ଫେସବୁକରେ ଫେକ ଆକାଉଣ୍ଟ ଖୋଲି ଯୁବକଙ୍କୁ ଏମିତି ଲୁଟୁଥିଲେ ଏହି ସୁନ୍ଦରୀ, Video ଦେଖିଲେ ଆପଣ ହସି ହସି ଗଡିବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ବିନା ବର୍ତ୍ତମାନର ସମୟରେ ଲୋକ ମାନେ ରହି ପାରିବେ ନାହିଁ । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ କିଛି ଲୋକ ଟଙ୍କା ରୋଜଗାର କରୁଛନ୍ତି ତ କିଛି ଲୋକ ଦେଶ ବିଦେଶରେ ଘଟୁଥିବା ସମସ୍ତ ଖବର ଓ ଘଟଣା ବିଷୟରେ ଜାଣି ପାରୁଛନ୍ତି । ହେଲେ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ସୋ-ସି-ଆ-ଲ ମି-ଡି-ଆ-ର ଦୁରୁପଯୋଗ କରୁଛନ୍ତି ।

ଏପରି କିଛି ଝିଅ ଅଛନ୍ତି ଯେଉଁ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଫେ-କ ଆ-କା-ଉ-ଣ୍ଟ ଖୋଲି ପୁଅ ମାନଙ୍କୁ ଲୁ-ଟୁ-ଛନ୍ତି । ଗତ କିଛି ଦିନ ତଳେ ଏପରି ଏକ ଘଟଣା ଆମ ମାନଙ୍କୁ ସାମ୍ନାକୁ ଆସିଥିଲା । ଜଣେ ଯୁବତୀ ଫେ-ସ-ବୁ-କ-ରେ ଫେ-କ ଆ-କା-ଉ-ଣ୍ଟ ଖୋଲି ଯୁବକ ମାନଙ୍କ ଠାରୁ ଟଙ୍କା ଲୁ-ଟୁ ଥିଲେ । ହେଲେ ଗୋଟେ ଯୁବକଙ୍କ ଅ-ଭି-ଯୋ-ଗ ହେତୁ ତାଙ୍କୁ ଗି-ର-ଫ କରଯାଇଥିଲା ।

ଏହି ଯୁବତୀ ଜଣକଙ୍କ ନାମ ହେଉଛି ପ୍ରିୟାଙ୍କା ପ୍ରିୟଦର୍ଶନୀ ପରିଡା ଆପଣ ମାନେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ନିଶ୍ଚୟ ଦେଖିଥିବେ । ପ୍ରିୟାଙ୍କା ଫେ-ସ-ବୁ-କ-ରେ ଅନ୍ୟ ନାମ ଓ ସୁନ୍ଦରୀ ଝିଅ ମାନଙ୍କ ଫଟୋ ରଖି ପୁଅ ମାନଙ୍କ ସହ କଥା ହେଉଥିଲେ । ପୁଅ ମାନଙ୍କୁ ପ୍ରିୟଙ୍କା ନିଜ ଆଡୁ ଫ୍ରେଣ୍ଡ ଋକ୍ଵେଷ୍ଟ ପଠାନ୍ତି ଓ ନିଜ ଆଡୁଆ କଥା ମଧ୍ୟ ହୁଅନ୍ତି । କିଛି ସମୟ କଥା ହେବା ପରେ ପ୍ରିୟଙ୍କା ତାଙ୍କୁ ମେସେଞ୍ଜରରେ କଲ୍ କରନ୍ତି ।

କଲ୍ ରେ ସେ ମିଠା ମିଠା କଥା କହି ପୁଅ ମାନଙ୍କୁ ପ୍ରେମ ଜା-ଲ-ରେ ଫ-ସେ-ଇ ଦିଅନ୍ତି । ପ୍ରିୟଙ୍କା ସମସ୍ତଙ୍କୁ ନିଜର ଅନ୍ୟ ଅନ୍ୟ ପେ-ସା ଦେଖାଇ ପରିଚୟ ଦିଅନ୍ତି । ବିଭିନ୍ନ ପ୍ରକାରର ମି-ଛ କଥା କହି ସେ ପୁଅ ମାନଙ୍କ ଠାରୁ ଟଙ୍କା ଲୁ-ଟ-ନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ଏହି ସବୁ ଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଓ ସୋ-ସି-ଆ-ଲ ମି-ଡି-ଆରେ ଯଦି ଆପଣଙ୍କୁ କେହି ଠ-କି-ବା ପାଇଁ ଚେଷ୍ଟା କରୁଛି ତା ହେଲେ ଆପଣ ପୋ-ଲି-ସ-ରେ ଅ-ଭି-ଯୋ-ଗ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *