ବର୍ଷା ତୁ ଆସେ, ଆମେ ଜେଲରେ ବାହା ହୋଇଯିବା, ସବୁକିଛି ଛାଡି ମୁଁ କେବଳ ତୋର ହେଇଯିବି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଟୁଙ୍ଗୁରୁ ଭୋଳ ବର୍ତ୍ତମାନ ଜେଲରେ ଅଛନ୍ତି ୩ ଦିନ ହେବ । ଏବଂ ବର୍ଷା ପାଇଁ ଝଋପଡୁଛି ଟୁଙ୍ଗୁରୁ ଆଖିରୁ ଲୁହ । ବର୍ଷାକୁ ଦୁଷ୍କର୍ମ କରିଥିବା ନେଇ ଭରତପୁର ଥାନା ପୋଲିସ ଟୁଙ୍ଗୁରୁ କୁ ଦୁଷ୍କର୍ମ କରିଛି । ବର୍ଷା କୁ ଦୁଷ୍କର୍ମ କରିଥିବା ନେଇ ଥାନା ରେ ଏତଲା ହୋଇଥିଲା । ବର୍ଷା ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ ଯେ ଟୁଙ୍ଗୁରୁ ତାଙ୍କ ସହିତ ପ୍ରତାରଣା କରିଛି ।

ଅଟୋରେ ବସାଇ ପ୍ରେମ କରୁଥିଲା ଆଉ ଯେତେବେଳେ ତାହାର ମନ ଭରିଗଲା, ସେତେବେଳେ ସେ ଛାଡି ପଳାଇଲା । ବର୍ତ୍ତମାନ ତାଙ୍କୁ ବିବାହ କରିବେ ବୋଲି କହି ଥାନା ଆଗରେ ଧାରଣା ଦେଇଥିଲେ ବର୍ଷା । ବର୍ଷାଙ୍କର ଏହିଭଳି ଅଭିଯୋଗ ପରେ କ୍ୟାମେରା ସାମ୍ନାରେ ଆସିଥିଲେ ଟୁଙ୍ଗୁରୁ ଭୋଳ । ଆଉ ସେ କହିଥିଲେ ଯେ ବର୍ଷା ତାଙ୍କୁ ଘରେ କିଇଡନାଆପ କରି ରଖିଥିଲେ ବୋଲି ।

ଆଉ ଏହାର କିଛିଦିନ ପରେ ବର୍ଷା ଏବଂ ଟୁଙ୍ଗୁରୁ ଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ଏବଂ ରାତାରାତି ଷ୍ଟାର ହୋଇଯାଇଥିଲା ଟୁଙ୍ଗୁରୁ । ଆଉ ବର୍ତ୍ତମାନ ଜେଲ ଭିତରେ ରହି କାନ୍ଦୁଛନ୍ତି ଟୁଙ୍ଗୁରୁ ଭୋଳ । ମନେ ମନେ ସେ ଚିନ୍ତା କରୁଛନ୍ତି ଯେ ସମାଜ କୁ ଆଡେଇ ମୁଁ ବର୍ଷା ଙ୍କ ମଥାରେ ସିନ୍ଧୁର ଦେବି ।

ତଥା ତାକୁ ନିଜର କରିବି ଏବଂ ବର୍ଷା ଙ୍କୁ କହିଛନ୍ତି ଯେ ୩ ଦିନ ହେବ ମୁଁ ଜେଲରେ ଅଛି ତୁମ କଥା ବହୁତ ମନେ ପଡୁଛି । ଚାରି କାନ୍ଥ ଭିତରେ ସେ ଏକା ରହିଯାଇଛନ୍ତି ଏବଂ ବର୍ଷା କଥା ବହୁତ ମନେ ପଡୁଛି ବୋଲି କହିଛନ୍ତି ଟୁଙ୍ଗୁରୁ । ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଇଚ୍ଛା ହେଉଛି ତତେ ବିବାହ କରିଯିବାକୁ । ନିଜର କରି ନିଜ ପାଖରେ ରଖିବାକୁ ତେବେ ବର୍ଷା ଙ୍କୁ କହିଛନ୍ତି ଯେ ତୁ ପଳାଇ ଆସେ ଆମ୍ଭେ ବିବାହ କରିନେବା । କେବେ ମଧ୍ୟ ଛାଡି ଯିବି ନାହିଁ ।

ତେବେ ଏଭଳି ଚିନ୍ତା ଧାରା ବୋଧ ହୁଏ ଏଥିପାଇଁ ଆସୁଥିବ ଯେ ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ଜେଲରେ ଅଛନ୍ତି । ଯଦି ତାଙ୍କର ବର୍ଷା ଙ୍କୁ ବିବାହ କରିବାକୁ ଥାଆନ୍ତା ତେବେ ସେ କେବେଠାରୁ କରିସାରନ୍ତି । ତେବେ ଦେଖାଯାଉ ଆଗକୁ ଏହି ଘଟଣା କେଉଁ ମୋଡ ନେଉଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *