Aswini କାହିଁକି କହିଲେ ‘ସେମାନଙ୍କ ରୋଜଗାର କମ୍ ବୋଲି ସେମାନଙ୍କୁ ଗାଳି କରନ୍ତୁନି, କାହାର ଚାକର ନୁହନ୍ତି ସେମାନେ କି ଆପଣ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରୋଜଗାର କମ୍ ବୋଲି ଗାଳି କରନ୍ତୁନି । ତେବେ ଅଶ୍ଵିନୀ ତ୍ରିପାଠୀଙ୍କ ନିର୍ଦ୍ଧେଶିତ ଫିଲ୍ମ ଡେଲିଭରୀ ବୟ ଆସନ୍ତା ଏପ୍ରିଲ ୭ ତାରିଖରେ ରିଲିଜ ହେବା ପାଇଁ ଯାଉଅଛି । ଯାହାକି ଡେଲିଭରୀ ବୟ ମାନଙ୍କୁ ଆଖି ଆଗରେ ରଖି ସେମାନଙ୍କ ଉପରେ କାହାଣୀ ଉପରେ ଆଧାର କରି ଏହି ଫିଲ୍ମଟି କରାଯାଇଛି । ତେବେ ଫିଲ୍ମଟି ସଂପୂର୍ଣ୍ଣ ଡେଲିଭରି ପିଲାଙ୍କୁ ନେଇ ଓଡିଆ କାହାଣୀ ଉପରେ ଆଧାର କରି ଏହି ନିର୍ମାଣ କରାଯାଇଛି ।

ଏହି ଫିଲ୍ମର ନିର୍ଦ୍ଧେଶକ ଅଶ୍ଵିନୀ ତଥା ଯାହାଙ୍କୁ ଆମେ ଆଙ୍କର, ଆକ୍ଟର ଭୂମିକାରେ ଆଗରୁ ମଧ୍ୟ ଟିଭି ପରଦାରେ ଦେଖି ଆସିଛୁ । ତାଙ୍କ କହିବା ଅନୁସାରେ ଡେଲିଭରୀ ବୟ ମାନଙ୍କର ରୋଜଗାର କମ୍ ବୋଲି କେହି ମଧ୍ୟ ତାଙ୍କୁ ଗାଳି କରିବ ଉଚିତ ନୁହେଁ । କାରଣ ଯଦି ସେମାନେ କୌଣସି ଜିନିଷ ଡେଲିଭରି କରିବା ପାଇଁ ଯାଉଛନ୍ତି ।

ଯଦି ଟିକେ ସମୟ ବିଳମ୍ବ ହୋଇଯାଉଛି । ବହୁତ ଲୋକ ଅଛନ୍ତି, ଯେଉଁ ମାନେ କି ଜିନିଷ ଡେଲିଭର କରୁଥିବା ଡେଲିଭରୀ ପିଲାଙ୍କୁ ଗାଳି ମନ୍ଦ କରନ୍ତି । ସେପରି କରିବା କିନ୍ତୁ ଜମାରୁ ମଧ୍ୟ ଠିକ ନୁହେଁ । ଜିନିଷ ଡେଲିଭର ହୋଇସାରିଲା ପରେ କମ୍ ସେ କମ୍ତାଙ୍କୁ ଗୋଟିଏ ଧନ୍ୟବାଦ ତ ନିହାତି ଭାବରେ ଜଣାଇବା ଉଚିତ । ଯାହା ଦ୍ଵାରା ତାଙ୍କର ମନବଳ ବଢିବ ।

ସେ ସବୁବେଳେ ଚେଷ୍ଟା କରିବେ । ଯେ ଆମେ ଯଥା ସମ୍ଭବ ଶୀଘ୍ର ଲୋକଙ୍କ ଜିନିଷକୁ ଡେଲିଭରୀ କରିଦେବୁ । ତେବେ ଆଙ୍କର, ଆକ୍ଟର ଓ ଏକାଧାରାରେ ନିର୍ଦ୍ଧେଶକ ଅଶ୍ଵିନୀ ତ୍ରିପାଠୀ ଜିଏକି ଡେଲିଭରୀ ଫିଲ୍ମର ନିର୍ଦ୍ଧେଶନା ଦେଇଛନ୍ତି । ସେ ପ୍ରତ୍ଯେକଟି ଲୋକଙ୍କୁ ହଲକୁ ଆସି ଫିଲ୍ମ ଦେଖିବା ପାଇଁ ନିବେଦନ କରିଛନ୍ତି । ଏହା ଛଡା ପ୍ରତ୍ଯେକଟି ଡେଲିଭରୀ ବୟ ମାନଙ୍କ ପାଇଁ ଟିକେଟ ୫୦ ପ୍ରତିଶତ ଛାଡ କରାଯିବ ବୋଲି ମଧ୍ୟ କହିଛନ୍ତି ।

ତେବେ ଡେଲିଭରି ବୟ ଫିଲ୍ମରେ କଳାକାର ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ସୂର୍ଯ୍ୟମୟୀ ଓ ପ୍ରିୟମ୍ବଦାଙ୍କୁ ମୁଖ୍ୟ ଭୂମିକାରେ ମିଳୁଅଛି । ଆସନ୍ତା ଏପ୍ରିଲ ୭ ତାରିଖ ଦିନ ଓଡିଶାର ବହୁ ଗୁଡିଏ ପ୍ରେକ୍ଷାଳୟରେ ଫିଲ୍ମ ଡେଲିଭରି ବୟ ରିଲିଜ ହେବା ପାଇଁ ଯାଉଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *