ବିଷ ନୁହେଁ ଚିତ୍କାର କଲେ ମାରୁଥିଲା ଚୋଟ ! ବ୍ୟବଚ୍ଛେଦ ରିପୋର୍ଟରେ ଆସିଲା ଭୟଙ୍କର ତଥ୍ୟ…

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ଶନିବାର ଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ତେବେ ବନ୍ଧୁଗଣ ରିମାଣ୍ଡ ଅବଧି ଶେଷ ହେବା ପରେ ଏବେ ଶିବ ସାଲେପୁର ସବ ଜେଲରେ ଅଛି । ବନ୍ଧୁଗଣ ହତୟଆକାଣ୍ଡ ବେଳେ ସମସ୍ତେ  କରୁଥିଲେ ପ୍ରତିରୋଧ କିନ୍ତୁ ନିର୍ଦୟ ହତୟଆକାରୀ ଆଖି ବୁଝି ହାଆଣିଇ ଚାଲିଥିବା ସମସ୍ତଙ୍କୁ । ବନ୍ଧୁଗଣ ଏବେ ମାହାଙ୍ଗା ହତୟଆକାଣ୍ଡର ବେବଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଦେହର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ ।

ରିପୋର୍ଟରେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ ନାହିଁ କୌଣସି ସୂଚନା । ପୁତୁରା ହେଉ କି ଝିଆରୀ କାହା ମୁହଁକୁ ବି ଚାହୁଁ ନଥିଲା ହତୟଆକାରୀ ଶିବ । ସେ ସମସ୍ତଙ୍କୁ ଚୋଓଟ ପରେ ଚୋଓଟ ପକାଇ ହାଆଣିଇ ଚାଲିଥିଲା । ଶିବ ନିଜ ପରିବାର ସଦସ୍ୟଙ୍କ ଦେହର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ସହ ସମସ୍ତଙ୍କୁ ହାଆଣିଇ ଥିଲା । ଶେଷରେ ଜଣେ ପରେ ଜଣେ ପୁରା ପରିବାର ଟଳି ପଡିଥିଲା । ମାହାଙ୍ଗା ଗଣହତୟଆର ଆସିଛି ପୋଷ୍ଟ ମଟମ ରିପୋର୍ଟ ।

ସମସ୍ତ ମୃତକଙ୍କ ଦେହର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣା ପଡିଛି । ତେବେ ହତୟଆ ପାଇଁ ଏକ  ଧାରୁଆ ଅସ୍ତ୍ରର ବ୍ୟବହାର କରାଯାଇଥିବା ନେଇ ନିରିକ୍ଷକଙ୍କ ସୂଚନା ମିଳିଛି । ହତୟଆ ବେଳେ ସମସ୍ତେ ପ୍ରତିରୋଧ କରିଥିବା ନେଇ ରିପୋର୍ଟରୁ ସୂଚନା ମିଳିଛି । ହତୟଆ ପୂର୍ବରୁ ବିଷ ଦିଆ ଯାଇଥିବା ନେଇ ସନ୍ଦେହ ହେଉଥିଲା ହେଲେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ ସବ ବେବଛେଦରେ ରିପୋର୍ଟରେ କୌଣସି ସୂଚନା ମିଳି ନାହିଁ ।

ଗତ ୧୧ ତାରିଖ ରାତିରେ ମାହାଙ୍ଗାର କୁସୁପୁରରେ ଗୋଟେ ପରେ ଗୋଟେ ପରିବାରର ପାଞ୍ଚ ଜଣଙ୍କୁ ହତୟଆ କରଯାଇଥିଲା । ବଡ ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାଙ୍କୁ ହାଆଣିଇ ହତୟଆ କରିଥିଲା ଶିବ ସାହୁ । ଏବେ ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଏହି ମାମଲାକୁ ନେଇ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *