ଏହି ଗାଁରେ ହେଉଛି ସାପ ଚାଷ ! ବର୍ଷକୁ ଉତ୍ପାଦନ ହେଉଛି 3 ନିୟୁତ ସାପ, ଯେଉଁଥିରେ ପ୍ରସ୍ତୁତ ହୁଏ ସ୍ନାକ୍ସ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାପ ଚାଷ ପାଲଟିଲା ଶିଳ୍ପ ! ବହୁ ଲୋକ ସାପଚାଷ କରି ହେଉଛନ୍ତି ଲାଭବାନ ! ତେବେ ହଁ ବନ୍ଧୁଗଣ ଏହା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି ! ସାପ ନାମ ଶୁଣିଲେ ବା ସାପକୁ ଦେଖିଲେ ହିଁ ସାଧାରଣ ଲୋକମାନେ ବହୁ ମାତ୍ରରେ ଭୟଭୀତ ହୋଇଯାଇଥାନ୍ତି । ତେବେ ଫଳପରିବା ଚାଷ ବିଷୟରେ ତ ଆପଣ ମାନେ ବହୁତ ଶୁଣିଥିବେ । ତେବେ ସାପ ଚାଷ କରି ମଧ୍ୟ ଲୋକେ ନିଜର ପରିବାରର ପ୍ରତିପୋଷଣ କରୁଛନ୍ତି ।

ତେବେ ଏପରି ଏକ ଆଶ୍ଚର୍ଯ୍ୟ କରୁଥିବା ଭଳି ଖବର ଚୀନର ଏକ ଛୋଟ ଗାଁ ଜେସିକ୍ୟୁ ନାମକ ଅଞ୍ଚଳରୁ ଶୁଣିବାକୁ ମିଳିଛି । ତେବେ ସେଠାରେ ବାସବାସ କରୁଥିବା ପ୍ରାୟତଃ ୯୦ ଭାଗ ଲୋକ ସାପ ଚାଷକୁ ଆପଣାଇ ନେଇଛନ୍ତି । ତେବେ ବର୍ଷକୁ ପ୍ରାୟ ୩ ନିୟୁତ ସାପ ଉତ୍ପାଦନ କରାଯାଇଥାଏ । ତେବେ ଏହି ସାପ ଚାଷ କରି ସେଠିକାର ବାସିନ୍ଦା ମାନେ ସାପର ମାଉଁସ ବିକ୍ରି କରିଥାନ୍ତି । ସେହି ସାପର ମାଉଁସରୁ ସ୍ନାକ୍ସ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ତେବେ ଯାହାକି ଚୀନ ଦେଶର ସାପ ମାଉଁସର ବହୁତ ଅଧିକ ଚାହିଦା ରହିଛି । ତେବେ ଖାଲି ସାପ ମାଉଁସ ନୁହେଁ ବଂର ସାପରରୁ ବାହାରୁଥିବା ବିଶକୁ ମଧ୍ୟ ବ୍ୟବସାୟ କରି ସ୍ଥାନୀୟ ଲୋକେ ବହୁତ ଲାଭବାନ ହୋଇପାରିଥାନ୍ତି । ତେବେ ସାପ ଚାଷ କରି ସାପର ଚମଡା ଓ ମାଉଁସକୁ ବକ୍ରୀ କରି ଚୀନ ଦେଶରେ ଥିବା ଜିସିକ୍ୟୁ ନାମକ ଗାଁର ଲୋକମାନେ ନିଜର ପରିବାର ଚଳାଇଥାନ୍ତି ।

ତେବେ ଏଠାରେ ବହୁ ପରିମାଣରେ ସାପ ଚାଷ କରାଯାଉଥିବାରୁ ଏହି ଜିସିକ୍ୟୁ ନାମକ ଏରିଆର ନାମକୁ ସାପ ଗ୍ରାମ ବୋଲି ମଧ୍ୟ କୁହାଯାଇଥାଏ । ବିଶ୍ଵରେ ସାପ ଗ୍ରାମ ନାମରେ ଏହି ଅଞ୍ଚଳ ବହୁତ ପ୍ରସିଦ୍ଧ ଅଟେ । ଗୋଟିଏ ପ୍ରକାର ନୁହେଁ ବଂର ବିଭିନ୍ନ ପ୍ରକାର ବିଷଧର ତଥା ଭଳିକି ଭଳିକି ସାପ ଚାଷ ଏଠାରେ କରାଯାଇଥାଏ । ତେବେ ନିଜର ଖୁସି ପାଇଁ କେବଳ ନୁହେଁ ।

ଏହି ସାପ ଚାଷ ତଥା ସାପ ବ୍ୟବସାୟ ଏଠାକାର ଲୋକଙ୍କୁ ରୋଜଗାର ପନ୍ଥା ଦେବା ସହ ଲାଭବାନ କରାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *