ରାତିରେ ଆସି ନେଇଯାଉଛି କଲିଜା ! ଭୟଭୀତ ଗ୍ରାମବାସୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାତିରେ ଆସି ନେଇଯାଉଛି କଲିଜା ! ଘାଇଲା କରିବା ସହ ଶେଷରେ ମାରି ନେଇଯାଉଛି ଜୀବନ ! କିଏ ସେହି ଅଜଣା ଜନ୍ତୁ ଯାହାର ଚେହେରା ଯଦିଓ ସ୍ପଷ୍ଠ ହୋଇପାରିନାହିଁ । ହେଲେ ପୁଣି ଥରେ ମେଣ୍ଢା ମାନଙ୍କ ଉପରେ ପଡିଛି ଚଡକ । ତେବେ କଟକ ଜିଲ୍ଲା କଣ୍ଟାପଡା ଅନ୍ତର୍ଗତ ଗୁଣାଦୋଳ ଗ୍ରାମରେ ଏପରି କିଛି ଖବର ଶୁଣିବାକୁ ମିଳୁଛି । ଯେଉଁଠାରେ କି ରାତିରେ କେଉଁ ଏକ ଅଜଣା ଜନ୍ତୁ ଆସି ମେଣ୍ଢା ମାନଙ୍କର ଜୀବନ ନେଇଯାଉଛି ।

ତେବେ ରାତି ହେଲେ ଗ୍ରାମର ଯେଝା କାମ ସାରି ନିଜ ନିଜ ଘରେ କବାଟ ବନ୍ଦ କରି ଶୋଇପଡୁଛନ୍ତି । ହେଲେ ଯେଉଁ ଲୋକମାନେ ନିଜର ଜୀବିକା ପାଇଁ ମେଣ୍ଢା ରଖି ତା; ର ପ୍ରତିପୋଷଣ କରୁଛନ୍ତି । ଯାହା ଦ୍ଵାରା ମେଣ୍ଢା ଚାଷ କରି ସେମାନେ ଲାଭବାନ ହୋଇପାରିବେ । ସେମାନଙ୍କର ମେଣ୍ଢା ଗୁଡିକ ଗୁହାଳ ଘର ଭିତରେ ରହୁଛି । ତେବେ ରାତ୍ରିର ଶୂନଶାନ ସମୟରେ ଏକ ଅଜଣା ଜନ୍ତୁ ଆସି ମେଣ୍ଢା ମାନଙ୍କୁ ମାରି ସେମାନଙ୍କର ଅନ୍ତବୁଜୁଳା ବାହାର କରିଦେଉଛି ।

ସକାଳୁ ଉଠି ଦେଖିବା ବେଳକୁ ମେଣ୍ଢା ମରିପଡିଛନ୍ତି ବା ସେହି ସ୍ଥାନରେ ଆଉ ମେଣ୍ଢା ମହାନ୍ତି । ତେବେ ମାତ୍ର ୪ ଦିନ ମଧ୍ୟରେ ପାଖାପାଖି ୨୯ଟି ମେଣ୍ଢାଙ୍କର ମୃ-ତ୍ୟୁ ଘଟିଲାଣି । ତେବେ ଏପରି ଏକ ଘଟଣା କିଛି ଦିନ ତଳେ ଶୁଣିବାକୁ ମିଳିଥିଲା । ଯେଉଁଠାରେ କି ଶହ ଶହ ମେଣ୍ଢା ମାନେ ମରିପଡୁଥିଲେ । ତେବେ ପୁଣି ଏକ ଘଟଣା ଶୁଣିବାକୁ ମିଳିଛି ।

ତେବେ ମେଣ୍ଢା ଚାଷୀ ମାନଙ୍କର ଏପରି ଭାବେ ରାତାରାତି ମେଣ୍ଢା ମରିବା ଦେଖି ସେମାନେ ମଧ୍ୟ ବହୁ ଚିନ୍ତିତ ଅବସ୍ଥାରେ ରହିଛନ୍ତି । କାରଣ ସେମାନେ ମଧ୍ୟ ମେଣ୍ଢା ଚାଷ କରି ସେଥିରୁ ଅର୍ଜିତ ଟଙ୍କାରେ ସେମାନେ ନିଜ ଘରର ପ୍ରତିପୋଷଣ କରୁଥିଲେ । ତେବେ ଏଥିପାଇଁ ସରକାରଙ୍କ ନିକଟରେ ମେଣ୍ଢାଚାଷୀ ନିଜର ଗୁହାରୀ ଶୁଣାଇବା ସହିତ ବନକର୍ମଚାରୀଙ୍କୁ ମଧ୍ୟ ଖବର ଜଣାଇଛନ୍ତି । ଯେପରି ରାତିରେ କିଏ ସେହି ଅଜଣା ଜନ୍ତୁ ଆସି ମେଣ୍ଢା ମାନଙ୍କର ଏପରି କ୍ଷତି ଘଟାଉଛି ।

ତାହା ସଠିକ ଭାବରେ ସ୍ପଷ୍ଠ କରି ସେହି ଅଜଣା ଜନ୍ତୁକୁ ଚିହ୍ନଟ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *