Interesting Odia Gk- ଭାରତରେ କେଉଁ ଫୁଲ 12 ବର୍ଷରେ କେବଳ ଥରେ ଫୁଟିଥାଏ ? 99 % ଲୋକଙ୍କୁ ଜଣା ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଏଭଳି ପ୍ରଶ୍ନ ଉତ୍ତର ଯାହାକୁ ଆପଣ ଜାଣିଥିବେ କିନ୍ତୁ ଆପଣଙ୍କୁ କିଏ ପଚାରିଲେ ତାହା ସହଜରେ ଆପଣଙ୍କ ମନରେ ଆସି ନଥାଏ । ଆସନ୍ତୁ ଜାଣିନେବା କିଛି ଏହିଭଳି କଥା ଯାହା IAS ଇଣ୍ଟରଭିୟୁରେ ପଚରାଯାଇଥାଏ ।

୧;- କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?

ଉତ୍ତର;- ହରିଣ ।

୨;- କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?

ଉତ୍ତର;- ଚୁଙ୍ଗୁଡି ।

୩;- କାହାର ଆଠଟି ଆଖି ଅଛି ?

ଉତ୍ତର;- ମାଙ୍କଡସା ।

୪;- ମୟୁର ପୁଛରେ କେତୋଟି ଚନ୍ଦ୍ରିକା ଅଛି ?

ଉତ୍ତର;- ୧୮ ।

୫;- କାହାର ଆଖି ନାହିଁ ?

ଉତ୍ତର;- ଜିଆ ।

୬;- କିଏ ପହଁରି ପାରେ ନାହିଁ ?

ଉତ୍ତର;- ଓଟ ।

୭;- କାହାର ମେରୁଦଣ୍ଡ ନାହିଁ ?

ଉତ୍ତର;- କଙ୍କଡା ।

୮;- କାହାର ପାଞ୍ଚଟି ଆଖି ଅଛି ?

ଉତ୍ତର;- ମହୁମାଛି ।

୯;- କିଏ ବସା ତିଆରି କରିପାରେ ନାହିଁ ?

ଉତ୍ତର;- ବାଦୁଡି ।

୧୧;- କେଉଁ ପକ୍ଷୀର ଦାନ୍ତ ଅଛି ?

ଉତ୍ତର;- ବାଦୁଡି ।

୧୨;- କେଉଁ ଗଛର ଫୁଲ ନାହିଁ ?

ଉତ୍ତର;- ଛତୁ ।

୧୩;- ଚୁଲିର ତିନି ମୁଣ୍ଡକୁ କ’ଣ କୁହାଯାଏ ?

ଉତ୍ତର;- ଝିଙ୍କା ।

୧୪;- ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର;- ନୀଳକୁରିଞ୍ଜି ଫୁଲ କର୍ଣ୍ଣାଟକରେ ।

୧୫;- ଆସିଲା ବଡ ଚଢେଇ ବସିଲା ଡେଣା ମେଲେଇ ଧରିଲା ମାଛ ଖାଇଲା ନାହିଁ ?

ଉତ୍ତର;- ଜାଲ ।

୧୬;- କାଟିଲେ ରକଟା ନାହିଁ କୁଟିଲେ ହାଡବି ନାହିଁ କି ଜୀବ ସିଏ କହିଲା ଭାଇ ?

ଉତ୍ତର;- ଚିଙ୍ଗୁଡି ।

୧୭;- କେଉଁ ପଥରରୁ ପାଣି ବାହାରେ ?

ଉତ୍ତର;- କୁଆ ପଥର ।

୧୮;- କାହାକୁ ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?

ଉତ୍ତର;- ପଙ୍ଖା ।

୧୯;- ପୋଡେ କିନ୍ତୁ ନିଆଁ ନୁହେଁ ତାହା କ’ଣ ?

ଉତ୍ତର;- ଲଙ୍କା ।

୨୦;- ପୃଥିବୀର ସବୁଠାରୁ ବଡ ଫୁଲର ନାମ କଣ ?

ଉତ୍ତର;- ରାଫ୍ଲେସିଆ ।

୨୧;- ତାହା କେଉଁ ଜିନିଷ ଯାହା ଫାଟିଗଲେ ଆଉ ସିଲେଇ ହେବ ନାହିଁ ?

ଉତ୍ତର;- ବେଲୁନ ।

୨୨;- ବାମରୁ ପଢିଲେ ଓଜନିଆ ଡାହାଣରୁ ପଢିଲେ ନାହିଁ କେଉଁ ଶବ୍ଦ ?

ଉତ୍ତର;- ଟନ (TON) ।

୨୩;- ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ ମୁଁ କିଏ ?

ଉତ୍ତର;- ପର୍ବତ ଉପରେ ଥିବା ଘାସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *