ବେଡସିଟ୍ ଭିତରେ ଶ୍ଵଶୁର ! ପୁରା ଘଟଣା ଜାଣିଲେ ଉଡିଯିବା ଆପଣଙ୍କ ହୋସ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୋହୁ ପାଖରେ ଶୋଇବା ପାଇଁ ନାଳୁଆ ଶ୍ଵଶୁରର ଶ୍ଵଶୁର ଦୁଃସାହସିକ ଉଦ୍ୟମ ! ତାପରେ ମିଳିଲା ଚପଲ ମାଳ ! ତେବେ  ହଁ ବନ୍ଧୁଗଣ ଏପରି କିଛି ଘଟଣା ଘରେ ନିଜ ପୁଅ ଓ ସ୍ତ୍ରୀ ନଥିବା ସମୟରେ ଶ୍ଵଶୁର ବୋହୁ ସହିତ କରିବାକୁ ଚେଷ୍ଟା କରିଛି । ତେବେ ଘରେ ସ୍ଵାମୀ ଓ ଶାଶୁ ନଥିବା ବେଳେ ନିଜର ସବୁ କାମ ସାରି ଶୋଇବା ପାଇଁ ଘରର ବୋହୁ ଜଣଙ୍କ ଶୋଇବା ଘରକୁ ଯାଇଥିଲେ ।

ତାପରେ ବୋହୁ ଶୋଇବା ପାଇଁ ଗଲା ପରେ ପରେ ଶ୍ଵଶୁର ଜଣଙ୍କ ଘରେ କେହି ନଥିବାର ସୁଯୋଗ ନେଇ ବୋହୁର ଶୋଇବା ଘରକୁ ପଶିଯାଇଥିଲା  ଶ୍ଵଶୁର ! ତେବେ ବୋହୁ ଶୋଇଥିବା ଖଟରେ ଶୋଇ ପଡି ବୋହୁ ଘୋଡାଇ ହୋଇଥିବା ବେଡସିଟ୍ ନିଜେ ମଧ୍ୟ ଘୋଡାଇ ହୋଇଯାଇଥିଲା ଶ୍ଵଶୁର ! ତେବେ ବୋହୁ ଶ୍ଵଶୁରର ଏପରି ସବୁ କାରାନାମ ଯେତେବେଳେ ଜାଣି ପକାଇଲା । ସେତେବେଳେ ଶ୍ଵଶୁରଙ୍କୁ ଏପରି କାର୍ଯ୍ୟ ତା’ ସହିତ ନକରିବାକୁ ଶ୍ଵଶୁରଙ୍କୁ ନିବେଦନ କରିଥିଲା ।

ତେବେ ବୋହୁର ଏହି ସବୁ କଥାକୁ ଖାତିର ନକରି ବୋହୁ ସହିତ ଦୁଷ୍କଅର୍ମ କରିବାକୁ ଆଗେଇ ଯାଇଥିଲା  ଶ୍ଵଶୁର ! ତେବେ ବୋହୁ ନିଜର ଆପ୍ରାଣ ଉଦ୍ୟମ ଫଳରେ ଶ୍ଵଶୁର କବଳରୁ ନିଜକୁ ମୁକୁଳାଇ ଘର ବାହାରକୁ ଦୌଡି ପଳାଇ ଆସିଥିଲା । ତାପରେ ନିଜ ଶ୍ଵଶୁରଙ୍କ ଏପରି ଖରାପ ଆଚରଣ ଦେଖି ଶାଶୁ ଘରେ ତିଳେ ମାତ୍ର ନରହି ନିଜ ବାପା ଘରକୁ ବୋହୁ ଜଣଙ୍କ ପଳାଇଥିଲା ।

ତାପରେ ବାପା ଘରେ ପହଞ୍ଚି ବୋହୁ ଜଣଙ୍କ ନିଜ ବାପା ଘର ଲୋକଙ୍କୁ କହି ଶ୍ଵଶୁର ଓ କାମ ଉପରୁ ସ୍ଵାମୀଙ୍କୁ ନିଜ ବାପା ଘର ଏରିଆକୁ ଡକାଇ ପଠାଇଲା । ତାପରେ ଶ୍ଵଶୁରଙ୍କର ଏପରି ନିଜ ବୋହୁ ପ୍ରତି ଖରାପ ବ୍ୟବହାର ଦେଖି ଶ୍ଵଶୁର ବେକରେ ଚପଲ ଓ ଝାଡୁ ମାଳା ଟଙ୍ଗା ଯାଇଥିଲା । ଗୋଡ ଓ ହାତରେ ପ୍ଲାଷ୍ଟିକ ରସି ମଧ୍ୟ ବନ୍ଧା ଯାଇ ନି-ର୍ଦ୍ଧୂ-ମ ପି-ଟା ଯାଇଥିଲା ।

ତେବେ ଘଟଣା ସ୍ତଳକୁ ପୋଲିସ ଆସି ଘଟଣା ଉପରେ ତଦନ୍ତ କରି ଶ୍ଵଶୁର ପ୍ରତି କଡାକାର୍ଜ୍ଯାନୁଷ୍ଠାନ ମଧ୍ୟ ନେଇପାରେ । ତେବେ ଘରେ ନିଜ ପୁଅ ନଥିବା ସମୟରେ ବୋହୁ ପ୍ରତି ଶ୍ଵଶୁରର ଏପରି ଖରାପ ଆଚରଣ ଖବର ଶୁଣିବା ପରେ ସ୍ଥାନୀୟ ଏରିଆରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *