Balasore ଜିଲ୍ଲାରେ ଜଣକ ଘରେ ବର୍ଷ ବର୍ଷ ଧରି ରହି ଆସୁଥିଲା ଏକ ଭୟଙ୍କର ନାଗ ସାପ, ରାତି ହେବା ମାତ୍ରେ ବୁଲୁଥିଲା ଘରେ, ହଠାତ ଯେତେବେଳେ ପଡିଲା ମହିଳାଙ୍କ ନଜର…ଦେଖନ୍ତୁ Video

ବନ୍ଧୁଗଣ, ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଖବର ସାରା ଗ୍ରାମବାସୀ ଙ୍କୁ ଆ-ତ-ଙ୍କି-ତ କରିଦେଇଅଛି । ଘଟଣା ଟି ହେଉଛି ଯେ, ଏହିଗ୍ରାମ ରେ ଏକ ମାଟି ଘରର ର ପରିବାରରେ ବର୍ଷ ବର୍ଷ ଧରି ଲୁ-ଚି ରହିଥିଲା କୋବ୍ରା । ଏହି ବିଷଧର କୋବ୍ରା ଟି ରାତିରେ ସମସ୍ତେ ଶୋଇଲା ପରେ ସେହି ଘରେ ଭ୍ରମଣ କରୁଥିଲା । ଏହାକୁ ପରିବାରର ଜଣେ ସଦସ୍ୟ ହଟାତ ରାତିରେ ବାହାରକୁ ଉଠିଥିବା ବେଳେ ଦେଖିବାକୁ ପାଇଲେ ।

ଏହା ପରେ ସଙ୍ଗେ ସଙ୍ଗେ ସାପ ଉଦ୍ଧାରକାରୀ ଟିମ କୁ ଡକାଇଲେ । ଏହାପରେ ସାପ କୁ ଉଧାର କରିବା ନିମନ୍ତେ ପ୍ରୟାସ ଚାଲିଲା । ଯେ ହେତୁ ସାପ ଟିକୁ ରାତିରେ ଦେଖିବାକୁ ମିଳିଥିଲା ସେଥିପାଇଁ ରାତିରେ ଏହାକୁ ଖୋଜିବା ଲାଗି ପ୍ରସ୍ତୁତି ଆରମ୍ଭ କରାଗଲା । ମାଟି ଘରର ଭିତର ପଟରେ ଖଟ ପାଖରେ ଥିବା ଏକ ଗାତ ଭିତରେ ସାପ ଥିଲା ସେଠାରୁ ସେ ବାହାରି ଆସୁଥିଲା । ମାତ୍ର କ୍ୟାମେରା ଲାଇଟ ଏବଂ ଶବ୍ଦ ଶୁଣିବାରୁ ପୁନର୍ବାର ଗାତ ମଧ୍ୟକୁ ଲୁ-ଚି-ଗଲା ।

ଏହା ପରେ ନାଗରାଜ କୁ ଉଦ୍ଧାର କରିବାକୁ ଆସିଥିବା ଟିମ ସେହି ଗାତର ପଛପଟକୁ ଅର୍ଥାତ ଘରର ପଛ ପଟ କୁ ଖୋଜିବା ନିମନ୍ତେ ଗଲେ । ସେଠାରେ ଶାବଳ ମାଧ୍ୟମରେ ମାଟି ତଥା କାନ୍ଥ ଖୋଳିବାକୁ ଲାଗିଲେ । ମାତ୍ର ସାପ ଟିକୁ ଧରିବା କା-ଠି-କ-ର ପାଠ ପାଲଟି ଯାଇଥିଲା । କିଛି ସମୟ ମାଟିର କାନ୍ଥ କୁ ଖୋ-ଲି-ବା ପରେ କିଂକୋବ୍ରା କୁ ଦେଖିବାକୁ ମିଳିଲା ।

ସାପ ଉଦ୍ଧାରକାରୀ ଟିମ କୋବ୍ରା କୁ ମାଟି କାନ୍ଥ ଭିତରୁ ବାହାରକୁ ଆଣିବା କୁ ଉଦ୍ୟମ କରୁଥିବା ସମୟରେ ନାଗରାଜ ସୋଁ ସୋଁ ହୋଇ ଶବ୍ଦ କରୁଥିଲା । ଏହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ଭୟ କରିଗଲେ । ଏହାପରେ ବହୁତ ପରିଶ୍ରମ ଏବଂ ପ୍ରୟାସ ପରେ ସାପ କୁ କାଢି ବାହାରକୁ ଆଣିଲେ । ବାହାରକୁ ଆଣିବା ପରେ ଦେଖିବାକୁ ମିଳିଲା ଯେ ତାହା କୋବ୍ରା ଅଟେ ।

ଆପଣ ମାନେ ସମସ୍ତେ ପ୍ରାୟ ଜାଣିଛନ୍ତି ଯେ ଏଥିରେ ନ୍ୟୁ-ରୋ-ଟ-କ୍ସି-ନ ଜ-ହ-ର ରହିଥାଏ । ଏହି ସାପ ର ଦଂ-ସ-ନ ରେ ଖୁବ କମ ସମୟ ମଧ୍ୟରେ ବହୁତ ଲୋକ ଙ୍କ ପ୍ରାଣ ଚାଲି ଯାଇଅଛି । ଫୁ-ଙ୍କା ଫୁ-ଙ୍କି, ଝ-ଡା ଝ-ଡି ଚକରରେ ମଧ୍ୟ ମୃ-ତ୍ୟୁ ହୋଇ ସାରିଛି । ଏଣୁ ଆପଣ ମାନେ କୌଣସି ସାପ କୁ ସାଧାରଣ ସାପ ନ ଭାବି ଉପଯୁକ୍ତ ସମୟରେ ସାପ ଉଦ୍ଧାରକାରୀ ଟିମ କୁ ଡାକି ଘରୁ କାଢି ନିଅନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *