ସୁନ୍ଦରୀ ଟିକିନାଙ୍କ ପ୍ରଥମ ପ୍ରେମିକ କିଏ ? ନିଜ ପ୍ରେମ ବିଷୟରେ କିଛି ଏମିତି କହିଲେ ଜଲିଉଡ ସୁନ୍ଦରୀ Tikina Swain, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପା-ଗ-ଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ, ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେ ବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତା ଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ସେହି ଯାତ୍ରା ଦୁନିଆ ର ହିଟ ଯୋଡି ଟିକିନା ଏବଂ ଶୁଭେନ୍ଦୁ । ତେବେ ଟିକିନାଙ୍କୁ ଏକ ଇଣ୍ଟରଭିଉ ମାଧ୍ୟମରେ ଅନେକ ପ୍ରଶ୍ନ କରା ଯାଇଥିଲା । ତେବେ ଆସନ୍ତୁ ସେହି ବିଷୟରେ ଆଲୋଚନା କରି ନେବା ।

ଟିକିନା ହେଉଛନ୍ତି ଯାତ୍ରା ଦୁନିଆ ର ଜଣେ ଅଭିନେତ୍ରୀ ଏବଂ ଶୁଭେନ୍ଦୁ ହେଉଛନ୍ତି ଖଳନାୟକ । ତେବେ ଏହି ପ୍ରେମ କିପରି ଆରମ୍ଭ ହୋଇଥିଲା ଏବଂ କଣ ସବୁ ଘଟିଥିଲା ଆସନ୍ତୁ ଜାଣିନେବା । ଟିକିନା ଙ୍କୁ ଇଣ୍ଟରଭିଉ ରେ ଯେତେବେଳେ ପ୍ରଶ୍ନ କରାଯାଇ ଥିଲା କି ଜଣେ ନାୟିକା ହୋଇ ଜଣେ ଖଳ ନାୟକ କୁ କିପରି ଭଲପାଇ ବିବାହ ବନ୍ଧନରେ ବାନ୍ଧି ହେଲେ ସେତେବେଳେ ସେ ଉତ୍ତର ରେ କୁହନ୍ତି କି ଯେତେବେଳେ ସେ ଡାନ୍ସ କରୁଥିଲେ ଏବଂ ନାୟିକା ହୋଇ ନଥିଲେ ।

ସେତେବେଳେ ଶୁଭେନ୍ଦୁ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ବିବାହ ପରେ ସେ ଡାନ୍ସ କରିବା ଛାଡି ଦେଇଥିଲେ ଏବଂ ଧୀରେ ଧୀରେ ସେ ନାୟିକା ହୋଇଗଲେ । ତେବେ ଦ୍ଵିତୀୟ ପ୍ରଶ୍ନ ଥିଲା କି କଣ ସେ ଶୁଭେନ୍ଦୁ ଙ୍କ ବିନା କିମ୍ବା ଟିକିନା ଙ୍କ ବିନା ଶୁଭେନ୍ଦୁ ଯାତ୍ରା ରେ ଅଭିନୟ କରିବେ ତେବେ ସେ ଉତ୍ତର ରେ ନା କହିଥିଲେ । ତା ପରେ ଶୁଭେନ୍ଦୁ ସବୁଠାରୁ ବେଶୀ କାହାକୁ ଭଲ ପାଆନ୍ତି ଏବଂ ଆପଣ ଙ୍କ ଭିତରେ କଣ ଝ-ଗ-ଡା କିମ୍ବା ମତାନ୍ତର ହୁଏ ।

ତେବେ ସେ କହିଲେ କି ଶୁଭେନ୍ଦୁ ସବୁଠାରୁ ନିଜ ପରିବାର ବାପା ମାଆ ଙ୍କୁ ଭଲ ପାଆନ୍ତି ଏବଂ କାମ କୁ ନେଇ ଆଲୋଚନା କରିବା ସମୟରେ ଯୁ-କ୍ତି-ତ-ର୍କ ମଧ୍ୟ ହୋଇଥାଏ । ଟିକିନା ଙ୍କ ଅନୁସାରେ ଟିକିନା ଙ୍କ ସଫଳତା ପଛରେ କଳିଙ୍ଗ ପାଟର୍ସ ଏବଂ ମହାରଥୀ ବାବୁଙ୍କର ବଡ଼ ହାତ ରହିଛି । ଯେତେବେଳେ ତାଙ୍କୁ ଠିକ ଭାବରେ କଥା କହି ଆସୁ ନଥିଲା ସେତେବେଳେ ମହାରଥୀ ବାବୁ ତାଙ୍କୁ ବହୁତ ସାହାର୍ଯ୍ୟ କରିଛନ୍ତି ।

ଏହା ଛଡା ସେ କହିଥିଲେ କି ତାଙ୍କର ବହୁତ ଗରିବ ପରିବାର ଥିଲା ଏବଂ ତାଙ୍କର ଚାରି ଭଉଣୀ ଙ୍କ ବିବାହ ଏହି ଯାତ୍ରା ପଇସାରେ ହୋଇଛି ତଥା ଏ ପର୍ଯ୍ୟନ୍ତ ମଧ୍ୟ ସେ ନିଜର ରୋଜଗାର ନିଜ ବାପ ଘରକୁ ଦେଇ ଆସୁଛନ୍ତି ଏବଂ ଏଥିରେ ଶୁଭେନ୍ଦୁ ଙ୍କ ର କୌଣସି ଆପତ୍ତି ମଧ୍ୟ ନାହିଁ । ତେବେ ଶୁଭେନ୍ଦୁ କଣ ଡ଼-ରେ-ଇ କିମ୍ବା ଧ-ମ-କା-ଇ ବିବାହ କରିଛନ୍ତି କି ପଚାରିବାରୁ ସେ ମନା କରିଦେଇ ଥିଲେ ଏବଂ ଏପରି କିଛି ହୋଇ ନାହିଁ ବୋଲି କହିଥିଲେ ।


ଟିକିନା ଙ୍କ ପ୍ରଥମ ପ୍ରେମ ଯେତେବେଳେ ସେ ଡାନ୍ସ କରୁଥିଲେ ସେତେବେଳେ କରିଥିଲେ କିନ୍ତୁ ଏହା ପରେ ସେ ଶୁଭେନ୍ଦୁ ଙ୍କୁ ଭଲ ପାଇଥିଲେ ଏବଂ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କ ବିବାହ କୁ ୨୦ ବର୍ଷ ହୋଇଗଲାଣି ଏବଂ ଗୋଟିଏ ପୁଅ ମଧ୍ୟ ଅଛି । ତେବେ ଆପଣ ଙ୍କୁ ଏହି ବିଷୟ ଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *