ଆପଣ ମାନେ କେବେବି କୌଣସି ସାପ ଦେଖୁଛନ୍ତି ତେବେ କୌଣସି ସାପ ଉଦ୍ଧାର କାରୀ ବ୍ୟକ୍ତିଙ୍କୁ ଡାକିବା ଉଚିତ ନିଜେ କୌଣସି ସାହାସିକତା ଦେଖାଇ ସାପ ସହ ଲାଗିବା କିମ୍ବା ଧରିବାର ପ୍ରୟାସ କରିବା ଏକ ମୂ-ର୍ଖା-ମୀ ର କାମ ଅଟେ । ତେଣୁ ଏହି ସବୁ କଥା ଉପରେ ଧ୍ୟାନ ଦେବା ଉଚିତ ଏବଂ ସାବଧାନ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *