ବାରବାଟୀରେ ଚାଲିଥିଲା ଖେଳ, VIP ବକ୍ସରେ ଅର୍ଚ୍ଚନା ସହ କୋଉ ନେତା ? ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ଙ୍କ ସମ୍ବନ୍ଧରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କ ଜାଲରେ ପଡିଥିବା ରାଜନେତା ଠାରୁ ଆରମ୍ଭ କରି ଫିଲ୍ମ ପ୍ରଯୋଜକ ମାନେ ବର୍ତ୍ତମାନ ଚଟପଟ ହେଉଛନ୍ତି । ଏହାପରେ ଗୋଟିଏ ପରେ ଗୋଟିଏ ଫଟୋ ଭା-ଇ-ରା-ଲ ହେବାରେ ଲାଗିଛି । ଦିନ ଯେତେ ଗଡୁଛି ଫଟୋର ସଂଖ୍ୟା ସେତେ ବଢିବାରେ ଲାଗିଛି । ଆଉ ବର୍ତ୍ତମାନ ଏଭଳି ଏକ ଫଟୋ ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

ଅନେକ ନେତା ଙ୍କ ସହିତ ଅର୍ଚ୍ଚନା ଙ୍କ ଫଟୋ ସାମାଜିକ ଗଣମାଧ୍ୟମ ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଛି । ଯେଉଁ ଫଟୋ କଥା ବର୍ତ୍ତମାନ ଶୁଣିବାକୁ ମିଳୁଛି ସେହି ଫଟୋ ରେ କୁଆଡେ ଅର୍ଚ୍ଚନା ଙ୍କ ସହିତ ନେତା ବାରବାଟୀ ଷ୍ଟାଡିୟମ ଯାଇଥିଲେ ଏବଂ ଆଗପଛ ହୋଇ ବସି VIP ବକ୍ସରେ କ୍ରିକେଟ ଖେଳ ଦେଖିଥିଲେ ତଥା ଖେଳର ମଜା ନେଇଥିଲେ ।

ଆଉ ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି ଯେ ଦୁଇମାସ ତଳେ କଟକ ବାରବାଟୀ ଷ୍ଟାଡିୟମ ରେ ଯେତେବେଳେ ଭାରତ ଦକ୍ଷିଣ ଆଫ୍ରିକା ଟି-20 ର ମ୍ୟାଚ ହୋଇଥିଲା, କ୍ରିକେଟ ପାଇଁ କଟକରେ ପୋଲିସ ଠାରୁ ମାଡ ଖାଇ ରକ୍ତାକ୍ତ ହୋଇଥିଲେ କ୍ରିକେଟ ପ୍ରେମୀ ଏକଥା ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ଏବଂ ଠିକ ଏହି ସମୟରେ ଅର୍ଚ୍ଚନା ଙ୍କ ପାଖକୁ ଆସିଥିଲା ମାଳ ମାଳ ଟିକେଟ । ତାହା ପୁଣି VIP ବକ୍ସର ଟିକେଟ ଏବଂ ୧୫୦ ରୁ ଅଧିକ ଟିକେଟ ।

ଏହି ଟିକେଟ କୁ ଅର୍ଚ୍ଚନା ଅନେକ ମହିଳା କଳାକାର ମାନଙ୍କୁ ବାଣ୍ଟିଛନ୍ତି । ଯେଉଁମାନେ ଟିକେଟ ସହିତ ଅର୍ଚ୍ଚନା ଙ୍କ ଫଟୋ କୁ ସୋ-ସି-ଆ-ଲ ମି-ଡି-ଆ ରେ ପୋଷ୍ଟ କରିଥିଲେ ଏବଂ ଅର୍ଚ୍ଚନା ଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ମାତ୍ର ଯେତେବେଳେ ଏହି ଘଟଣା ପଦା କୁ ଆସିବାରେ ଲାଗିଛି ତେବେ ଜଣଙ୍କ ପରେ ଜଣେ ଅଭିନେତ୍ରୀ ଫଟୋ କୁ ଡିଲେଟ କରିବାରେ ଲାଗିଛନ୍ତି । ତେବେ ଅର୍ଚ୍ଚନା କେବଳ ଟିକେଟ ବାଣ୍ଟିଥିଲେ ତାହା ନୁହେଁ ସ୍ଵେ ନିଜେ ମଧ୍ୟ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ ।

୫୦ ରୁ ଅଧିକ ଟିକେଟ ଥିଲେ ମଧ୍ୟ ନିଜ ସ୍ଵାମୀ ଏବଂ ପୁଅ କୁ ନେଇ କ୍ରିକେଟ ଖେଳ ଦେଖିବାକୁ ଯାଇନଥିଲେ ଅର୍ଚ୍ଚନା । ଅର୍ଚ୍ଚନା ଏକୁଟିଆ ଯାଇଥିଲେ ଏବଂ ସେଠାରେ ଅପେକ୍ଷା କରିଥିଲେ ନେତା ଜଣେ ଆଉ ଅର୍ଚ୍ଚନା ପହଞ୍ଚିବା ପରେ ଜଣେ ମହିଳା କର୍ମୀ ଅର୍ଚ୍ଚନା ଙ୍କୁ ନେଇ VIP ବକ୍ସରେ ସେହି ନେତା ଙ୍କ ପାଖରେ ତାଙ୍କୁ ଛାଡିଥିଲା । ଆଉ ନେତା ନେତ୍ରୀ ମିଶିକରି ଖେଳକୁ ଉପଭୋଗ କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *