ବୟସ କମ୍ କିନ୍ତୁ ପ୍ରେମ ଜୋର ରାତି ଅଧିଆ ଧରା ପଡ଼ିଲେ ଆଉ ଏବେ ବାହା ହେବା ପାଇଁ ଜୀଦ କରୁଛନ୍ତି ଦୁଇ ଭାଉଣୀ, ଦେଖନ୍ତୁ ଏହି Video

ଦୁଇ ଭଉଣୀ ଦୁଇ ପ୍ରେମିକ କାହାର ବି ହେଇନି ଭୋଟର କାର୍ଡ ଅର୍ଥାତ ଏମାନଙ୍କ ବୟସ କେତେ ଆପଣ ଜାଣି ପାରୁଥିବେ । ରାତି ଅଧରେ ଧରା ପଡିଛନ୍ତି ଏହି 4 ଜଣ ଆଉ ଏବେ ସେହି ଦୁଇ ଭଉଣୀ ବାହା ହେବା ପାଇଁ ଜିଦ ଧରିଛନ୍ତି । ଦୁଇ ଭଉଣୀ ଯାଇ ବସିଛନ୍ତି ପ୍ରେମିକଙ୍କ ଘର ଆଗରେ । ଦୁଇ ଭଉଣୀ ପ୍ରେମିକ ଘର ଆଗରେ ବସି ଧାରଣା ଦେଇଛନ୍ତି । ଗୋଟିଏ ଜିଦ ଆମ ଦୁଇ ଭଉଣୀଙ୍କୁ ସ୍ତ୍ରୀର ମାନ୍ୟତା ଦିଆଯାଉ ଆମକୁ ଘର ଲୋକେ କି ଗାଁ ଲୋକେ ଗ୍ରହଣ କରୁ ନାହାନ୍ତି ।

ବନ୍ଧୁଗଣ ରାତିରେ ଯୁବତୀଙ୍କ ଘରେ ପଶିଥିଲେ ଦୁଇ ଯୁବକ । ଦୁଇ ଯୁବକ ଆଉ ଦୁଇ ଯୁବତୀଙ୍କୁ ଧରି ନେଇଛନ୍ତି ଗାଁ ଲୋକେ । ତା ପରେ ଗାଁ ଲୋକ ସେମାନଙ୍କ ବିରୋଧରେ ଥାନାରେ କେସ ଦେଲେ । ଆଉ ଏବେ ଦୁଇ ଭଉଣୀ ନିଜ ପ୍ରେମିକଙ୍କ ଘର ଆଗରେ ବସି ଧାରଣା ଦେଇଛନ୍ତି । ଧାମ ନଗର ଥାନା ଜୁଡାକୁଣ୍ଟି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି କିଛି ଘଟନା ।

ଏହି ପାଖ ଗାଁର ଦୁଇ ଯୁବକଙ୍କୁ ଦୁଇ ଭଉଣୀ ଭଲ ପାଇ ଆସୁଥିଲେ । ଦୀର୍ଘ ଦୁଇ ବର୍ଷ ହେବ ପ୍ରେମ କରି ଆସୁଥିଲେ । ରବିବାର ଦିନ ବିଳମ୍ବିତ ରାତିରେ ଉଭୟ ନାବାଳକ ନାବାଳିକାଙ୍କ ଘରେ ପଶି ଥିଲେ । ଆଉ ସେହି ସମୟରେ ଗ୍ରାମ ବାସୀ ମାନେ 4 ଜଣଙ୍କୁ ଧରି ଦେଇଥିଲେ ଆଉ ବାନ୍ଧି ଦେଇଥିଲେ । ଏହା ପରେ ପୋଲିସ ଉଭୟ ଯୁବତୀ ଆଉ ଯୁବକଙ୍କୁ ଥାନା ଆଣି ଅପସ ବୁଝାବଣା କରି ଛାଡି ଦେଇଥିଲେ ।

ହେଲେ ବନ୍ଧୁଗଣ ଆଜି ଦୁଇ ଭଉଣୀ ପହଞ୍ଚି ଥିଲେ ପ୍ରେମିକ ମାନଙ୍କ ଘର ଆଗରେ ଧାରଣା ଦେବା ପାଇଁ । ହେଲେ ପୁଅ ଏବଂ ପୁଅର ପରିବାର ଲୋକେ ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ଅନ୍ୟ ପ୍ରେମିକର ଅବସ୍ଥା ବି ସମାନ ତାଙ୍କ ଘରେ ବି ତାଲା ପଡିଛି । ଦୁଇ ଭଉଣୀ ଏଭଳି ଭାବରେ ଘର ସାମ୍ନାରେ ଧାରଣା ଦେଇ ବସି ଛନ୍ତି ଆଉ ତାଙ୍କର ଗୋଟିଏ ଜିଦ ଆମକୁ ସ୍ତ୍ରୀର ମାନ୍ୟତା ଦିଅ ।

କାରଣ ସେମାନଙ୍କୁ ପରିବାର ଲୋକେ ଆଉ ଗାଁ ଲୋକେ ଗ୍ରହଣ କରୁ ନାହାନ୍ତି । ଯଦି ସେମାନଙ୍କୁ ସ୍ତ୍ରୀର ମାନ୍ୟତା ନ ମିଳେ ତା ହେଲେ ସେମାନେ ଜୀବନ ହାରି ଦେବେ ବୋଲି ମଧ୍ୟ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *