ଏମିତି ବି ଆସେ ମୃତ୍ୟୁ ! ବରଯାତ୍ରୀରେ ନାଚୁ ନାଚୁ ହଟାତ ଚାଲିଗଲା ଜୀବନ, ରାସ୍ତା ଉପରେ ଟଳି ପଡିଲେ ଯୁବକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବରଯାତ୍ରୀ ନାଚ ହେଲା ଶେଷ ନାଚ । ହଁ ବନ୍ଧୁଗଣ ସାଙ୍ଗର ବାହାଘରରେ ନାଚୁ ନାଚୁ ରାସ୍ତା ଉପରେ ଯୁବକ ଜଣଙ୍କ ଟଳିପଡିଥିଲେ । ତେବେ ସେଠାରୁ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ସାଙ୍ଗର ବାହାଘର ହେଲେ ବରଯାତ୍ରୀ ଯିବାକୁ କିଏ ଅବା ପସନ୍ଦ କରିନଥାଏ । ତେବେ ସମସ୍ତେ ସଜବାଜ ହୋଇ ମନ ଖୁସି କରି ଗୀତର ତାଳେ ତାଳେ ନାଚିଥାନ୍ତି ।

ତେବେ ସେହିପରି ଜଣେ ଯୁବକ ସାଙ୍ଗର ବାହାଘରରେ ବରଯାତ୍ରୀ ହୋଇଯିବାର ସୁଯୋଗ ପାଇ ଭାରି ଖୁସି ହୋଇଯାଇଥିଲା । ଘରୁ ଖାଇ ପିଇ ପୁରା ରେଡି ହୋଇ ସାଙ୍ଗ ସାଥିଙ୍କ ସହ ବରଯାତ୍ରୀ ବାହା ହୋଇଯାଇଥିଲା । ତେବେ ସେହି ଯୁବକ ଜଣଙ୍କ କଣ ଜାଣିଥିଲା । ଯେଉଁ ଘରୁ ସିଏ ବାହାରି ପଦାକୁ ଗୋଡ କାଢିଛି । ସେହି ଘରକୁ ଆଉ ଫେରିକି ଆସିବ କି ନାହିଁ ।

ତେବେ ବରଯାତ୍ରୀ ଯିବା ସମୟରେ ସାଙ୍ଗ ମାନଙ୍କ ସହିତ ଗୀତର ତାଳେ ତାଳେ ନାଚି ନାଚି ଖୁବ ହସ ମଜା ଯୁବକ ଜଣଙ୍କ କରୁଥିଲେ । ତେବେ ଏହି ନାଚ ହିଁ ତାଙ୍କ ଜୀବନର ଶେଷ ନାଚ ଥିଲା । ତେବେ ସଂପୂର୍ଣ୍ଣ ସୁସ୍ଥ ସବଳ ଥିବା ଯୁବକ ଜଣଙ୍କ ନାଚିବା ସମୟରେ ହଟାତ ରାସ୍ତାରେ ପଡିଯାଇଥିଲେ । ତାପରେ ତାଙ୍କର ହୋସ ଚାଲିଯାଇଥିଲା ।

ସେଠାକାର ସ୍ଥାନୀୟ ଲୋକେ ତାଙ୍କର ହୋସ ଫେରାଇବା ପାଇଁ ପାଣି ଛାଟିଥିଲେ । ଏହା ସହିତ ବହୁ ଚେଷ୍ଟା କରିବା ସତ୍ବେ ଯୁବକ ଜଣଙ୍କର ହୋସ ନଫେରିବା କାରଣରୁ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମେଡିକାଲ ଗଲା ପରେ ଯୁବକ ଜଣଙ୍କର ମୃ-ତ୍ୟୁ  ଘଟିଛି ବୋଲି ଡାକ୍ତର ଘୋଷଣା କରିଥିଲେ ।

ତେବେ ଯୁବକ ଜଣଙ୍କର ଘରଟି ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଟୋଲଙ୍ଗପଡା ଗ୍ରାମ । ତେବେ ଯୁବକଙ୍କର ପିତାଙ୍କର ନାମ ହେଉଛି କୁଳମଣୀ ସାହୁ । ତେବେ ରାସ୍ତାରେ ବରଯାତ୍ରୀରେ ନାଚୁ ନାଚୁ ରାସ୍ତାରେ ପଡି ମୃ-ତ୍ୟୁ ହୋଇଯାଇଥିବା ଯୁବକ ଜଣଙ୍କ ହେଉଛନ୍ତି ଦୁଃଖବନ୍ଧୁ ସାହୁ । ତେବେ ଭାଗ୍ୟର ଏପରି ଏହା ଏକ ନିୟତି ଥିଲା ।

ଯେ ଯୁବକ ଜଣଙ୍କ ସାଙ୍ଗ ବାହାଘରକୁ ଉପଭୋଗ କରିବାକୁ ଯାଇ ନାଚ କରୁଥିବା ସମୟରେ ସେହି ନାଚ ତାଙ୍କ ଜୀବନର ଶେଷ ନାଚ ହୋଇଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *