‘ପ୍ରଥମ ଥର ପାଇଁ ବହୁତ ଖରାପ ଦେଖା ଯାଉଛ’, Aishwarya Rai ଙ୍କ Look କୁ ଦେଖି ରାଗିଗଲେ ଲୋକ, ବେବୀ ବମ୍ପ କୁ ନେଇ ବି କରିଲେ ଟ୍ରୋଲିଂ, କହିଲେ ଏମିତି…

ନମସ୍କାର ବନ୍ଧୁଗଣ ତେବେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟ ରାୟ ଵଚନ କୁ କିଏ ନ ଜାଣେ । ତେବେ ତାଙ୍କ ସୁନ୍ଦରତା କୁ ଦେଖି ଲୋକମାନେ ମନ୍ତ୍ର ମୁଗ୍ଧ ହୋଇ ପଡ଼ନ୍ତି । ତାଙ୍କ ନୀଳ ନୟନ କୁ ଲୋକ ମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ଐଶ୍ଵୟା ହୁଏତ ସିନେମା ରେ ଅଧିକ ନଜର ଆସୁ ନାହାନ୍ତି କିନ୍ତୁ କୌଣସି ବ୍ରାଣ୍ଡ ଏବଂ ଆଡ଼ ପ୍ରମୋ କୁ ସେ ହାତ ଛଡା କରନ୍ତି ନାହିଁ ।
ତେବେ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ- ରେ ମଧ୍ୟ ଖୁବ ଫଲୋ କରନ୍ତି ଏବଂ ତାଙ୍କର ସମସ୍ତ ଫୋଟୋ ଏବଂ ଭିଡିଓ କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଐଶ୍ଵୟା ବର୍ତ୍ତମାନ ୪୭ ବର୍ଷ ବୟସ ର ହୋଇଗଲେଣି କିନ୍ତୁ ତଥାପି ସେ ଫିଟ ଆଉ ସୁନ୍ଦରୀ ଦେଖା ଯାଆନ୍ତି ବର୍ତ୍ତମାନ ସେ ପ୍ୟାରିସ ର ଏକ ଫେସନ ଶୋ ରେ ସେ ଯୋଗଦାନ କରିଥିଲେ । ସେହି ଶୋ ଟି ହେଉଛି ଲେ ଡେଫିଲ ଲୋରୀୟଲ ପ୍ୟାରିସ ୨୦୨୧ ୱେମେନ ସ୍ବେୟର ସ୍ପୃଙ୍ଗ/ସମର ଶୋ ରେ ଭାଗ ନେଇଥିଲେ । ଏହି ଶୋ ରେ ସେ ଭାଗ ନେଇ ରମ୍ପ ୱାର୍କ ମଧ୍ୟ କରିଥିଲେ ।

ତେବେ ଏହାର କିଛି ଫୋଟୋ ଏବଂ ଭିଡିଓ ଭା-ଇ-ରା-ଲ ହେବା ପରେ କିଛି ଲୋକମାନେ ଐଶ୍ୱର୍ଯ୍ୟ ଙ୍କ ଏହି ଲୁକ କୁ ପସନ୍ଦ କରି ନଥିଲେ ଏବଂ ତାଙ୍କ ଫୋଟୋ ରେ ଖରାପ ଖରାପ କମେଣ୍ଟ ମଧ୍ୟ କରିଥିଲେ । ଜଣେ କହିଛନ୍ତି କି ପ୍ରଥମ ଥର ଆଜି ଅସୁନ୍ଦର ଦେଖା ଯାଉଛନ୍ତି । ଆଉ ଜଣେ କହୁଛନ୍ତି କି ବେବି ଵଂପ କାହିଁ । ଆଉ କିଏ ତାଙ୍କ ମେକଅପ ଲୁକ କୁ ନାପସନ୍ଦ କରି ତାଙ୍କୁ କମେଣ୍ଟ କରିଛନ୍ତି ।

ତେବେ ଐଶ୍ୱର୍ଯ୍ୟ ଏହି ଦିନ ଏକ ଧଳା ଗାଉନ ପିନ୍ଧିଥିଲେ । ଏହା ସହ ଐଶ୍ଵୟା କରୋନା ସମୟରେ କେଉଁ ଆଡ଼କୁ ବି ବାହାରକୁ ଯାଇ ନଥିଲେ ତେଣୁ ଦୁଇ ବର୍ଷ ପରେ ସେ ନିଜ ପରିବାର ଙ୍କ ସହ ଏକାଠି ପ୍ୟାରିସ ବୁଲି ଯାଇଛନ୍ତି ଏବଂ ବୁଲିବା ସଙ୍ଗେ ସଙ୍ଗେ ନିଜର କାମ ସାରି ପଇସା ମଧ୍ୟ କମେଇ ଦେଇଛନ୍ତି ।

ତେବେ ଲୋକମାନେ ବର୍ତ୍ତମାନ ଐଶ୍ୱର୍ଯ୍ୟ ଙ୍କ ସହ ତାଙ୍କ ଝିଅ ଆରଧ୍ୟା ର ମଧ୍ୟ ଫ୍ୟାନ ହୋଇ ଯାଉଛନ୍ତି ତେବେ ଅଭିଷେକ ଏବଂ ଐଶ୍ୱର୍ଯ୍ୟ ଙ୍କ ବିବାହ ୨୦୦୭ ରେ ହୋଇଥିଲା ଏବଂ ଆରଧ୍ୟା ୨୦୧୧ ରେ ଜନ୍ମ ଗ୍ରହଣ କରିଥିଲେ ତେବେ ଆରଧ୍ୟା କୁ ବର୍ତ୍ତମାନ ଦଶ ବର୍ଷ ହୋଇଗଲାଣି ତେଣୁ ଫ୍ୟାନ ମାନେ ଚାହୁଁଛନ୍ତି କି ଐଶ୍ୱର୍ଯ୍ୟ ଙ୍କ ର ଆଉ ଏକ ସନ୍ତାନ ହୋଇ ଯାଉ ବୋଲି ।
ତେବେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *