ଅଧିକ ବିଦ୍ୟୁତ ବିଲ୍ ଆସିବା ହେତୁ , ବିଲ୍ ମାଗିଥିବା କର୍ମଚାରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ବ୍ୟକ୍ତି ଜଣକ …

ନମସ୍କାର ବନ୍ଧୁଗଣ । ସୂଚଚ୍ନା ମୁତାବକ 65 ଟଙ୍କା ପାଇଁ ଜଣେ ବ୍ୟକ୍ତିକୁ ହ-ତ୍ୟା କରାଯାଇଛି । ହଁ ଦର୍ଶକବନ୍ଧୁ ମଣିଷର କ୍ରୋଧ କେତେ ଭୟାନାକ ରୂପ ନେଇଥାଏ ଏହା ହେଉଛି ତାହାର ଜଳନ୍ତା ଉଦାହରଣ । ସାମାନ୍ୟ ବିଦ୍ୟୁତ ବିଲ୍ ନେବାକୁ ଆସିଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ କରି ମାରିଛନ୍ତି ଗାଁ ରେ ରହିଥିବା ଜଣେ ବ୍ୟକ୍ତି । ଏବେ ଗାଁ ସାରା ତାହାକୁ ନେଇ ଜୋର ଚର୍ଚ୍ଚା ଧରିଛି ।

ଏଭଳି ଘଟଣା କେବେ ପୂର୍ବରୁ ଘଟି ନ ଥିଲା । ତେବେ ସୂଚନା ଅନୁସାରେ ତାରାସିଙ୍ଗ ଥାନା କୁପାଟି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଭୋର ସକାଳୁ ଆସିଥିଲେ କୁପାଟି ଗ୍ରାମକୁ ବିଦ୍ୟୁତ ରେଟିଙ୍ଗ ନେବା ନିମନ୍ତେ । ବହୁ ଦିନରୁ ସେ ଏ କାମ କରୁଥିଲେ । ସବୁଦିନ ଭଳି ଆଜି ବି ସେ ଗାଁ ର ଗୋବିନ୍ଦ ନାମକ ବ୍ୟକ୍ତିକ ଘରକୁ ବିଲ୍ ର୍ରେଟିଙ୍ଗ ପାଇଁ ଯାଇ ପହଞ୍ଚିଥିଲେ ।

ତେବେ ଗୋବିନ୍ଦଙ୍କ ଘର ବିଲ୍ ଅଧିକ ଆସିବା କାରଣରୁ ସେ ଦେବାକୁ ମନା କରିଥିଲେ ମାତ୍ର ଲକ୍ଷ୍ମୀ ନାରାୟଣ ତାଙ୍କୁ ବୁଝାବାକୁ ଚେଷ୍ଟା କରିଥିଲେ। ଏହି ବିଷୟକ୍କୁ ନେଇ ଉଭୟଙ୍କ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳିଥିବା । ଏହି ସମୟରେ ଗୋବିନ୍ଦ ଜଣକ ଘର ଭିତରକୁ ଯାଇ ଧାରୁଆ ଅସ୍ତ୍ର ଟିଏ ଆଣି ବିଲ୍ ନେବାକକୁ ଆସିଥିବା ଅଧିକାରୀଙ୍କ ଉପରେ ଆକ୍ରମଣ କରି ହ-ତ୍ୟା କରିଥିଲେ ।

ଏହା ଦେଖିଥିବା ସ୍ଥାନୀୟ ଲୋକେ  ଗୋବିନ୍ଦକୁ ଡାକିପଚାରିବାକୁ ଆସୁଥିବା ଦେଖି ଗୋବିନ୍ଦ ଘର ଭିତରକୁ ଯାଇ କବାଟ ବନ୍ଦ କରିଥିଲେ । ମାତ୍ର ଗାଁ ର ଜଣେ ଯୁବକ ରାନୁ ବୋଲି କବାଟ ଖୋଲିବାକୁ  ଚେଷ୍ଟା କରିବାକୁ ଯୁବକଙ୍କ ଉପରେ ମଧ୍ୟ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଣୁ ରାନୁଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ ଗୋବିନ୍ଦ ମଧ୍ୟ ଆହତ  ହୋଇଛନ୍ତି ।

ଲକ୍ଷ୍ମୀ ନାରାୟଣଙ୍କ ମୃତ୍ୟୁଙ୍କୁ ନେଇ ସହ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ସେ ଜଣେ ନମ୍ର ବ୍ୟକ୍ତିତ୍ଵ ସ୍ଵଭାବର ବ୍ୟକ୍ତି ଥିଲେ ଏବଂ ତାଙ୍କ ସହିତ ଏଭଳି ଘଟିବା ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ଜ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *