‘ଲଜ୍ଜା ନାହିଁ ବିବେକ ନାହିଁ ଗାଡି ଚଳାଉଛ, ତୁମ ମାନଙ୍କ ପାଇଁ ଆଜି ଆମେ…’ କାର ଚାଳକଙ୍କୁ ଅଟକାଇ ଫୁଲ ମାଳ ପିନ୍ଧାଇ ଦେଖନ୍ତୁ କଣ କହିଲେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲଜ୍ଜା ନହିଁ ଗାଡି ଚଳାଉଛ ! ତେବେ ଆଜି ଓଡିଶା ଡ୍ରାଇଭର ମହାସଂଘ ତରଫରୁ  ରାଜ୍ୟବ୍ୟାପୀ ଗାଡି ବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଛି । ଯେଉଁଠାରେ କି ରାସ୍ତାରେ କୌଣସି ଗାଡି ଚାଲିବ ନାହିଁ ବୋଲି ଡ୍ରାଇଭର ଆନ୍ଦୋଳନ କାରୀ ମାନେ ଆନ୍ଦୋଳନ କରିଛନ୍ତି । ଯାହାକୁ କି ସେମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ କହୁଛନ୍ତି । ଯାହା ଦ୍ଵାରା ଡ୍ରାଇଭର ମାନଙ୍କର ଯେଉଁ ସବୁ ଦାବୀ ରହୁଛି ।

ତାହାକୁ ପୂରଣ କରିବା ପାଇଁ ଡ୍ରାଇଭର ଭାଇ ମାନେ ଆନ୍ଦୋଳନ କରିବା ପାଇଁ ଲାଗି ଷ୍ଟିୟରିଂ ଛାଡ କରିଛନ୍ତି । ହେଲେ ଯେଉଁ ଡ୍ରାଇଭର ଭାଇ ମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ସେମାନଙ୍କ ଉପରେ ଅତିଷ୍ଠ ହୋଇ ଆନ୍ଦୋଳନକାରୀ ଭାଇ ଡ୍ରାଇଭର ମାନେ ସେହି ଅମାନିଆ ଡ୍ରାଇଭର ମାନଙ୍କୁ ଲଜ୍ଜା ନାହିଁ । ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଉଥିଲେ ।ସୁଦ୍ଧା ଜଣେ ଡ୍ରାଇଭର ହୋଇ ଅନ୍ୟ ଡ୍ରାଇଭରଙ୍କ ପରି ଆନ୍ଦୋଳନକୁ ସମର୍ଥନ କରୁନାହଁ ବୋଲି ଧିକାର କରି କହିଛନ୍ତି ।

ଏହା ସହ ସେହି ସବୁ ଅମାନିଆ ଡ୍ରାଇଭରଙ୍କର ଗାଡିକୁ ଅଟକାଇ ରଖି ଆନ୍ଦୋଳନକାରୀ ମବେ ସେମାନଙ୍କୁ ଟ୍ୟୁସନ କରିବା ସହ ତାଙ୍କୁ ଗୋଟିଏ ଲେଖାଏଁ ଫୁଲ ହାର ମଧ୍ୟ ପିନ୍ଧାଉଛନ୍ତି । ଗୋଟିଏ ପଟେ ରାଜ୍ୟ ବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରୀ କରାଯାଇଛି । ହେଲେ ସେଥିମଧ୍ୟରୁ ଏପରି ମଧ୍ୟ ବହୁ ଡ୍ରାଇଭର ଅଛନ୍ତି ଯେଉଁ ମବେ ଏହି ଡ୍ରାଇଭରଙ୍କର ଆନ୍ଦୋଳନକୁ ସମର୍ଥନ ନକରିବା ସହ ଆନ୍ଦୋଳନକୁ ସଫଳ କରିବା ପାଇଁ ଦେଉନାହାନ୍ତି ।

ତେବେ ସେଥିପାଇଁ ଅମାନିଆ ଡ୍ରାଇଭର ମାନଙ୍କୁ ଆନ୍ଦୋଳନକାରୀ ମାନେ ଅଟକାଇ ଫୁଲ ହାର ପିନ୍ଧାଇବା ସହ ତମର ଆଜି ଭଳି ଦିନରେ ଗାଡି ଚଳାଇବାକୁ ଧିକ ବୋଲି କହି ନିନ୍ଦା କରିଛନ୍ତି । ତେବେ ଡ୍ରାଇଭର ମହାସଂଘ ତରଫରୁ ସରକାରଙ୍କ ନିକଟରେ ରହିଥିବା କିଛି ବିଶେଷ ଦାବୀକୁ ପୂରଣ କରିବା ପାଇଁ ହିଁ ରାସ୍ତା ଉପରେ ଷ୍ଟିୟରିଂ ଛାଡର ଆନ୍ଦୋଳନ ଡାକରା ଦିଆଯାଇଛି ।

ଏହା ସହିତ ସବୁ ଡ୍ରାଇଭର ଭାଇ ମଧ୍ୟ ଏହି ଡ୍ରାଇଭର ମାନଙ୍କର ଆନ୍ଦୋଳନ ତଥା ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଆହ୍ଵାନ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *