ମା’ଙ୍କ ଦେହାନ୍ତ ର 6 ଦିନ ପରେ ଫଟୋ ପୋଷ୍ଟ କରି କିଛି ଏମିତି ଲେଖିଲେ Gudu, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତା ଗୁଡୁଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଗୁଡୁ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ହିଁ ଗୁଡୁ ସୋ-ସି-ଆ-ଲ ମି-ଡି-ଆରେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ନୂଆ ନୂଆ ଭିଡିଓ ଓ ଫଟୋ ଅପଲୋଡ କରନ୍ତି । ହେଲେ ଗତ ୬ ଦିନ ତଳେ ଗୁଡୁ ମାଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଥି-ଲା ।

ଗୁଡୁ ମାଙ୍କ ନାମ ହେଉଛି ଗୀତାଞ୍ଜଳି । ତେବେ ଗୀତାଞ୍ଜଳି ଭୁବନେଶ୍ବରର ଏକ ଜଣା ଶୁଣା ମେକ ଅପ୍ ଆର୍ଟିଷ୍ଟ ଥିଲେ । ଏକ ଟ୍ରେନରୁ ଖସି ଗୀତାଞ୍ଜଳି ନିଜ ପ୍ରା-ଣ ହରାଇଥିଲେ । ତେବେ ଗୁଡୁ ନିଜ ମାଙ୍କୁ ହରାଇ ବର୍ତ୍ତମାନ ଭାବ ବହୁଳ ହୋଇଯାଇଛନ୍ତି । ଯେଉଁ ଦିନ ଗୀତାଞ୍ଜଳି ମରିଗଲେ ସେହି ଦିନ ଗୁଡୁ ବହୁତ ଅଧିକ କାନ୍ଦି ଥିଲେ ।

ସମସ୍ତଙ୍କୁ ହସାଉ ଥିବା ଗୁଡୁ ଯେତେବେଳେ ନିଜେ କାନ୍ଦିଲେ ସେତେବେଳ ସମସ୍ତଙ୍କ ମନରେ ଦୁଃଖ  ଭରି ଯାଇଥିଲା । ଗୀତାଞ୍ଜଳିଙ୍କ ମୃ-ତ୍ୟୁକୁ ମାତ୍ର ୬ ଦିନ ହୋଇଛି ଓ ଏହି ସମୟରେ ଗୁଡୁ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏପରି କିଛି ଅପଲୋଡ କରିଛନ୍ତି ଯାହା ଦେଖି ଲୋକମାନେ ଭାବ ବହୁଳ ହୋଇଯାଉଛନ୍ତି ।

ଗୁଡୁ ସେହି ପୋଷ୍ଟରେ ଲେଖିଛନ୍ତି-‘ଆଜିକୁ ୬ ଦିନ ହୋଇଗଲା ମୋତେ ଛାଡି ଚାଲିଗଲା ମମି । ମୋତେ ଆଉ ବାୟାଁ ବୋଲି କିଏ ଡାକିବ ଆଉ ମୋତେ ଆଉ କିଏ ଖାଇବାକୁ ଦେବ । ମୋତେ ଆଉ ଆକଟ କିଏ କରିବ’ । ଗୁଡୁ ବହୁତ ଭାବ ବହୁଳ ହୋଇ ଏହି ସବୁ କଥା ଲେଖିଛନ୍ତି । ଏହା ସହ ସେ ଲେଖିଛନ୍ତି ତାଙ୍କ ମା ଯେଉଁଠି ବି ଥାନ୍ତୁ ଭଲରେ ଥାନ୍ତୁ ଓ ସେ ତାଙ୍କ ମାଙ୍କୁ ବହୁତ ମନେ ପକାଉ ଛନ୍ତି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *