ଏମାନେ ନିକଟରେ ମୃତ୍ୟୁ ବରଣ କରିଥିବା ଲୋକପ୍ରିୟ ଓଡିଆ Celebrity, ଯାହାଙ୍କୁ ଆଜି ବି ଝୁରୁଛି ସିନେ ଜଗତ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ କି ଦର୍ଶକ ଙ୍କ ହୃଦୟରେ ରାଜ କରି ଆସିଛନ୍ତି । ତେବେ କିଛି ବିଶିଷ୍ଟ ଅଭିନେତା ଏବଂ ଅଭିନେତ୍ରୀ ଆଜି ଆମ୍ଭ ମାନଙ୍କ ଗହଣରେ ଉପସ୍ଥିତ ନାହାଁନ୍ତି । ତାଥାପି ସେମାନେ ଏଭଳି ଛବି ପରଦାରେ ଛାଡି ଯାଇଛନ୍ତି ଯାହାକୁ ଭୁଲିବା ଅସମ୍ଭବ । ତେବେ ଆସନ୍ତୁ ଆଜି ଆମ୍ଭେ ଜାଣିବା ଯେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର କେଉଁ କେଉଁ ଅଭିନେତା ତଥା ଅଭିନେତ୍ରୀ ମାନେ ମୃ-ତ୍ୟୁ ବରଣ କରିଛନ୍ତି ? ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଅଜିତ ଦାସ, ଗତ କିଛି ଦିନ ପୂର୍ବେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି ।

୨;- ବିଜୟ ମହାନ୍ତି, କିଛି ମାସ ପୂର୍ବ ରୁ ବିଜୟ ମହାନ୍ତି ହୃଦଘାତ ରେ ମୃ-ତ୍ୟୁ ବରଣ କରିଛନ୍ତି ।

୩;- ହର ପଟ୍ଟନାୟକ, ଓଡିଆ ଚଳଚିତ୍ର ଜଗତରେ ଖଳନାୟକ ହର ପଟ୍ଟନାୟକ ବ୍ଲ-ଡ଼ କ୍ୟାନ୍ସର ରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

୪;- ମୀନକେତନ, କିଛି ବର୍ଷ ପୂର୍ବ ରୁ ମୀନକେତନ ବିଭିନ୍ନ ରୋଗରେ ପୀଡିତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି ।

୫;- ଦେବୁ ଭୋଷ, ଏହି ବିଶିଷ୍ଠ ଅଭିନେତା ବିଭିନ୍ନ ରୋଗରେ ପୀଡିତ ହୋଇ ହୃଦଘାତ ରେ ମୃ-ତ୍ୟୁ ବରଣ କରିଛନ୍ତି ।

୬;- ରୁନୁ ଅପା, ସେ ମଧ୍ୟ କିଛି ବର୍ଷ ପୂର୍ବେ ହୃଦଘାତ ରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

୭;- ନିକିତା, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ନିକିତା ଛାତ ଉପରୁ ଡେଇଁ ଆ-ତ୍ମ-ହ-ତ୍ୟା କରିଥିଲେ ।

୮;- ଦୀପା ସାହୁ, ଏହି ଅଭିନେତ୍ରୀ ଜଣକ ଆଲବମ ରେ ଅଭିନୟ କରି ବହୁତ ଅଳ୍ପ ସମୟରେ ସମସ୍ତଙ୍କ ହୃଦୟରେ ଘର କରି ବସିଥିଲେ । କିଛି ମାସ ପୂର୍ବ ରୁ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି ।

୯;- ସଲିଲ ମିତ୍ରମ, ଓଡିଆ ଇଣ୍ଡଷ୍ଟ୍ରୀ ର କମେଡିଆନ ସଲିଲ ମିତ୍ରମ ସଡକ ଦୁର୍ଘଟଣା ରେ ନିଜ ଜୀବନ ହରାଇଛନ୍ତି ।

୧୦;- ଅନିତା ଦାସ, କିଛି ବର୍ଷ ପୂର୍ବ ରୁ ବିଭିନ୍ନ ରୋଗ ରେ ପୀଡିତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି ।

୧୧;- ରାଜା ପଟ୍ଟନାୟକ, ଓଡିଆ ସିରିୟଲ ରେ ବିଚକ୍ଷଣ ଅଭିନୟ କରୁଥିବା ରାଜା ବ୍ରିଜ ତଳକୁ ଡେଇଁ ଆ-ତ୍ମ-ହ-ତ୍ୟା କରିଥିଲେ ।

୧୨;- ରାଇମୋହନ ପରିଡା, ଖଳନାୟକ ଭୂମିକାରେ ଅଭିନୟ କରିଥିବା ରାଇମୋହନ ପରିଡା ଙ୍କୁ କିଏବା ନ ଜାଣନ୍ତି ? ରାଇମୋହନ ମାନସିକ ଭାରସାମ୍ୟ ହରାଇ ନିଜ ବାସଭବନ ଉଦୟପୁର ରେ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ରାଇମୋହନ ଙ୍କ ପରଲୋକ ଯାତ୍ରା ଜଗତ ଏବଂ ଓଡିଆ ଇଣ୍ଡଷ୍ଟ୍ରୀ ନିମନ୍ତେ ଏକ ଅପୂରଣୀୟ କ୍ଷତି ଅଟେ । ତେବେ ବନ୍ଧୁଗଣ ଏହି ମର୍ମାହତପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *