ସିଲଭର୍ ସିଟି Cuttack ର ଅବସ୍ଥା ! ରାସ୍ତା ମଝିରେ ଫାଟିଲା ପାଇପ, ଭାସିଲା ସହର, ରାସ୍ତା ମଝି ପାଲଟିଗଲା ଝରଣା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ କାରଣ ଏମିତି ଘଟଣା ବିଷୟରେ କଳ୍ପନା ବି କରିବା କଷ୍ଟକର ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓରେ ରାସ୍ତା ମଝିରୁ ଗବଗବ ହୋଇ ପାଣି ବାହାରୁଛି । ପିଚୁ ରାସ୍ତା ଫ-ଟା-ଇ ଏଭଳି ପାଣି ବାହାରିବା ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ସିଲଭର ସିଟି କଟକର ରାଜା ବଗିଚାରେ ଘଟିଥିବାର ଜଣା ପଡିଛି । ଏତେ ଦୁର୍ବଳ ଥିଲା ପାଇପ୍ ଯେ ହଠାତ୍ ଫା-ଟି-ଗ-ଲା, ୱାଟରଫଲ୍ ଭଳି ପାଣି ଉପରକୁ ଉଠିଗଲା ।

ଘଟଣାସ୍ଥଳରେ ପଡବ୍ଲୁ ଡି ଅଧିକାରୀ ପହଞ୍ଚି ତ-ଦ-ନ୍ତ କରୁଛନ୍ତି । ଭା-ଇ-ରା-ଲ ହେଉଥିବା ଭିଡିଓକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *