ଗୁମ୍ଫା ଭିତରେ ଆବିର୍ଭାବ ହୋଇଛନ୍ତି ଶହ ଶହ ଶିବଲୀଙ୍ଗ ! ଥରେ ଦେଖିଲେ ଆଖି ଲାଖିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୁମ୍ଫା ଭିତରେ ଆବିର୍ଭାବ ହୋଇଛନ୍ତି ଶହଶ୍ରାଧିକ ଶିବଲିଙ୍ଗ ! ଛତୁ ଫୁଟିଲା ପରେ ଯେଉଁଠାରେ ଦେଖିବ ଖାଲି ଶିବଲୀଙ୍ଗ ହିଁ ଲୀଙ୍ଗ ! ତେବେ କୋରାପୁଟ ଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ଶୈବପିଠଠାରେ ଏକ ଗୁମ୍ଫା ରହିଅଛି । ଯେଉଁ ଗୁମ୍ଫାଟି ଅତୀବ ବଡ ଅଟେ । ତାହା ମଧ୍ୟରେ ଛତୁ ଫୁଟିଗଲା ପରି ସ୍ଥାନ ସ୍ଥାନରେ ଖାଲି ଶିବଲୀଙ୍ଗ ବାହାରିକି ରହିଛନ୍ତି । ତେବେ ଏହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି ।

ତେବେ ଯଦିଓ ଏହି ପୀଠଟି ଏତେ ମାତ୍ରାରେ ପ୍ରସିଦ୍ଧି ଲାଭ କରିପାରିନାହିଁ । ତେବେ ଏହି ଶୈବପିଠର ମହାନତା ଓ ଏଠାରେ ରହିଥିବା ଶହ ଶହ ଶିବଲୀଙ୍ଗ ଦେଖିବାକୁ ଭକ୍ତ ମାନଙ୍କର ଭିଡ ପ୍ରାୟତଃ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏହି ମନ୍ଦିର ପାଖରେ ରହିଥିବା ଗୁମ୍ଫା ମଧ୍ୟରେ ଲୋକ ମାନଙ୍କର ଯାତାୟାତ ମଧ୍ୟ ରହିଅଛି । ସେହି ଗୁମ୍ଫା ମଧ୍ୟରେ ଗୋଟିଏ ପରେ ଗୋଟିଏ ଖାଲି ଶିବଲୀଙ୍ଗ ହିଁ ଦେଖିବାକୁ ମିଳିଥାଏ ।

ପୂଜକ ମାନେ ଗୋଟେ ଗୋଟେ ଶିବଲୀଙ୍ଗ ପାଖରେ ରହି ଶିବପୂଜାରଚନା କରିଥାନ୍ତି । ତେବେ ଏଠାକୁ ମଧ୍ୟ ଭକ୍ତ ମାନଙ୍କର ଭିଡର ସମାଗମ ଦେଖିବାକୁ ଏକ ବିଶେଷତା ରହିଅଛି । କାରଣ ଅନେକ ଭକ୍ତଙ୍କର ବିଶ୍ବାସ ରହିଅଛି । ଏହା କି ଯେ ଏହି ଶିବପୀଠକୁ ଆସି ଏଠାରେ ଥିବା ଶିବଲୀଙ୍ଗ ଦର୍ଶନ କରି ନିଜର ମନସ୍କାମନା ପ୍ରଭୁ ଭୋଳାନାଥକୁ ଜଣାଇବା ଦ୍ଵାରା ନିଜର ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ ।

ତେବେ ନିଜର ମାନସିକ ପୂରଣ ପାଇଁ ତଥା ଶିବ ଦର୍ଶନ କରିବା ନିମନ୍ତେ ଏଠାକୁ ବହୁ ଲୋକଙ୍କର ଯାତାୟାତ ହୋଇଥାଏ । ଖାସ୍ କରି ପ୍ରଭୁ ଶିବଙ୍କର ଜାନିଯାତ୍ରା ତଥା ପୂଜା ପର୍ବ ସମୟରେ ଏଠାକୁ କାହିଁ କାହିଁ ଦୂର ଦୂର ସ୍ଥାନରୁ ମଧ୍ୟ ଭକ୍ତ ଶିବଲୀଙ୍ଗ ଦର୍ଶନ କରିବାକୁ ଧାଇଁଥାନ୍ତି । ତେବେ ଅନେକ ଶିବ ମନ୍ଦିର ମାନଙ୍କରେ ଗୋଟିଏ କିମ୍ବା ୨ ଟି ଶିବଲୀଙ୍ଗ ଦର୍ଶନ କରିବାକୁ ମିଳୁଥିବା ସ୍ଥଳେ ଏହି ସ୍ଥାନରେ ଅନେକ ଛୋଟ ବଡ ଶିବଲୀଙ୍ଗ ଦର୍ଶନ କରିବାର ସୁଯୋଗ ମିଳିଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ ଭଗବାନ ଭୋଳାନାଥଙ୍କର ଭକ୍ତ ହୋଇଥିଲେ, କମେଣ୍ଟରେ ଓମ୍ ନମଃ ଶିବାୟ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *