ରସୁଣ ଖାଉଛନ୍ତି କି ? ଜାଣନ୍ତୁ 5 ଟି ଭୟଙ୍କର କଥା, ନହେଲେ ପଡି ପାରନ୍ତି ଅସୁବିଧାରେ

ବନ୍ଧୁଗଣ ସାଧାରଣତଃ ଖାଦ୍ୟ ତିଆରି ସମୟରେ ଆମେମାନେ ରସୁଣର ବ୍ୟବହାର କରିଥାଉ । ଏହା ଖାଦ୍ୟର ସ୍ଵାଦ ବଢାଇବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ହେଲେ ବନ୍ଧୁଗଣ କଣ ଆପଣ ମାନେ ରସୁଣର ଲାଭ ବିଷୟରେ ଜାଣିଛନ୍ତି, ବନ୍ଧୁଗଣ ଯେଉଁ ବ୍ୟକ୍ତି ସକାଳ ସମୟରେ ଖାଲି ପେଟରେ ଗୋଟିଏ ରସୁଣର ସେବନ କରିଥାଏ ତାର ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ, ରସୁଣ କେଉଁ ପରିସ୍ଥିତିରେ ଲାଭକାରୀ ହୋଇନଥାଏ ଓ ଏହାର ସେବନ କେଉଁ ସମୟରେ କରିବା ଉଚିତ ନୁହେଁ । ଏପରି ସମୟରେ ଯଦି ଆପଣ ରସୁଣ ଖାଉଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ବ୍ୟକ୍ତିର ରକ୍ତରେ ହିମୋଗ୍ଲୋବିନର ପରିମାଣ କମ ରହିଥାଏ ସେମାନେ ରସୁଣର ସେବନ କରିବା ଉଚିତ ନୁହେଁ । କାରଣ ବନ୍ଧୁଗଣ ଏହାର ଅଧିକ ସେବନ ହେତୁ ଆପଣ ମାନଙ୍କୁ ହିମୋଲାଇଟିସ ଏମୋନିଆ ହୋଇପାରେ । ତେଣୁ ବନ୍ଧୁଗଣ ଏହିପରି ପରିସ୍ଥିତିରେ ଆପଣ ଅଧିକ ରସୁଣର ସେବନ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଯେଉଁ ଲୋକମାନଙ୍କର ରକ୍ତଚାପ କମ ଅଛି ସେମାନଙ୍କୁ ରସୁଣର ସେବନ କରିବା ଉଚିତ ନୁହେଁ । କାରଣ ରସୁଣ ଆପଣଙ୍କ ରକ୍ତଚାପକୁ କମ କରାଇଥାଏ ଏବଂ କମ ରକ୍ତଚାପ ହେତୁ ବ୍ୟକ୍ତିର ଜୀବନ ମଧ୍ୟ ଯାଇପାରେ ।

୩. ବନ୍ଧୁଗଣ ଯଦି କୌଣସି ମହିଳା ଗର୍ଭ ନିରୋଧକ ମେଡ଼ିସିନର ସେବନ କରୁଛନ୍ତି ତା ହେଲେ ସେମାନେ ଅଧିକ ରସୁଣର ସେବନ କରିବେ ନାହିଁ । କାରଣ ରସୁଣ ଓ ଗର୍ଭ ନିରୋଧକ ମେଡ଼ିସିନ ଅଧିକ ଖାଇଲେ ଶରୀର ଗରମ ହୋଇଯାଇଥାଏ । ତାହା ଶରୀର ପାଇଁ ହାନିକାରକ ଅଟେ ।

୪. ଯଦି କୌଣସି ମହିଳା ଗର୍ଭବତୀ ଅଛି ତା ହେଲେ ସେମାନଙ୍କୁ ଅଧିକ ରସୁଣର ସେବନ କରିବା ଉଚିତ ନୁହେଁ । କାରଣ ଏହାର ଅଧିକ ସେବନରେ ଏହା ଗର୍ଭପାତ ସମୟରେ ବିପଦ ସୃଷ୍ଟି କରିପାରେ । ଯଦି ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଏପରି କୌଣସି ମହିଳା ଅଛନ୍ତି ତା ହେଲେ ସେମାନଙ୍କୁ ନିଶ୍ଚୟ ଏହାର ସୂଚନା ଦିଅନ୍ତୁ ।

 

୫. ବନ୍ଧୁଗଣ ଯଦି କୌଣସି ଲୋକଙ୍କର ଅଲ୍ସର ଆଦି ସମସ୍ଯା ରହିଛି ତା ହେଲେ ସେମାନଙ୍କ ପାଇଁ ରସୁଣର ସେବନ କରିବା ହାନି କାରକ ହୋଇଥାଏ । ଅଧିକ ରସୁଣର ସେବନ କରିଲେ ସମସ୍ଯା ବଢିପାରେ । ତେଣୁ ଏହି ବିଷୟରେ ଅଧିକ ଧ୍ୟାନ ଦେବା ନିହାତି ଆବଶ୍ୟକ । ତେଣୁ ବନ୍ଧୁଗଣ ଆପଣ ମାନେ ଏଥିପ୍ରତି ସତର୍କ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *