ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଆଗ କାଳରୁ ନାଗ ସାପକୁ ପୂଜା କରାଯାଉଥିଲା କାରଣ ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ହେଲେ ସାପ ଯେତିକି ପୂଜନୀୟ ମଣିଷ ପାଇଁ ସେତିକି ଘାତକ ମଧ୍ୟ ଅଟେ । ସାପ ଚୋଟରେ ମଣିଷ ନିଜ ପ୍ରାଣ ମଧ୍ୟ ହରାଇପାରେ । ଯଦି ନାଗ ସାପ କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ସେହି ମଣିଷ ବହୁତ କମ ସମୟ ମଧ୍ୟରେ ନିଜ ପ୍ରାଣ ହରାଇବ ।
ସାପ ସହ ଜଡିତ ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ଭିଡିଓ ଦେଖିଥିବେ ଓ ଅନେକ ଘଟଣା ଶୁଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଓଡିଶାର ଭଦ୍ରକ ଜିଲ୍ଲାରେ ଘଟିଛି । ଭଦ୍ରକ ଜିଲ୍ଲାରେ ଥିବା ଏକ ଘର ମଧ୍ୟରୁ ପାଖା ପାଖୁ ୧୦ ରୁ ୧୨ଟି ନାଗ ଛୁଆ ଓ ଏକ ନାଗକୁ ଉଧାର କରାଯାଇଛି । ଏହି ସାପ ଗୁଡିକ ଏକ ଘରେ ତଳେ ରହୁଥିଲେ । ଗାଁ ଲୋକମାନେ ସାପ ମାନଙ୍କୁ ଦେଖିଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ।
ବନ୍ଧୁଗଣ ଏହା ପରେ ଜଣେ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ । ଗାଁ ଲୋକଙ୍କ ମତରେ ତିନୋଟି ବଡ ନାଗ ସାପ ସେହି ସ୍ଥାନରେ ଥିଲେ ହେଲେ ସେହି ସମୟରେ ଗୋଟେ ନାଗ ବାହାରିଥିଲା । ମାଟି ଖୋଲିବା ପରେ ପାଖା ପାଖି ୧୦ ରୁ ୧୫ଟି ନାଗ ଛୁଆ ବାହାରିଥିଲେ । ଏହି ଦୃଶ୍ୟ ଦେଖି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାପ ଧରାଳି ଜଣକ ସଫଳତା ପୂର୍ବକ ସମସ୍ତ ସାପକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।