Bhadrak ଜିଲ୍ଲାର ଜଣଙ୍କ ଘରୁ ଗୋଟିଏ ପରେ ଗୋଟିଏ କରି ବାହାରିଲେ ଏତେ ସାରା ବିଷଧର ନାଗ, ଏମିତି ବଞ୍ଚିଲା ମହିଳାଙ୍କ ଜୀବନ, ଭୟରେ ଗାଁ ଲୋକ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଆଗ କାଳରୁ ନାଗ ସାପକୁ ପୂଜା କରାଯାଉଥିଲା କାରଣ ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ହେଲେ ସାପ ଯେତିକି ପୂଜନୀୟ ମଣିଷ ପାଇଁ ସେତିକି ଘାତକ ମଧ୍ୟ ଅଟେ । ସାପ ଚୋଟରେ ମଣିଷ ନିଜ ପ୍ରାଣ ମଧ୍ୟ ହରାଇପାରେ । ଯଦି ନାଗ ସାପ କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ସେହି ମଣିଷ ବହୁତ କମ ସମୟ ମଧ୍ୟରେ ନିଜ ପ୍ରାଣ ହରାଇବ ।

ସାପ ସହ ଜଡିତ ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ଭିଡିଓ ଦେଖିଥିବେ ଓ ଅନେକ ଘଟଣା ଶୁଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଓଡିଶାର ଭଦ୍ରକ ଜିଲ୍ଲାରେ ଘଟିଛି । ଭଦ୍ରକ ଜିଲ୍ଲାରେ ଥିବା ଏକ ଘର ମଧ୍ୟରୁ ପାଖା ପାଖୁ ୧୦ ରୁ ୧୨ଟି ନାଗ ଛୁଆ ଓ ଏକ ନାଗକୁ ଉଧାର କରାଯାଇଛି । ଏହି ସାପ ଗୁଡିକ ଏକ ଘରେ ତଳେ ରହୁଥିଲେ । ଗାଁ ଲୋକମାନେ ସାପ ମାନଙ୍କୁ ଦେଖିଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ।

ବନ୍ଧୁଗଣ ଏହା ପରେ ଜଣେ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ । ଗାଁ ଲୋକଙ୍କ ମତରେ ତିନୋଟି ବଡ ନାଗ ସାପ ସେହି ସ୍ଥାନରେ ଥିଲେ ହେଲେ ସେହି ସମୟରେ ଗୋଟେ ନାଗ ବାହାରିଥିଲା  । ମାଟି ଖୋଲିବା ପରେ ପାଖା ପାଖି ୧୦ ରୁ ୧୫ଟି ନାଗ ଛୁଆ ବାହାରିଥିଲେ । ଏହି ଦୃଶ୍ୟ ଦେଖି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାପ ଧରାଳି ଜଣକ ସଫଳତା ପୂର୍ବକ ସମସ୍ତ ସାପକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *