ପୋଷ୍ଟମର୍ଟମ ରିପୋର୍ଟରେ ଭୟଙ୍କର ତଥ୍ୟ !

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହଡଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ଏହି ମାମଲାର ପୋଷ୍ଟ ମଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତେବେ କଣ ରହିଛି ପୋଷ୍ଟ ମଟମ ରିପୋର୍ଟ ଆସନ୍ତୁ ଜାଣିବା । ବନ୍ଧୁଗଣ ମାହାଙ୍ଗା କୁସୁପୁର ଗଣହତୟଆ ମାମଲାରେ ଆସିଛି ପୋଷ୍ଟ ମଟମ ରିପୋର୍ଟ । ରିପୋର୍ଟ ଅନୁସାରେ ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଜଣା ପଡୁଛି ।

ଆଉ ହତୟଆକାଣ୍ଡ ବେଳେ ମୃତକ ମାନେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ହତୟଆ ପାଇଁ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା ବୋଲି ଏହି କ୍ଷତ ଚିହ୍ନରୁ ଜଣା ପଡିଛି । ହତୟଆ ପୂର୍ବରୁ ବିସ ଦିଆଯାଇଥିବା ନେଇ ଯେଉଁ ସନ୍ଦେହ ଉପୁଜୁ ଥିଲା ସେଥିରେ ବିରାମ ଲାଗିଛି । ହତୟଆ ପୂର୍ବରୁ ବିସ ଦିଆଯାଇଥିବା ନେଇ ସନ୍ଦେହ ହୋଇଥିଲା ହେଲେ ବିସ ଦେଇ ହତୟଆ କରିବାର ପୋଷ୍ଟ ମଟମ ରିପୋର୍ଟରେ କୌଣସି ତଥ୍ୟ ଆସି ନାହିଁ ।

ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବ ଏବେ ଜେଲରେ ଥିବା ବେଳେ ଆସିଛି ପୋଷ୍ଟ ମଟମ ରିପୋର୍ଟ ଆଉ ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସିପି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *