ରହସ୍ୟମୟୀ ଜଙ୍ଗଲ, ଯେଉଁଠି ଭରି ରହିଛନ୍ତି ଖାଲି ନାଗ ହିଁ ନାଗ, ଏମିତି ଖତରନାକ Video ଆଗରୁ ଆପଣ କେବେ ବି ଦେଖି ନଥିବେ

ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ କାହାର ଘରେ ସାପ ବାହାରି ଥିଲେ ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇ ଥାଆନ୍ତି ଏବଂ ଯେଉଁ ଜଂଗଲ ରେ ସେମାନେ ଏହି ସାପ କୁ ଛାଡ଼ନ୍ତି ସେଠାରେ ବିଭିନ୍ନ ପ୍ରକାରର ସାପ ଦେଖା ଯାଆନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା ।

ଘଟଣା ଟି ହେଉଛି ଓଡିଶା ରାଜ୍ୟର । ସେଠାରେ ଗାଁର କିଛି ଘରେ ଖତରନାକ ନାଗ ସାପ ମିଲିଥାଏ । ତେବେ ସେମାନେ ସେ ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥାଆନ୍ତି । ତେବେ ସେ ଆସି ବହୁତ ଆରାମ ରେ ସାପ କୁ ଉଦ୍ଧାର କରନ୍ତି ଏବଂ ତାକୁ ଜଂଗଲ ରେ ନେଇ ଛାଡିଥାଆନ୍ତି । ତେବେ ଏହି ଜଂଗଲ ରେ ବିଭିନ୍ନ ପ୍ରଜାତି ର ସାପ ସବୁ ଦେଖିବାକୁ ମିଳିଥାନ୍ତି ଯେଉଁମାନେ ବହୁତ ଖତରନାକ ଏବଂ ବିଷଧର ଥାଆନ୍ତି ।

ତେଣୁ ଏହି ଜଂଗଲ ରେ କୌଣସି ସାଧାରଣ ଲୋକ ଙ୍କୁ ଯିବା ମନା ଥାଏ କାରଣ ସେମାନଙ୍କ ଜୀଵନ ପ୍ରତି ବିପଦ ରହିଥାଏ । ତେବେ ତାଙ୍କର କହିବା କଥା ହେଉଛି ଏହି ନାଗ ସାପ ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମାନବିକତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ ଅଟେ ।

Leave a Reply

Your email address will not be published. Required fields are marked *