ଗତକାଲି ବିବାହ ଓ ଆଜି ଶ୍ରୀମନ୍ଦିରରେ ବିଧାୟକ Dibya Shankar Mishra ଓ ପତ୍ନୀ Priyanka

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ବହୁ ଚର୍ଚିତ ଜୁନାଗଡ ବିଧାୟକ ତଥା କ୍ଯାପଟେନ ଦିବ୍ୟଶଙ୍କରର ଦିତୀୟ ବିବାହ ଏବେ ଚର୍ଚାର ଆକର୍ଷଣ ପାଲଟିଛି । ତେବେ ଏହାରି ମଧ୍ୟରେ ଫେବୃଆରି ୨୫ ତାରିଖ ଦିନ ପୁରୀର ପିପିଲି ଠାରେ ଏକ ରିସର୍ଟ ଠାରେ କ୍ଯାପଟେନ ଦିବ୍ୟଶଙ୍କର ଦିତୀୟ ବିବାହ ସମ୍ପର୍ଣ୍ଣ ହୋଇଛି । ତେବେ ନିଜର ନବ ବିବାହତ ପତ୍ନୀଙ୍କୁ ନେଇ କ୍ଯାପଟେନ ଦିବ୍ୟଶଙ୍କର ପୁରୀ ଜଗନାଥ ମନ୍ଦିର ଦର୍ଶନ କରିବାକୁ ଆସିଛନ୍ତି ।

ତେବେ କ୍ଯାପଟେନ ଦିବ୍ୟଶଙ୍କର ବିବାହ କରିଥିବା ଯୁବତୀ ଜଣଙ୍କର ନାମ ହେଉଛି ପ୍ରିୟଙ୍କା ଅଗସ୍ତି । ତେବେ ସେ ବିବାହ ପୂର୍ବରୁ ଏକ ଭୁବନେଶର ସ୍ଥିତ ଏକ ଘରୋଇ କାମ ମଧ୍ୟ କରୁଥିଲେ । ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସପର୍କ ଥିଲା ବୋଲି ଚର୍ଚା ଉଠୁଥିଲା । ତେବେ ଏହି ଚର୍ଚା ଚର୍ଚା ମଧ୍ୟରେ କ୍ଯାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।

ତେବେ ନିଜ ବାହାଘର ପରେ ପ୍ରଥମ କରି ଉଭୟ ନବ ଦମ୍ପତ୍ତି କ୍ଯାପଟେନ ଓ ବନ ବଧୁ ପ୍ରିୟଙ୍କା ପୁରୀ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଛନ୍ତି । ତେବେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ସମସ୍ତ ଦେବାଦେବୀଙ୍କ ଠାରୁ ନିଜର ଦାଂପତ୍ଯ ଜୀବନ ତଥା ପରିବାର ନିମନ୍ତେ ନବ ଦମ୍ପତ୍ତି କାମନା କରିଛନ୍ତି । ତେବେ ଏହା ସହିତ ପୁରୀ ମନ୍ଦିରର ସମସ୍ତ ବ୍ରାହ୍ମଣ ମାନଙ୍କୁ ବୁଲି ବୁଲି ମଧ୍ୟ ପ୍ରଣାମ କରିଛନ୍ତି ।

ତେବେ କ୍ଯାପଟେନ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କରର ଏହା ଦିତୀୟ ବିବାହ ହୋଇଥିବା ବେଳେ ସେ ବିବାହ କରିଥିବା ଯୁବତୀଙ୍କର ମଧ୍ୟ ଏହା ଦିତୀୟ ବିବାହ ଅଟେ । ତେବେ ଉଭୟ ନିଜର ପ୍ରଥମ ବାହାଘରର ଛାଡପତ୍ର ପରେ ହିଁ  ଦିତୀୟ ବିବାହ କରିଛନ୍ତି । ତେବେ ଏହି ବିବାହ ମଧ୍ୟ ଘର ପରିବାରଙ୍କ ସହମତି କ୍ରମେ ସମ୍ପର୍ଣ୍ଣ ହୋଇଛି ।

ତେବେ ଉଭୟ ଜୁନାଗଡ ବିଧାୟକ ତଥା କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ନବ ବିବାହିତ ପତ୍ନୀ ପ୍ରିୟଙ୍କାଙ୍କ ବୈବାହିକ ଜୀବନ ମଧୁରମୟ ରହୁ । ଏହା ସହିତ ଭଗବାନ ନବ ଦମ୍ପତିଙ୍କ ଚଲାପଥ କୁସୁମିତ କରାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *