ପୋଷ୍ଟ ଅଫିସର ଧମାକେଦାର Scheme ! ମାତ୍ର 500 ଟଙ୍କା ରଖି ହେଇଯିବେ ଲକ୍ଷପତି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଞ୍ଚୟ ହେଉଛି ଏପରି ଏକ ଶବ୍ଦ ଯାହା ଶୁଣିବାକୁ ବହୁତ ଛୋଟ ଶବ୍ଦଟିଏ ପରି ଲାଗିଥାଏ ସତ ! କିନ୍ତୁ ଯେଉଁ ବ୍ୟକ୍ତି ନିଜର ଅର୍ଜିତ ଧନରୁ ନିଜର ଆବଶ୍ୟକ ଅନୁସାରେ ଖର୍ଚ କରି କିଛି ଅର୍ଥ ସଞ୍ଚୟ କରି ରଖିଥାଏ । ସେହି ବ୍ୟକ୍ତିର ଆଗାମୀ ଜୀବନ ପାଇଁ ଆର୍ଥିକ ଅଭାବର ବହୁ ଅସୁବିଧା ସାମ୍ନା କରିବାକୁ ପଡିନଥାଏ । କାରଣ ସଞ୍ଚିତ ଅର୍ଥକୁ ଆପଣ ଯେତେବେଳେ ଚାହିଁବେ । କୌଣସି ପ୍ରକାର ଦରକାରୀ କାର୍ଯ୍ୟରେ ବିନିଯୋଗ କରିପାରିବେ ।

ତେବେ ଅର୍ଥ ସଞ୍ଚୟ କରିବା ପାଇଁ ହେଲେ ଲୋକମାନେ ବ୍ଯାଙ୍କରେ ଟଙ୍କା ରଖିଥାନ୍ତି । ଯାହା ଦ୍ଵାରା ଟଙ୍କା ସେଠାରେ ସୁରକ୍ଷିତ ହୋଇ ରହିବା ସହ ସୁଧ ମଧ୍ୟ ବଢିଥାଏ । ତେବେ ଏହା ଛଡା ଲୋକମାନେ ଭଲ ଭଲ ସ୍କିମ ମାନଙ୍କରେ ମଧ୍ୟ ଟଙ୍କାକୁ ବିନିଯୋଗ କରିଥାନ୍ତି । କାରଣ ସ୍କିମରେ ଟଙ୍କା ରଖିବା ଦ୍ଵାରା କିଛି ଅଧିକ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ତେବେ ଯେଉଁ ଲୋକଙ୍କର ରୋଜଗାର କମ୍ ରହିଛି । ହେଲେ ସେମାନେ ସେହି ଅଳ୍ପ ଅର୍ଜିତ ଟଙ୍କାରୁ ମଧ୍ୟ କିଛି କିଛି ଟଙ୍କା ସଞ୍ଚୟ କରି ରଖିବାକୁ ଚାହୁଁଥାନ୍ତି ।

ତେବେ ସେହି ଲୋକ ମାନଙ୍କ ପାଇଁ ପୋଷ୍ଟାଲର ଏକ ସ୍କିମ ରହିଅଛି । ଯେଉଁଠାରେ କି ଲୋକମାନେ ସ୍ୱଳ୍ପ ଟଙ୍କା ନିବେଶ କରିବା ସହିତ ଲାଭବାନ ମଧ୍ୟ ହୋଇପାରିବେ । ଏହା ଛଡା ଏଥିରୁ ଟଙ୍କା ନିବେଶ କରିଥିବା ଲୋକଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିପାରେ । ତେବେ ଏହି ଯୋଜନାର ନାମ ହେଉଛି ପୋଷ୍ଟ ଅଫିସ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ । ଏହି ସ୍କିମକୁ ପିପିଏଫ ବୋଲି ମଧ୍ୟ କୁହାଯାଇଥାଏ ।

ଏହି ଯୋଜନାରେ ଗୋଟିଏ ବର୍ଷ ଆର୍ଥିକ ବର୍ଷରେ ଅତି ଅଳ୍ପରେ ୫୦୦ ଟଙ୍କା ନିବେଶ କରିପାରିବେ । ତେବେ ଏହା ସହିତ ଏହି ଖାତା ଖୋଲିଥିବା ଲୋକ ମଧ୍ୟ ଏଥିରୁ ଲୋନ ମଧ୍ୟ ଆଣିପାରିବେ । ଏହି ଯୋଜନାର ମ୍ୟାଚ୍ୟୁରୀଟି ପିରିଅଡ୍ ୧୫ ବର୍ଷ ରହିଛି । ତେବେ ଆପଣ ବର୍ତ୍ତମାନ ଏହି ସ୍କିମ ନିବେଶରେ ପ୍ରତ୍ଯେକ ଦିନ ୧୦୦ ଟଙ୍କା ବିନିଯୋଗ କରନ୍ତି । ତେବେ ଆପଣଙ୍କୁ ୧୫ ବର୍ଷ ପରେ ୯, ୮୯, ୯୩୧ ତାଙ୍କ ମିଳିବ ।

ଏହି ସ୍କିମର ୫ ବର୍ଷର ଲକ ଇନ ପିରିଅଡ ପରେ ଆର୍ଥିକ ବର୍ଷ ମାନଙ୍କରେ ଆପଣ ଚାହିଁଲେ । ୫୦ ପ୍ରତିଶତ ଟଙ୍କା ଉଠାଇପାରିବେ । ଏହା ସହିତ ଏହି ସମସ୍ତ ଟଙ୍କା ଟାକ୍ସ ଫ୍ରୀ ମଧ୍ୟ ରହିବାର ବ୍ୟବସ୍ଥା ରହିଅଛି । ତେବେ ଆକାଉଣ୍ଟ ହୋଲ୍ଡରଙ୍କ ସ୍ଵାସ୍ଥ ଖରାପ କିମ୍ବା ହାଇଅର ଏଜୁକେସନ ପାଇଁ ଏହି ଟଙ୍କା ଉଠାଇହେବ । ହେଲେ ଏଥିବଦଳରେ କିଛି ଚାର୍ଜ ମଧ୍ୟ ଦବାକୁ ପଡିଥାଏ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *