ପୁଣି ଚର୍ଚ୍ଚାରେ ନୟାଗଡ ରାଜନୀତି ! କେମିତି ଦେବେ ଅରୁଣଙ୍କୁ ଚେକ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଚର୍ଚାରେ ନୟାଗଡ ରାଜନୀତି । ଲଢିବା କଥାକୁ ପୁଣି ଦୋହରାଇଲେ ପ୍ରତ୍ୟୁଷା । ତେବେ ବିଜେପିରେ ଏବେ ଇରାନୀ ବନାମ ପ୍ରତ୍ୟୁଷା ଆସିବେ ନଜର । ବିଜେଡି ପାଇଁ ସହ ଅରୁଣ ଏବେ ବିଜେପି କଣ କରିବ । ତେବେ ରାଜନୀତି ଯେତେ ପାଖେଇ ଆସୁଛି । ସେତେ ହିଁ ରାଜ୍ୟ ରାଜନୀତିରେ ସରଗରମ ଦେଖିବାକୁ ମିଳିଛି । ତେବେ ନିଜର ସ୍ଵାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରତ୍ୟୁଷା ମଧ୍ୟ ରାଜନୀତିକୁ ଫେରି ପୁଣି ଲଢିବେ ବୋଲି କହିଛନ୍ତି ।

ହେଲେ ୨୦୧୯ରେ ଇରାନୀ ରାୟ ନୟାଗଡରେ ବିଜେପି ଟିକେଟରେ ବିଧାନସଭାରେ ଲଢିଥିଲେ । ତେବେ ଅରୁଣ ସାହୁଙ୍କ ଠାରୁ ପରାଜୟ ହୋଇଯାଇଥିଲେ । ହେଲେ ୬୬ ହଜାରରୁ ମଧ୍ୟ ଅଧିକ ଭୋଟ ପାଇବାରେ ଇରାନୀ ରାୟ ସକ୍ଷମ ହୋଇପାରିଥିଲେ । ତେବେ ଏବେକା ସମୟରେ ଇରାନୀଙ୍କର ଟିକେଟ କାଟି ପ୍ରତ୍ୟୁଷା ଜାଗା ନେବା ପାଇଁ ଚାହୁଁଛନ୍ତି ।

ତେବେ ବିଜେଡି ଅରୁଣ ସାହୁଙ୍କୁ ଭରଷା କରି ଆଗାମୀ ସମୟରେ ନିର୍ବାଚନ ଲଢିବାକୁ ଚାହୁଁଛି । ହେଲେ ବିଜେପି ନିର୍ବାଚନ ପୂର୍ବରୁ ୨ ଭାଗ ହୋଇସାରିଲାଣି । ତେବେ କି ଏହି ପରିସ୍ଥିତି ବିଜେପି ଆଗାମୀ ସମୟରେ ବହୁତ କିଛି ଅଡୁଆ ଆଣିପରେ । ତେବେ ଅପର ପକ୍ଷରେ ପ୍ରେସମିଟ କରି ସଂପୂର୍ଣ୍ଣ ଭରଷାରେ ଟିକେଟ ମିଳିବ ଓଳି ପ୍ରତ୍ୟୁଷା କହୁଛନ୍ତି ।

ତେବେ ବିଜେପି ନେତ୍ରୀ ପ୍ରତ୍ୟୁଷା ସିଂ ଙ୍କ କହିବା ଅନୁଯାଇ ସେ କନ୍ଧମାଳ ଓ ନୟାଗଡ ଜିଲ୍ଲାର ଉନ୍ନତି ପାଇଁ ସବୁ କର୍ମ ତତ୍ପର ହୋଇ ରହିଥାନ୍ତି । ତେବେ ଯେଉଁ ଜାଗାରେ ଯେଉଁ ସବୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ତେବେ ପ୍ରତ୍ୟୁଷା ସିଂ ସେଠାକୁ ଯାଇ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି । ତେବେ ସାଧାରଣ ଜନତାଙ୍କ ସୁଖ ଓ ଦୁଃଖରେ ସବୁବେଳେ ସହଭାଗୀ ହୋଇ ରହିବା ପାଇଁ ଚାହିଁଥାନ୍ତି ।

ତେବେ ସେ କାହା ସହିତ ଭାଗ ବଣ୍ଟା କରିବାକୁ ଚାହାନ୍ତି ନାହିଁ । ସେ ନିଜ ଜୋନରେ ଯେତିକି ପାରିବେ ନିହାତି କରିକି ଦେଖାଇବେ । ତେବେ ନୟାଗଡ ହେଉଛି ଅରୁଣ ସାହୁଙ୍କର ଗଡ ।ତେବେ ଏଠାରେ ଏହା ପ୍ରସଙ୍ଗ ଉଠୁଛି । ଏହା କି ଯେ କିଏ ମାରିବ ରାଜନୀତିରେ ବିଜୟ । ନୟାଗଡର ଅଧିକାରୀ ଆଗାମୀ ସମୟରେ କିଏ ହେବ ତାହା ତ ଆଗାମୀ ସମୟ ନିର୍ବାଚନରେ ହିଁ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *