‘ମୁଁ ଶବରୀ ନୁହେଁ, ହେଲେ ଲୁହରେ ଆଜି ମୋ ରାମଚନ୍ଦ୍ରଙ୍କ ପାଦ ଧୋଇଦେବି…’ Arun Govil ଙ୍କୁ ଭଗବାନ ରାମ କହି ପାଦ ତଳେ ପଡିଗଲେ ମହିଳା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଭାରତବର୍ଷ ରେ ଏହି ଭି-ଡି-ଓ ଟି ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ର ପାଲଟିଛି । ତଥା ସମସ୍ତେ ବାରମ୍ବାର ଏହି ଭିଡିଓ କୁ ମୋବାଇଲ ଫୋନ ରେ ଦେଖୁଛନ୍ତି । ଆଉ ସେମାନେ ଦେଖୁଛନ୍ତି ଏହି ମହିଳାଙ୍କର ଭକ୍ତି ଙ୍କୁ । ଗୋଡତଳେ ପଡିଯାଇଛନ୍ତି ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭଗବାନ ରାମଚନ୍ଦ୍ର ଙ୍କର ଚରିତ୍ର ନିର୍ବାହ କରିଥିବା ଶ୍ରୀ ଅରୁଣ ଗୋବିଲ, ଯେ କି ଭଗବାନ ରାମଚନ୍ଦ୍ର ଙ୍କ ଚରିତ୍ର କୁ ଉତାରି ଥିଲେ ରାମାନନ୍ଦ ସାଗର ଙ୍କ ରାମାୟଣରେ ।

ଆଉ ଏହା ଥିଲା ଏଭଳି ଏକ ସିରିୟଲ ଯାହା କି କୋଭିଡ ସମୟରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା । ୮୦ ଦଶକରେ ନିର୍ମିତ ହୋଇଥିବା ଏହି ରାମାୟଣ   ଟିଭି ସିରିୟଲରେ ରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଅରୁଣ ଗୋବିଲ । ଆଉ ଏହି ସମୟରେ ଦର୍ଶକଙ୍କୁ ହୃଦୟରେ ବସାଇ ରଖିଥିଲେ ଏହି ଟିଭି ସିରିୟଲ କୁ । ତେବେ ଏହି ଟିଭି ସିରିୟଲ ୮୦ ଦଶକ ର ନୁହେଁ ବରଂ ବର୍ତ୍ତମାନ ମଧ୍ୟ ଅନେକ ଗୁଞ୍ଜରଣ ସୃଷ୍ଟି କରୁଛି ସମଗ୍ର ଦେଶରେ ।

ତେବେ କୋଭିଡ ସମୟରେ ରାମାୟଣ କୁ ପୁନ୍ନର୍ବାର ପ୍ରସାରଣ କରାଯାଇଥିଲା । ଆଉ ଡିଡି ୱାନ ରେ ଏହା ଏଭଳି ଏକ ସିରିୟଲ ଥିଲା । ଯାହା ସମସ୍ତ ସିରିୟଲର TRP କୁ ପଛରେ ପକାଇ ଦେଇଥିଲା । ସମ୍ଭାସୀ ନଗର ଏୟାରପୋର୍ଟ ରେ ଏତେବେଳେ ଅରୁଣ ଗୋବିଲ ଆସୁଥିଲେ ନିଜ ପତ୍ନୀ ଙ୍କ ସହିତ।, ସେହି ସମୟରେ ଏହି ମହିଳା ଜଣଙ୍କ ଚାଲି ଆସିଥିଲେ ଏବଂ ଆଖିରୁ ଧାର ଧାର ହୋଇ ଲୁହ ବାହାରି ଆସିଥିଲା ।

ନିଜର ଭାବବେଗ କୁ ସେ ଅଟକାଇ ପାରି ନଥିଲେ । ଆଉ ତାଙ୍କ ଆଖିର ଲୁହରେ ଗୋଡ ଧୋଇ ପକାଇଥିଲେ ତାଙ୍କ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର । ରାମଚନ୍ଦ୍ର ଙ୍କ ଚରିତ୍ର କୁ ଏତେ ଜୀବନ୍ତ ଭାବରେ ସେ ଉପସ୍ଥାପିତ କରିଥିଲେ ଯେ ଏଭଳି ଏକ ଚରିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କେହି ମଧ୍ୟ ଉପସ୍ଥାପିତ କରି ନାହାଁନ୍ତି । ସେଥିପାଇଁ ଭକ୍ତଙ୍କ ହୃଦୟ ଆଜି ବ୍ୟାକୁଳ ହୋଇଯାଇଅଛି ।

ଯେତେ ମନା କରିଲେ ମଧ୍ୟ ଶୁଣି ନଥିଲେ ଏହି ମହିଳା ଜଣଙ୍କ । ଆଉ ପରିଶେଷରେ ମହିଳା ଙ୍କ ଭକ୍ତି ଙ୍କୁ ଦେଖି ଅରୁଣ ଗୋବିଲ ଙ୍କ ଆଖିରୁ ମଧ୍ୟ ଲୁହ ଚାଲି ଆସିଥିଲା । ମହିଳା ଙ୍କ ସହିତ ତାଙ୍କ ସ୍ଵାମୀ ମଧ୍ୟ ପାଦ ଧରି ପକାଇଥିଲେ ଅରୁଣ ଗୋବିଲ ଙ୍କର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୂ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *