BCCI ର ବଡ ନିସ୍ପତି ! ଏହି 2 ଦେଶର ଖେଳାଳୀଙ୍କ ପାଇଁ IPL ହେବ ବ୍ୟାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ୨ ଦେଶର ଖେଳାଳୀ ଖେଳି ପାରିବେ ନାହିଁ IPL! BCCI ଏହି ୨ ଦେଶର କ୍ରିକେଟର ମାନଙ୍କ ଉପରେ ଲଗାଇପାରେ ରୋକ ! ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସଂସ୍କରଣ ମାର୍ଚ ୩୧ ରୁ ଆରମ୍ଭ ହେବା ପାଇଁ ଯାଉଛି । ତେବେ ସବୁ ଦଳ ନିଜ ନିଜର ବେଷ୍ଟ ଦେବା ପାଇଁ ନିଜର ଜୋରଦାର ପ୍ରସ୍ତୁତି ଜାରୀ ରଖିଛନ୍ତି । ଏହା ସହ ପାଖାପକ୍ଷୀ ସମସ୍ତ ଦଳର ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ପହଞ୍ଚି ଯାଇଛି ।

ତେବେ ଭାରତ ଦେଶର ବହୁ ଗୁଡିଏ ସହରରେ ମଧ୍ୟ ମ୍ଯାଚର ଆୟୋଜନ ହୋଇବ ବୋଲି ବ୍ୟବସ୍ଥା ରହିଛି । ତେବେ ଏପରି କିଛି ଦେଶ ରହିଅଛି । ଯେଉଁ ମାନେ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମ୍ଯାଚ ଖେଳିବେ । ତେବେ ଏହାକୁ ନେଇ BCCI ଅସନ୍ତୋଷ ରହିଛି । ତେଣୁ ସେହି ଦେଶ ଗୁଡିକ ଉପରେ କଟକଣା ଲଗାଜୀବ ବୋଲି ବିଚାର କରାଯାଉଛି ।

ତେବେ ବାଙ୍ଗଲାଦେଶ ଓ ଶ୍ରୀଲଙ୍କା ଏହି ୨ ଦେଶ ଉପରେ BCCI ର ଅସନ୍ତୋଷ ଦେଖା ଦେଇଛି । କାରଣ ବାଙ୍ଗାଲଦେଶ ଓ ଶ୍ରୀଲଙ୍କା ବିଳମ୍ବରେ ଆସି ନିଜ ନିଜ ଦଳରେ ଯୋଗ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ BCCI ଏହି ଦେଶର କ୍ରିକେଟ ଦଳ ଉପରେ ସନ୍ତୁଷ୍ଟି ପ୍ରକାଶ କରିପାରୁନାହିଁ । ଯଦି ଏପରି କିଛି ହୁଏ ।

ଏହି ୨ ଦେଶ ତଥା ବାଙ୍ଗାଲାଦେଶ ଓ ଶ୍ରୀଲଙ୍କା ଦେଶର କ୍ରିକେଟ ଟିମଙ୍କୁ ଆଉ IPL ର ମଇଦାନରେ ଦେଖିବାକୁ ନମିଳିପାରେ ବୋଲି ଆଲୋଚନା ସୃଷ୍ଟି ହେଉଛି । ତେବେ ଖାଲି BCCIକାହିଁକି IPLର ମୁଖ୍ୟ କର୍ମକର୍ତ୍ତା ମାନଙ୍କର ମତ ଏପରି କିଛି ମତ ରହୁଛି । ଏହା ଯେ କି ଯଦି ସଠିକ ସମୟରେ IPLର ମ୍ଯାଚରେ ଖେଳାଳୀ ଯୋଗ ନଦେଇ ପାରୁଛତି । ତେବେ ପ୍ରଥମରୁ ପଞ୍ଜୀକରଣ ହିଁ କରନ୍ତୁ ନାହିଁ ।

ତେବେ ଆଗାମୀ ସମୟରେ ଏହା ନିହାତି ଭାବରେ ସ୍ପଷ୍ଠ ହୋଇଯିବ । କି ଯେ ବାଙ୍ଗାଲଦେଶ ଓ ଶ୍ରୀଲଙ୍କାକୁ  IPL ରେ ଚାନ୍ସ ମିଳୁଛି କି ନାହିଁ ।  ମଧ୍ୟ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *