ଆସିଲା BCCI ର ନୂଆ ଗ୍ରେଡ ଲିଷ୍ଟ ! ଜାଣନ୍ତୁ କେଉଁ ଖେଳାଳି ପାଇବେ କେତେ କୋଟି ଟଙ୍କା ? Rohit ଓ Kohli ଙ୍କ ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସିଲା ଟିମ ଇଣ୍ଡିଆ ଖେଳାଳୀଙ୍କ ନୂଆ ଗ୍ରେଡ ଲିଷ୍ଟ ! ତେବେ ସୂଚନା ଅନୁସାରେ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ପକ୍ଷରୁ କିଛି ବିଶେଷ ସୂଚନା ଜାରୀ କରାଯାଇଛି । ଷ୍ଟାର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ଏହି ଗ୍ରେଡ ଲିଷ୍ଟରେ ପ୍ରମୋଶନ ହୋଇଛି । ତେବେ ଏହାର ଅପର ପକ୍ଷରେ KL ରାହୁଲଙ୍କର ଏଥିରୁ ଡିମୋଶନ ହୋଇଛି। ତେବେ BCCI ଏହି କଣ୍ଟ୍ରାକ୍ଟ ଲିଷ୍ଟରେ ୨୬ ଜଣଙ୍କୁ ରଖିଛି । ଏହା ସହିତ ଏହି ୨୬ ଜଣଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି ।

ତେବେ ଏହି ଚଳିତ ବର୍ଷରେ ଇଣ୍ଡିଆନ ଟିମର କ୍ଯାପଟେନ ରୋହିତ ଶର୍ମା A ଗ୍ରେଡରେ ରହିଛନ୍ତି । ତାପରେ ପୂର୍ବତନ କ୍ଯାପଟେନ ତଥା ଅଲରାଉଣ୍ଡର କ୍ରିକେଟର ଭିରାଟ କୋହଲୀ ମଧ୍ୟ ଗ୍ରେଡ A ରେ ରହିଛନ୍ତି । ଏହା ଛଡା ନୂଆ କରି ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ BCCI ଗ୍ରେଡ A ରେ ସ୍ଥାନ ଦେଇଅଛି । ତେବେ A  ଗ୍ରେଡରେ ରହିଥିବା ଏହି ଖେଳାଳୀ ମାନଙ୍କୁ BCCI ବାର୍ଷିକ 7 କୋଟି ଟଙ୍କା ଦେବ ।

ଏହା ଛଡା ହାର୍ଦ୍ଧିକ ପାଣ୍ଡ୍ୟା, R ଅଶ୍ଵିନୀ, ମହମ୍ମଦ ସାମ୍ମୀ, ରିସଭ ପନ୍ତ, ଅକ୍ଷର ପଟେଲ ମଧ୍ୟ Aଗ୍ରେଡରେ ରହିଛନ୍ତି । ତେବେ ଏହି ସବୁ ଖେଳାଳୀ ମାନଙ୍କୁ BCCIବାର୍ଷିକ 5 କୋଟି ଟଙ୍କା ଦେବ । ତେବେ ପୂର୍ବରୁ କିନ୍ତୁ ଅକ୍ଷର ପଟେଲ B ଓ ହାର୍ଦ୍ଧିକ ପାଣ୍ଡ୍ୟା C ଗ୍ରେଡରେ ରହିଥିଲେ । ଏଥର କିନ୍ତୁ ଏହି ୨ ଖେଳାଳୀଙ୍କର ପ୍ରୋମୋଶନ ହୋଇଛି ।

ତେବେ ଗ୍ରେଡ B ରେ ଚିତେଶ୍ଵର ପୂଜାରୀ, KLରାହୁଲ, ଶ୍ରେୟାସ ଲାୟର, ମହମଦ ସିରାଜ, ସୂର୍ଯ୍ୟକୁମାର ଯାଦଭ ଓ ଶୁଭମନ ଗିଲ୍ ରହିଅଛନ୍ତି । ତେବେ ଏହି ଖେଳାଳୀ ମାନଙ୍କୁ କଣ୍ଟ୍ରାକ୍ଟ ଅନୁଯାଇ ୩ କୋଟି ଟଙ୍କା ମିଳିବ । ଗ୍ରେଡ C ରେ ଶାରଦୁଲ ଠାକୁର, ଈଶାନ କିଷାନ, ଦୀପକ ହୁଦା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦଭ ୱାସିଙ୍ଗଟନ ସୁନ୍ଦର, ସଞ୍ଜୁ ସାମସନ ଏହି ଖେଳାଳୀଙ୍କୁBCCIବାର୍ଷିକ ୧ କୋଟି ଟଙ୍କା ଦେବ ।

ତେବେ ଅନ୍ୟ କିଛି ଖେଳାଳୀ BCCI ଲିଷ୍ଟରୁ ବାଦ ପଡିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *