ବାପା Shahrukh ଙ୍କ ସହିତ କଥା ହେଉ ହେଉ କାନ୍ଦି ପାକିଲେ Aryan Khan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଡ୍ର-ଗ୍ସ କେ-ସ ମାମଲାରେ ବର୍ତ୍ତମାନ ବଲିଉଡ ର କିଙ୍ଗ ଖାନ ଶାହାରୁଖ ଙ୍କ ପୁଅ ଆର୍ଯ୍ୟନ କୁ ଏନସିବି ଗି-ର-ଫ କରିଛି । ତେବେ ବର୍ତ୍ତମାନ ପୁଅ ପାଇଁ ଶାହାରୁଖ ଙ୍କ ଜୀଵନ ରେ ବହୁତ ଉଥଳ ପୁଥଳ ହେଉଛି । ସୂଚନା ଅନୁଯାୟୀ ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ରେ ପାର୍ଟି ଚାଲିଥିଲା । ଯେଉଁଠାରେ ଏନସିବି ଲୁଚିକି ସାଧାରଣ ଭାବେ ଯାଇ ଚ-ଢା-ଉ କରିଥିଲା । ଏହି କ୍ରୁଜ୍ ଡ୍ର-ଗ୍ସ ପା-ର୍ଟି ମାମଲାରେ ଏନସିବି ପ୍ରାୟ ୮ଜଣଙ୍କୁ ଅଟକ ରଖିଛି ।

ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ନାମ ପଦାକୁ ଆସିବା ମାତ୍ରେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି କେ-ଶ ରେ ଯେଉଁ ମାନଂକୁ ଗି-ର-ଫ କରାଯାଇଛି ସେ ହେଉଛନ୍ତି ଆର୍ଯ୍ୟନ ଖାନ, ଅରବାଜ ମର୍ଚାଣ୍ଟ, ମୁନ ମୁନ ଧମେଚା, ସମେତ ନୁପୁର ସାରିକା, ଇସ୍ମିତ ସିଂହ,ମୋହକ ଯସ୍ୱୱାଲ,ବିକ୍ରାନ୍ତ ଛୋକର,ଗୋମିତ ଚୋପ୍ରା, ଙ୍କୁ ଗି-ର-ଫ କରାଯାଇଛି ।

ଏହା ଛଡା ଶାହାରୁଖ ପୁଅ ର ଗି-ର-ଫ ପରେ ନିଜର ଫିଲ୍ମ ସୁ-ଟିଂ କୁ ଅଧାରେ ଛାଡି ସ୍ପେନ ଯିବା ବାତିଲ କରି ଦେଇଛନ୍ତି ଏବଂ ମାଆ ମଧ୍ୟ ନିଜର ସବୁ କାର୍ଯ୍ୟ କୁ ସ୍ଥଗିତ ରଖିଛନ୍ତି । ତେବେ କୁହାଯାଉଛି କି ଆର୍ଯ୍ୟନ ଏନସିବି ର ଲ୍ୟାଣ୍ଡଲାଇନ ରୁ ନିଜ ବାପା ଙ୍କ ସହ କଥା ହୋଇଥିଲେ ତାହା ଫୁଣି କେବଳ ଦୁଇ ମିନିଟ ପାଇଁ ଏବଂ ସେ କାନ୍ଦିଥି-ବା-ର ମଧ୍ୟ ସୂଚନା ମିଳୁଛି । ତେବେ କୁହାଯାଉଛି କି ଆର୍ଯ୍ୟନ କେବଳ ଡ୍ରଗ୍ସ ସେଵନ କରୁ ନ ଥିଲେ ତାହାର କିଣା ବିକା ମଧ୍ୟ କରୁ ଥୁଲେ ଏବଂ ଦେଶ ବିଦେଶରେ ଏହା କରୁଥିଲେ ।

ତେବେ ସୂଚନା ସୂତ୍ରରୁ ଜଣାପଡ଼ିଛି କି ଏହି ପାର୍ଟି ରେ ଆର୍ଯ୍ୟନ, ଅରବାଜ ଏବଂ ମୁନ ମୁନ ଙ୍କ ପାଖରେ ୧୩ ଗ୍ରାମ କୋ-କି-ନ, ୫ ଗ୍ରାମ ଏମଡ଼ି,୨୧ ଗ୍ରାମ -ଚ-ର-ସ, ୨୨ ଏକ୍ସଟାମି ଗୋ-ଲି, ୧.୩୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଏନସିବି । ଏହା ସହ ନିଜ ସାଙ୍ଗ ମାନଙ୍କ ସହ ଏହି ଡ୍ର-ଗ୍ସ- କୁ ନେଇ ବେଆଇନ ଚା-ଟ ମଧ୍ୟ କରୁଥିବାର ଏନସିବି ସୂଚନା ଦେଇଛି । ତେବେ ଆର୍ଯ୍ୟନ ଙ୍କ ଉପରେ ଅନେକ ଧାରା ଲଗାଯାଇଛି ଏବଂ ଜେ-ଲ ରେ ରଖାଯାଇଛି ।

ଏହି ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଖୁବ ଭା-ଇ-ରା-ଲ ହେଉଛି ଏବଂ ବର୍ତ୍ତମାନ ସମସ୍ତ ଙ୍କ ନଜର ଶାହାରୁଖ ଖାନ ଙ୍କ ଉପରେ ରହିଛି କି ସେ କଣ କରୁଛନ୍ତି । ତେବେ ଆଶା କରୁଛି ଏହି ବିଷୟ ଟି ଆପଣଂକୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *