Aryan Khan ଙ୍କ ପାଇଁ ଲଢୁଛନ୍ତି ଓକିଲ Satish Maneshinde ଯାହାର ଦିନକୁ ଦରମା 10 ଲକ୍ଷ, ଜାଣନ୍ତୁ କିଏ ଏହି Satish Maneshinde ଓ ତାଙ୍କୁ କାହିଁକି ବାଛିଲେ Shahrukh ?

ବନ୍ଧୁଗଣ, ସୂଚନା ଅନୁଯାୟୀ NCB ହାତରେ ଶାହରୁଖ ଖାନ ଙ୍କ ପୁଅ ଆରୟନ ଖାନ । ଶାହରୁଖ ଖାନ ବର୍ତ୍ତମାନ ପୁଅ କୁ ମୁକୁଳାଇବା ନିମନ୍ତେ ଲାଗିଯାଇଛନ୍ତି । ସ୍ପେନ ରେ ଶୁ-ଟି-ଙ୍ଗ କରୁଥିବା ସମୟରେ ଶୁ-ଟି-ଙ୍ଗ ଛାଡି ଭାରତକୁ କୁ ଫେରି ଆସିଛନ୍ତି ଶାହରୁଖ ଖାନ । ବରିଷ୍ଠ ଆଇନଜୀବୀ ସତିଶ ମାନେସିନ୍ଦେ ଙ୍କୁ ଓକିଲ ଭାବରେ ଶାହରୁଖ ବାଛିଛନ୍ତି । ବର୍ତ୍ତମାନ ଏହି ହାଇ ପ୍ରୋଫାଇଲ କେଶ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ କେ-ଶ ଲ-ଢୁ-ଛ-ନ୍ତି ଆଇନଜୀବୀ ସତିଶ ।

ମାତ୍ର ବର୍ତ୍ତମାନ ପ୍ରଶ୍ନ ଆସୁଅଛି ଯେ ପୁଅ ଆରୟନ ଙ୍କ ନିମନ୍ତେ କଣ ପାଇଁ ଏହି ଆଇନଜୀବୀ କୁ ବାଛିଲେ ଶାହରୁଖ ଖାନ ? କିଏ ଏହି ସତିଶ ମାନେସିନ୍ଦେ ? ଆପଣ ମାନେ ଜାଣି ନଥିବେ ଯେ ଅନେକ ବଲିଉଡ ଷ୍ଟାର ମାନଙ୍କୁ ଆଇନ ଜା-ଲ ରୁ ଖ-ସା-ଇ-ବାରେ ସଫଳ ହୋଇଛନ୍ତି ଏହି ଆଇନଜୀବି । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଳା-ଷ୍ଟ ଘ-ଟ-ଣା ହେଉ ଅଥବା ହି-ଟ ଆଣ୍ଡ ରନ କେ-ଶ ହେଉ ମାମଲା ଲ-ଢି ଚର୍ଚ୍ଚାର ରହିଛନ୍ତି ସତିଶ ମାନେସିନ୍ଦେ ।

ବର୍ତ୍ତମାନ ଶାହରୁଖ ଖାନ ଙ୍କ ପୁଅ ଆରୟନ ପାଇଁ ସେ କରୁଛନ୍ତି ଓକିଲାତି । ୧୯୬୫ ମସିହାରେ କର୍ଣ୍ଣାଟକ ର ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ସତିଶ ଏବେ ଜଣେ ନାମିଦାମୀ ଓକିଲ ଅଟନ୍ତି । ବଲିଉଡ ଇଣ୍ଡଷ୍ଟ୍ରି ରେ ତାଙ୍କର ବହୁତ କ୍ଲାଇଣ୍ଟ ଅଛନ୍ତି । ଆଇନ ପାଠ ଶେଷ କରିବା ପରେ ଓକିଲାତି ପେ-ଶା କୁ ଆପଣେଇଥିଲେ ସତିଶ । ଦୀର୍ଘ ୧୦ ବର୍ଷ ଧରି ବିଶିଷ୍ଠ ଆଇନଜୀବୀ ରାମଜେଠ ମାଲାନି ଙ୍କ ପାଖରେ କାମ କରିବା ପରେ ନିଜେ କେ-ସ ଲ-ଢି-ବା ଆରମ୍ଭ କରିଥିଲେ ।

ପ୍ରଥମେ କ୍ରୀ-ମି-ନା-ଲ କେ-ସ ପରେ ନେତା, ଅଭିନେତା ଏବଂ ବିଶିଷ୍ଠ ବ୍ୟକ୍ତି ଙ୍କ ପାଇଁ କେ-ସ ଲ-ଢି ସେ ଚର୍ଚ୍ଚା କୁ ଆସିଛନ୍ତି । ଗୋଟିଏ କେ-ସ- ଲ-ଢି-ବା ନିମନ୍ତେ ସତିଶ ମାନେସିନ୍ଦେ ଦିନକୁ ନିଅନ୍ତି ୧୦ ଲକ୍ଷ ଟଙ୍କା ରୁ ଅଧିକ ଫିସ । ୧୯୯୩ ମସିହା ର ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଳା-ଷ୍ଟ ଘ-ଟ-ଣା ରେ ସଞ୍ଜୟଦତ୍ତ ଙ୍କୁ ଯେତେବେଳେ ଗି-ର-ଫ କରାଯାଇଥିଲା ସେତେବେଳେ ସଞ୍ଜୟ ଙ୍କ ଲିଗାଲ ଟିମ ର ମେମ୍ବର ଥିଲେ ସତିଶ ମାନେସିନ୍ଦେ ।

ସଞ୍ଜୟ ଙ୍କ ଉପରେ ବହୁ ସ-ଙ୍ଗୀ-ନ ଦ-ଫା ଲାଗିଥିବା ବେଳେ ତାଙ୍କୁ ବେ-ଲ ରେ ମୁକୁଳାଇବା ନିମନ୍ତେ ସକ୍ଷମ ହୋଇଥିଲେ ସତିଶ । ଏହା ପରେ ସାରା ଭାରତରେ ସେ ଜଣେ ହାଇ ପ୍ରୋଫାଇଲ କ୍ରୀ-ମି-ନା-ଲ ଓକିଲ ଭାବରେ ପରିଚିତ ହୋଇଥିଲେ । ସେହିଭଳି ୨୦୦୨ ମସିହାରେ ହିଟ ଆଣ୍ଡ ରନ କେ-ସ ରେ ଫ-ସି-ଥି-ବା ସଲମାନ ଙ୍କ ପାଇଁ ଦେବଦୁତ ସାଜିଥିଲେ ସତିଶ । ବଲିଉଡ ର ଦବଙ୍ଗ ଖାନ ଙ୍କ ପାଇଁ କେ-ସ ଲ-ଢି- ସେ ବେ-ଲ ଆଣିଥିଲେ । ଏହାପରେ ଗତବର୍ଷ ଡ୍ର-ଗ୍ସ କେ-ସ ରେ ନିଜ ଭାଇ ଙ୍କ ସହିତ ଗି-ର-ଫ ହୋଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

NCB ଦ୍ଵାରା ଗି-ର-ଫ ହେବା ପରେ ସୋ-ସି-ଆ-ଲ ମି-ଡି-ଆ ରେ ଟ୍ରୋ-ଲ ହୋଇଥିଲେ ରିୟା । ସ-ଙ୍ଗୀ-ନ ଦ-ଫା ଲାଗିବା ପରେ ଉଭୟ ଭାଇ ଭଉଣୀ ଙ୍କୁ ବେଲ ରେ ବାହାର କରିବାରେ ସମର୍ଥ ହୋଇଥିଲେ ସତିଶ । ଏହିଭଳି ବହୁ ହାଇପ୍ରୋଫାଇଲ କେ-ସ କୁ ଜିତିବା ପରେ ବର୍ତ୍ତମାନ ଶାହରୁଖ ଖାନ ଙ୍କ ପୁଅ ଆରୟନ ଖାନ ଙ୍କ ପାଇଁ କେ-ସ ଲ-ଢୁ-ଛ-ନ୍ତି ସତିଶ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *