ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଏଭଳି ପ୍ରଶ୍ନ ଉତ୍ତର ଯାହାକୁ ଆପଣ ଜାଣିଥିବେ କିନ୍ତୁ ଆପଣଙ୍କୁ କିଏ ପଚାରିଲେ ତାହା ସହଜରେ ଆପଣଙ୍କ ମନରେ ଆସି ନଥାଏ । ଆସନ୍ତୁ ଜାଣିନେବା କିଛି ଏହିଭଳି କଥା ଯାହା IAS ଇଣ୍ଟରଭିୟୁରେ ପଚରାଯାଇଥାଏ ।
୧;- କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?
ଉତ୍ତର;- ହରିଣ ।
୨;- କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?
ଉତ୍ତର;- ଚୁଙ୍ଗୁଡି ।
୩;- କାହାର ଆଠଟି ଆଖି ଅଛି ?
ଉତ୍ତର;- ମାଙ୍କଡସା ।
୪;- ମୟୁର ପୁଛରେ କେତୋଟି ଚନ୍ଦ୍ରିକା ଅଛି ?
ଉତ୍ତର;- ୧୮ ।
୫;- କାହାର ଆଖି ନାହିଁ ?
ଉତ୍ତର;- ଜିଆ ।
୬;- କିଏ ପହଁରି ପାରେ ନାହିଁ ?
ଉତ୍ତର;- ଓଟ ।
୭;- କାହାର ମେରୁଦଣ୍ଡ ନାହିଁ ?
ଉତ୍ତର;- କଙ୍କଡା ।
୮;- କାହାର ପାଞ୍ଚଟି ଆଖି ଅଛି ?
ଉତ୍ତର;- ମହୁମାଛି ।
୯;- କିଏ ବସା ତିଆରି କରିପାରେ ନାହିଁ ?
ଉତ୍ତର;- ବାଦୁଡି ।
୧୧;- କେଉଁ ପକ୍ଷୀର ଦାନ୍ତ ଅଛି ?
ଉତ୍ତର;- ବାଦୁଡି ।
୧୨;- କେଉଁ ଗଛର ଫୁଲ ନାହିଁ ?
ଉତ୍ତର;- ଛତୁ ।
୧୩;- ଚୁଲିର ତିନି ମୁଣ୍ଡକୁ କ’ଣ କୁହାଯାଏ ?
ଉତ୍ତର;- ଝିଙ୍କା ।
୧୪;- ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର;- ନୀଳକୁରିଞ୍ଜି ଫୁଲ କର୍ଣ୍ଣାଟକରେ ।
୧୫;- ଆସିଲା ବଡ ଚଢେଇ ବସିଲା ଡେଣା ମେଲେଇ ଧରିଲା ମାଛ ଖାଇଲା ନାହିଁ ?
ଉତ୍ତର;- ଜାଲ ।
୧୬;- କାଟିଲେ ରକଟା ନାହିଁ କୁଟିଲେ ହାଡବି ନାହିଁ କି ଜୀବ ସିଏ କହିଲା ଭାଇ ?
ଉତ୍ତର;- ଚିଙ୍ଗୁଡି ।
୧୭;- କେଉଁ ପଥରରୁ ପାଣି ବାହାରେ ?
ଉତ୍ତର;- କୁଆ ପଥର ।
୧୮;- କାହାକୁ ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?
ଉତ୍ତର;- ପଙ୍ଖା ।
୧୯;- ପୋଡେ କିନ୍ତୁ ନିଆଁ ନୁହେଁ ତାହା କ’ଣ ?
ଉତ୍ତର;- ଲଙ୍କା ।
୨୦;- ପୃଥିବୀର ସବୁଠାରୁ ବଡ ଫୁଲର ନାମ କଣ ?
ଉତ୍ତର;- ରାଫ୍ଲେସିଆ ।
୨୧;- ତାହା କେଉଁ ଜିନିଷ ଯାହା ଫାଟିଗଲେ ଆଉ ସିଲେଇ ହେବ ନାହିଁ ?
ଉତ୍ତର;- ବେଲୁନ ।
୨୨;- ବାମରୁ ପଢିଲେ ଓଜନିଆ ଡାହାଣରୁ ପଢିଲେ ନାହିଁ କେଉଁ ଶବ୍ଦ ?
ଉତ୍ତର;- ଟନ (TON) ।
୨୩;- ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ ମୁଁ କିଏ ?
ଉତ୍ତର;- ପର୍ବତ ଉପରେ ଥିବା ଘାସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।