‘ମୋର ସବୁ ଯାକ ଖରାପ ଭିଡିଓ ଟୁଙ୍ଗୁରୁ ତାର ମୋବାଇଲେରେ ରଖିଛି…ଅନ୍ୟ ମାନଙ୍କୁ ଦେଖାଇଥାନ୍ତା..ମୁ ତାକୁ…’ Tunguru ର ଅସଲ ଚେହେରା ଖୋଲିଲେ ବର୍ଷା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ଷା କହିଛନ୍ତି ଯେ, ଟୁଙ୍ଗୁରୁ ବର୍ଷା ଙ୍କର ଖରାପ ଭି-ଡି-ଓ ଗୁଡିକ ଗୋଟିଏ ଆପ କରି ସେଥିରେ ଲକ କରି ରଖନ୍ତି । ଟୁଙ୍ଗୁରୁ ଯାହା ବର୍ଷା ଙ୍କ ନାମ ରେ ଅଭିଯୋଗ କରି ମି-ଡି-ଆ ଆଗରେ ସଫେଇ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି ବର୍ଷା । ବର୍ଷ ଜବରଦସ୍ତି ଫୋଟ ଉଠାଇବା କଥା କହିନଥିଲେ । ଖରାପ ଭି-ଡି-ଓ ମୋବାଇଲ ରେ ଟୁଙ୍ଗୁରୁ ରଖିଥିବାରୁ ବର୍ଷା ତାଙ୍କ ମୋବାଇଲ ଭାଙ୍ଗି ଦିଅନ୍ତି ବୋଲି କହିଥିଲେ ।

ମାତ୍ର ଏହି କଥା କେହି ଏ ପର୍ଯ୍ୟନ୍ତ ଜାଣି ନାହାଁନ୍ତି ଯେ କ’ଣ ପାଇଁ ମୋବାଇଲ ଭାଙ୍ଗନ୍ତି ବର୍ଷା । ତେବେ ଅନ୍ତରଙ୍ଗ ର ଭି-ଡି-ଓ ଅନ୍ୟକୁ ଦେଖାଇବା ନିମନ୍ତେ ଏହିଭଳି ମୋବାଇଲ ରେ ଆପ ଭିତରେ ଲୁଚାଇ ରଖିଥିଲେ ଟୁଙ୍ଗୁରୁ । ବର୍ଷା କହିଛନ୍ତି ଯେ ଟୁଙ୍ଗୁରୁ କାହା ପାଇଁ ଷ୍ଟାର ହେଲେ ? ବର୍ଷା ଭୋଳ ହିଁ ଟୁଙ୍ଗୁରୁ ଭୋଳ କୁ ଷ୍ଟାର କରିଛି । ତାଙ୍କ ବାପା ମା’ ମଧ୍ୟ ଷ୍ଟାର କରି ନାହାଁନ୍ତି ।

କାରଣ ବର୍ଷା ଯାଇ ସମସ୍ତ କଥା ମି-ଡି-ଆ ଆଗରେ ଯାଇ ବଖାଣି ହୋଇ କହିଲେ । କିନ୍ତୁ ଟୁଙ୍ଗୁରୁ ବର୍ଷା ଙ୍କ ଚରିତ୍ର କୁ ଆଙ୍ଗୁଠି ଉଠାଇ ମିଛି ମିଛ ବୋଲି କହିକି ମୋ ନାମ ବଦନାମ କରିଲେ ।ମାତ୍ର ଯଦି ବର୍ଷା ମି-ଡି-ଆ ସାମ୍ନା କୁ ଯାଇନଥାନ୍ତେ ତେବେ ଟୁଙ୍ଗୁରୁ ଙ୍କୁ ଷ୍ଟାର କିଏ ବନାଇଥାନ୍ତା ବୋଲି ବର୍ଷା ପ୍ରଶ୍ନ କରିଛନ୍ତି ?

ଟୁଙ୍ଗୁରୁ ସେହି ହାଜତ ଭିତରେ ରହି ଜେଲ କୁ ଯାଇଥାନ୍ତେ ଅଥବା ଜେଲ ରୁ ଯାଇ କିଛି ସମାଧାନ ହୋଇ କଥାରେ କଥା ରେ ପଳାଇ ଆସିଥାନ୍ତେ । ମାତ୍ର ବର୍ଷା ମି-ଡି-ଆ ଆଗରେ ଯାଇ ସବୁ କଥା କହିବାରୁ ଟୁଙ୍ଗୁରୁ ଚର୍ଚା ରେ ଆସି ଷ୍ଟାର ବନିଲେ । ବର୍ଷା ବାରମ୍ବାର କହିଛନ୍ତି ଯେ ବର୍ଷା ଭୋଳ ଲାଗି ଟୁଙ୍ଗୁରୁ ଭୋଳ ଷ୍ଟାର ହେଲେ ।

କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଏହି ଗୋଟିଏ ପ୍ରସଙ୍ଗ କୁ ନେଇ ଆଉ କେତେ ଦିନ ଚର୍ଚ୍ଚା ହେବ । ଯଦି ଉଭୟ ପ୍ରେମ କରୁଛନ୍ତି ତେବେ ଟୁଙ୍ଗୁରୁ ଏଭଳି ମି-ଡି-ଆ ତଥା ଲୋକଙ୍କୁ ମିଛ କହି ଭୁଆଁ କାହିଁକି ବୁଲାଉଛନ୍ତି ? ଏହି ଖେଳ ଆଉ କେତେଦିନ ଖେଳିବେ ଟୁଙ୍ଗୁରୁ ? ଏହି ସମସ୍ତ ପ୍ରଶ୍ନ ର ଉତ୍ତର ବୋଧ ହୁଏ ଟୁଙ୍ଗୁରୁ ଦେବେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *