ବର୍ଷାଙ୍କୁ ବାହା ହେବେ ଟୁଙ୍ଗୁରୁ, ନିଜେ ଫୋନ କଲ୍ ରେ ବର୍ଷାଙ୍କୁ କହିଲେ ଏମିତି….ଭାଇରାଲ ହେଲା ବର୍ଷା-ଟୁଙ୍ଗୁରୁଙ୍କ ବାର୍ତ୍ତାଳାପ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବହୁ ଚର୍ଚ୍ଚିତ ଯୋଡି ବର୍ଷା ଏବଂ ଟୁଙ୍ଗୁରୁ ଭୋଳ ଙ୍କ ପ୍ରେମ କାହାଣୀ ବିଷୟରେ ସବୁ ଜାଣିଥିବେ । ତେବେ ବର୍ତ୍ତମାନ ଦୁହିଙ୍କ ର ଏକ କଲ ରେକର୍ଡ ସାମ୍ନା କୁ ଆସିଛି । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ହଁ କଣ କରୁଛୁ । ଏ ଇ ମେଡ଼ିକାଲ ଆସିଥିଲି ବ୍ୟଣ୍ଡେଜ କରିବା ପାଇଁ ହାତଟା । କୋଉଟା ଯୋଉ ହାତଟା ତମ ପାଇଁ କାଟି ଦେଇଛି । କାଟିଲୁ କଣ ପାଇଁ । ଦେଖିଲି ଆଲୋକ ତା ବର୍ଷାକୁ ଛାଡ଼ି କେତେ ସୁନ୍ଦର ସୁଟିଂ କରୁଛନ୍ତି ।

ଆଉ ବର୍ଷା ଇଜତ ଉପରେ ଆଞ୍ଚ ଆସିଲା ଭଳି ସବୁ କମେଣ୍ଟ କରୁଛନ୍ତି । ଏବେ କେଉଁଠି ଅଛୁ । ଏ ମେଡ଼ିକାଲ ପାଖରେ ଅଛି । କୋଉ ହାତଟା କାଟିଛୁ । ଯୋଉଟା କାଟିଲି ତମର କଣ ଅସୁବିଧା । ତମେ ତ ସୁଟିଂରେ ମଜା ନେଉଛ । କଥା ଦେଇ କଥା ରଖି ପାରୁନ । ଓଃ ମୁଁ ଏବେ ଆପଣ ହେଇଗଲି । ମୁଁ ତ ତମେ ବୋଲି କହୁଛି ଆପଣ କେତେବେଳେ କହିଲି । ଛାଡ ଛାଡ ଆଉ କିଛି ନାହିଁ ଆପଣ ହେଇଗଲି ମୁଁ ଆଉ ।

ତମର ସକାଳୁ କଲ କରିବା ପାଇଁ ଏବେ ମନେ ପଡ଼ିଲା କି । ତମର ସକାଳୁ ଏବେ ମନେ ପଡିଲା । ଏ ବର୍ଷା ଆଲୋକ ପାଇଁ ମରିଥିଲେ ଭଲ ହେଇଥାନ୍ତା । ଆଜି ଏତେ ସବୁ ହେବା ପରେ ଖାଇ ପିଇ ମଜା କରି ସାରି ମତେ କଲ କରୁଛ । ମୁଁ ଏବେ ଯାଏ ଖାଇନି । ବୁଝିଲୁ ମତେ ବି ବହୁତ ଭୋକ ହେଲାଣି । ତତେ କହୁଛି ତୋ ହାତରୁ ଯେତିକି ରକ୍ତ ଯାଇଛି ମୋ ପାଖକୁ ଯେତେବେଳେ ଆସିବୁ ତତେ ବହୁତ ବାଡ଼େଇବି ।

ବାପାଙ୍କୁ ଫୋନ କଲି ସେ ୟାଡୁ ସ୍ୟାଡୁ କହିଲେ । ସାନକୁ ଫୋନ କଲି ଯେ ସେ ବ୍ଲକ କରି ଦେଲା । ତମ ପାଖରେ ଥିଲା ନା କଣ । ବାପା ମତେ କହିଲେ କି ତୁ ଯଦି ମୋ ପୁଅ ଠାରୁ ୪ ବର୍ଷ ସାନ ହୋଇଥାନ୍ତି ତେବେ ମତେ ନେଇ ଯାଇ ଥାଆନ୍ତେ । ଆରେ ବାବା ମଦ ପିଇ ଦେଇଥିବେ । ବୋଉ ମତେ ଏବେ ଫୋନ କରିଥିଲା । ଆରେ କିଏ କଣ କହିଛି ବୋଧେ ସେଥି ପାଇଁ ମଦ ପିଇ ଦେଇଛି କିଛି କହିନି ।

ତାକୁ ଯେମିତି ନିଶା ହେଇଛି ମୁଁ ବି କଥା ହେଇ ପାରୁନି । ତମେ କଣ ଚାହୁଁଛ ଏ ବର୍ଷା ମରିଗଲେ ଭଲ । ତୁ ମୋ ଲାଇଫରେ ରହ ତତେ ମୁଁ ବୋହୂ କରିଲି ନେବି । ବାପା କଣ କହିଲେ ଜାଣିଛ କହିଲେ ତମ ପାଇଁ ମୋ ପୁଅ ଆଜି ଏହି ଭଳି । ତୁ ବାପାଙ୍କ କଥା ଶୁଣୁନି । ତାଙ୍କୁ ନିଶ ହେଇ ଯାଇଛି । ତମେ ମତେ କଲ କଣ ପାଇଁ କରୁନ । ତମକୁ କଣ ସମୟ ହେଉ ନାହିଁ । ତତେ ମୁଁ ସକାଳେ ଫୋନ କଲି ତୁ ଉଠାଇଲୁନି ।

ଦୁଇ ତିନି ଥର କଲ କଲି ବିରକ୍ତ ହୋଇ ଆଉ କଲ କଲିନି । ଭାବିଲି ଶୋଇ ପଡ଼ିଥିବ ନା କଣ । ଯଦି ଏତେ ଭଲ ପାଉଛ ମତେ ସାରା ଦୁନିଆକୁ କାହିଁକି ଏମିତି କହୁଛ । କଣ ପାଇଁ ମୋ ଇଯତ ଉପରେ ଆଞ୍ଚ ଆସିଲା ଭଳି କଥା କହୁଛ । ତମେ ଯଦି ହାତ ଗୋଡ଼ କାଟିବ ତମକୁ ବର୍ଷାର ଭଲ ପାଇବା ରାଣ ।

ତାପରେ ଟୁଙ୍ଗୁରୁ ବାପା ଙ୍କ ସହିତ କଥା ହେଉଥିଲେ ବୋଲି ଟୁଙ୍ଗୁରୁ କହିଲେ ଶଶୁର ଆଉ ବୋହୂ ଭଲ କଥା ହେଉଛ । ସେ କହିଥିଲେ ତୁ ବ୍ୟସ୍ତ ନ ହୋଇ ଧର୍ଯ୍ୟ ରଖେ ସବୁ ଠିକ୍ ହୋଇଯିବ । ଆଉ ଫୋନ ରେ କଥା ହେଉଥିବା ବେଳେ ଟୁଙ୍ଗୁରୁ ଭୋଳ ବାହା ହେବେ ବୋଲି କହିଥିଲେ । ତେବେ ବର୍ତ୍ତମାନ ଏହି କଲ ରେକର୍ଡ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *