ଧରା ପଡିଗଲା Tunguru ର ସବୁ ମିଛ, ଏବେ କାନ୍ଦି କାନ୍ଦି ବର୍ଷାକୁ କହିଲା..ତତେ ଭଲ ପାଉଛି ତତେ ବାହା ହେବି, ମୁଁ ହୀରୋ ହେଲା ଅପରେ ଆମେ ଦୁହେଁ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ଷା ପ୍ରମାଣ କରିଦେଲେ ଯେ,ସେ ବୟସ ରେ ବଡ଼ ହେଲେ କଣ ହେଲା ସେ ଯେମିତି ପ୍ରେମ କରୁଥିଲେ ଟୁଙ୍ଗୁରୁ ଭୋଳ ସେମିତି ପ୍ରେମ କରୁଥିଲା ବର୍ଷା ଙ୍କୁ । କିନ୍ତୁ ଗଣ ମାଧ୍ୟମ ଆଗରେ କାହିଁକି ମିଛ କହୁଥିଲେ ଟୁଙ୍ଗୁରୁ ଭୋଳ? ଯାହାକି ଏବେ ପ୍ରମାଣ ହୋଇଯାଇଛି ଯେ, ଟୁଙ୍ଗୁରୁ ଭୋଳ ପାଗଳ ଙ୍କ ଭଳି ପ୍ରେମ କରୁଥିଲେ ବର୍ଷା ଙ୍କୁ । ଏବେ କିଛି ଚର୍ଚ୍ଚା ହେଉଛି ଆଉ କିଛି ଘଟଣା ଏଭଳି ସାମ୍ନା କୁ ଆସିଛି

ଯେଉଁଥିରେ ପ୍ରମନା ହୋଇଯାଇଛି ଯେ, ଟୁଙ୍ଗୁରୁ ପାଗଳ ଙ୍କ ଭଳି କାନ୍ଦୁଛନ୍ତି ଏବଂ ପାଗଳ ଙ୍କ ଭଳି କହୁଛନ୍ତି “ବର୍ଷା ମୁଁ ତତେ ବହୁତ ଭଲ ପାଏ । ତୁ ଯଦି ହାତ କାଟି ଦେବୁ ତାହେଲେ ମୁଁ ମୋ ଶରୀରର ଶିର ଓ ଗୋଡ଼ହାତ ସବୁ କାଟି ଦେବି । ତୋ ପାଇଁ ମୁଁ ଜୀବନ ଦେଇ ଦେବି । ତୁ କେବଳ ମୋର । ବର୍ଷା ଓ ଟୁଙ୍ଗୁରୁ ଜୀବନ ସାରା ଏକ ହୋଇ ରହିବେ । ତୁ ଚିନ୍ତା କରନି ତତେ ମୁଁ ବାହା ହୋଇ ଘରକୁ ଆଣି ଦେବି । ”

ଏଭଳି କିଛି ଚର୍ଚ୍ଚା ହେଉଛି ଯାହାକି ଟୁଙ୍ଗୁରୁ ଭୋଳ ବର୍ଷା ଙ୍କୁ କାନ୍ଦି କାନ୍ଦି କହୁଛନ୍ତି । କିନ୍ତୁ ଗଣ ମାଧ୍ୟମ ଆଗରେ ଟୁଙ୍ଗୁରୁ ଭୋଳ କାହିଁକି କହିଲେ ଯେ, ସେ ହେଉଛନ୍ତି ମୋର ଭାଉଜ ଏବଂ ତାଙ୍କ ସହିତ ମୁଁ କଥା ହେଉଥିଲି କିନ୍ତୁ କୌଣସି ସଂପର୍କ ନଥିଲା । ତାଙ୍କର କୌଣସି ଅନୁଭବ ନଥିଲା କି ସେ ପ୍ରେମ କରୁ ନଥିଲେ । ବର୍ଷା କୁଆଡ଼େ ଏକ ତରଫା ପ୍ରେମ କରୁଥିଲେ ।

ଏଭଳି କାହିଁକି କହୁଥିଲେ ଟୁଙ୍ଗୁରୁ ଭୋଳ? ଯେତେବେଳେ କି ଏବେ ସାମ୍ନା କୁ ଆସିଛି ଘଟଣା ଯେ, ଟୁଙ୍ଗୁରୁ ଭୋଳ କାନ୍ଦୁଛନ୍ତି ଏବଂ ଛଟପଟ ହେଉଛନ୍ତି ବର୍ଷା ଙ୍କ ସହିତ କଥା ହେବା ପାଇଁ । ଏବେ ସେ ସିଧାସଳଖ ବର୍ଷା ଙ୍କୁ କହିଛନ୍ତି ଯେ, ସେ ତାଙ୍କ ହାତ ଧରି ତାଙ୍କୁ ବାହା ହେବେ ଏବଂ ଘରକୁ ଆଣିବେ । ଟୁଙ୍ଗୁରୁ ଭୋଳ ଙ୍କ ମିଛ ଧରା ପଡ଼ି ଯାଇଛି ।

ତେବେ ଟୁଙ୍ଗୁରୁ ଏହା ମଧ୍ୟ ବର୍ଷା ଙ୍କୁ କହିଛନ୍ତି ଯେ, ସେ ଆଗକୁ ବାହା ହେବାକୁ ଯାଉଛନ୍ତି । ଏହା ସହିତ ବର୍ତ୍ତମାନ ସରିଛି ଟୁଙ୍ଗୁରୁ ଭୋଳ ଙ୍କ ଗୋଟିଏ ଫିଲ୍ମ ର ସୁଟିଂ । ଏଭଳି ପରିସ୍ଥିତି ରେ ବର୍ଷା ଟୁଙ୍ଗୁରୁ ଙ୍କୁ କହିଛନ୍ତି ଯେ, “ତୁମେ ଫିଲ୍ମ କରି ନାଁ କରୁଛ କିନ୍ତୁ ମୋ ନାଁ କୁ ତୁମେ କାହିଁକି ବଦନାମ କରିଲ ।

ମୋତେ ଭାଉଜ କହି ମୋ ପ୍ରେମ କୁ କାହିଁକି ଆଡ଼େଇ ଦେଲ ଏବଂ କାହିଁକି ମୋ ପ୍ରେମ କୁ ଗ୍ରହଣ କରିଲ ନାହିଁ । ” ଟୁଙ୍ଗୁରୁ ଏବେ କହୁଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ଭଲ ପାଆନ୍ତି ଏବଂ ସେ ତାଙ୍କୁ ହିଁ ବାହା ହେବେ । ସାରା ଦୁନିଆ ଦେଖିବ ବର୍ଷା ଓ ଟୁଙ୍ଗୁରୁ ଏକ ହୋଇ ବିବାହ କରିବେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *